Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ସେନା ଖୋଲିଲାପାକିସ୍ତାନର ମିଛ, ଜାଣନ୍ତୁ କଣ ସବୁ କହୁଥିଲା ?

Sanchar Live by Sanchar Live
May 10, 2025
in ଭାରତ
0
ସେନା ଖୋଲିଲାପାକିସ୍ତାନର ମିଛ, ଜାଣନ୍ତୁ କଣ ସବୁ କହୁଥିଲା ?
0
SHARES
33
VIEWS
FacebookTwitter

ଭାରତ-ପାକିସ୍ତାନ ଅସ୍ତ୍ରବିରତି ସହ ଅପରେସନ ସିନ୍ଦୂର ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟ୍  । ପାକିସ୍ତାନ ପୋଲ ଖୋଲିଦେଲେ କର୍ଣ୍ଣଲ ସୋଫିଆ କୁରେସି । କହିଲେ, ପାକିସ୍ତାନ ମିଛ ଖବର ପ୍ରଚାର କରୁଛି । ଅପପ୍ରଚାର କରି ଆମ ସେନାକୁ ବଦନାମ କରିବାକୁ ଚାହୁଁଛି । ଭାରତୀୟ ସେନା ପକ୍ଷରୁ କୌଣସି ମସଜିଦକୁ ନଷ୍ଟ କରାଯାଇନାହିଁ । ପାକିସ୍ତାନୀ ଫାଇଟର ଜେଟ୍ ଜେଏଫ-୧୭ ଦ୍ବାରା ଭାରତର ଏସ-୪୦୦ ଏବଂ ବ୍ରୋହ୍ମୋସ୍ ମିସାଇଲ୍ ନଷ୍ଟ କରାଯାଇଥିବା ନେଇ ପାକିସ୍ତାନର ଅଭିଯୋଗକୁ ଖଣ୍ଡନ କଲେ ସୋଫିଆ । ଭାରତର ବିଭିନ୍ନ ବିମାନ ଘାଟିକୁ ପାକିସ୍ତାନ ଧ୍ବଂସ କରିଥିବା କଥା ମଧ୍ୟ ସମ୍ପୂର୍ଣ୍ଣ ମିଛ ।

ୱିଙ୍ଗ କମାଣ୍ଡର ବୌମିକ ସିଂ କହିଛନ୍ତି ଆମେ ପାକିସ୍ତାନର ରକ୍ଷାତ୍ମକ ପ୍ରଣାଳୀକୁ ପୂରା ଧ୍ବଂସ କରି ଦେଇଛୁ । ପାକିସ୍ତାନର ଏୟାରବେସକୁ ନଷ୍ଟ କରିଛୁ । ଆମ ସେନାର ଆକ୍ରମଣରେ ପାକିସ୍ତାନ ଅନେକ କ୍ଷତି ହୋଇଛି ହେଲେ ଆମେ କୌଣସି ଧାର୍ମିକ ସ୍ଥଳ ଉପରେ ଆକ୍ରମଣ କରିନୁ । ଆମ ସେନା ସବୁବେଳେ ସଜାର ରହିଛି କହିଲେ ବୌମିକ ।

Tags: indiapakistanwar
ShareTweetShareSend
Sanchar Live

Sanchar Live

Next Post
ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ମହିଳା ଫାଷ୍ଟଟ୍ରାକ୍ କୋର୍ଟ : ଆଇନ ମନ୍ତ୍ରୀ

ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ମହିଳା ଫାଷ୍ଟଟ୍ରାକ୍ କୋର୍ଟ : ଆଇନ ମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.