Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଆସନ୍ତାକାଲି ସଂସଦରେ ଆଗତ ହେବ ଗୋଟିଏ ଦେଶ ଗୋଟିଏ ଇଲେକସନ୍ ବିଲ

Sanchar Live by Sanchar Live
December 16, 2024
in ଭାରତ
0
ଆସନ୍ତାକାଲି ସଂସଦରେ ଆଗତ ହେବ ଗୋଟିଏ ଦେଶ ଗୋଟିଏ ଇଲେକସନ୍ ବିଲ
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ଆସନ୍ତାକାଲି ସଂସଦରେ ଆଗତ ହେବ ଗୋଟିଏ ଦେଶ ଗୋଟିଏ ଇଲେକସନ୍ ବିଲ। ଲୋକସଭାରେ ଆସିବ ୱାନ ନେସନ ୱାନ ଇକେଲକସନ ବିଧେୟକ। ମଧ୍ୟାହ୍ନ ୧୨ଟା ସମୟରେ ଲୋକସଭାରେ ଆଗତ ହୋଇପାରେ ଏହି ବିଲ। କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଧେୟକ ଆଗତ କରିପାରନ୍ତି। ଏ ନେଇ ବିଜେପି ପକ୍ଷରୁ ଆସନ୍ତାକାଲି ପାଇଁ ନିଜ ଦଳୀୟ ସାଂସଦଙ୍କ ପାଇଁ ଜାରି ହୋଇଛି ହ୍ଵିପ। ଏହି ବିଲ ଲୋକସଭାରେ ଆଗତ ପରେ ପାର୍ଲାମେଣ୍ଟର ଦୁଇ ସଦନର ମିଳିତ କମିଟି ନିକଟକୁ ପଠାଯାଇପାରେ।ଏହି ବିଲକୁ ଲୋକସଭାରେ ଉପସ୍ଥାପନ କରିବା ପରେ ସଂସଦର ମିଳିତ କମିଟିକୁ ପଠାଇବାକୁ ଅନୁରୋଧ କରିପାରନ୍ତି ଆଇନମନ୍ତ୍ରୀ।

ସଂସଦରେ ସାଂସଦଙ୍କ ସଂଖ୍ଯା ନେଇ ଏକ ମିଳିତ କମିଟି ଗଠନ କରାଯିବ। ସବୁଠାରୁ ବଡ଼ ଦଳ ଭାବେ ବିଜେପିରୁ ଏହି କମିଟିର ଅଧ୍ୟକ୍ଷ ରହିବା ସମ୍ଭାବନା ରହିଛି। ଅନ୍ୟ ଦଳରୁ କିଏ ରହିବେ ସଦସ୍ୟ ଏ ନେଇ ବାଚସ୍ପତି ଅନ୍ୟ ଦଳମାନଙ୍କ ଠାରୁ ପ୍ରସ୍ତାବିତ ନାମ ସଂଗ୍ରହ କରିବେ। ଯଦି କୌଣସି ଦଳ ନିଜ ନିଜର ସଦସ୍ୟଙ୍କ ନାମ ପ୍ରସ୍ତାବ ନଦିଅନ୍ତି ତେବେ ବାଚସ୍ପତି ତାଙ୍କ ଇଚ୍ଛା ଅନୁସାରେ ସଦସ୍ୟ ଚୟନ କରିବେ। ବିଲ ଆଗତ ଦିନ ସଂଧ୍ଯାରେ ବାଚସ୍ପତି କମିଟି ଗଠନ ନେଇ ଘୋଷଣା କରିବେ। କମିଟିର ପ୍ରସ୍ତାବିତ କାର୍ଯ୍ୟକାଳ ୯୦ ଦିନ ରହିଥିବାବେଳେ ଆବଶ୍ୟକସ୍ଥଳେ ଏହାକୁ ବୃଦ୍ଧି କରାଯାଇପାରେ।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ୱାନ ନେସନ ୱାନ ଇଲେକସନ୍ ନେଇ ପ୍ରସ୍ତାବ ଗ୍ରହଣ କରିବାକୁ କମିଟି ଗଠନ କରାଯାଇଥିଲା। ଏଥିରେ ଦେଶରେ ଥିବା ୩୨ ରାଜନୈତିକ ଦଳ ସମର୍ଥନ କରିଥିବାବେଳେ ୧୫ ରାଜନୈତିକ ଦଳ ସମର୍ଥନ କରିନଥିଲେ। ପାର୍ଲାମେଣ୍ଟରେ ଆଗତ ହେଲେ ସମ୍ବିଧାନର ୧୨୯ତମ ସଂଶୋଧନ ବିଲ ହେବ ଏହି ଗୋଟିଏ ଦେଶ ଗୋଟିଏ ଇଲେକସନ ବିଲ।।

ଏହି ବିଲ ଉପରେ ସଂସଦୀୟ ମିଳିତ କମିଟିରେ ଆଲୋନଚା ପରେ ଦୁଇ ସଦସରେ ଆଲୋଚନା ହେବ। ଦୁଇ ସଦନରେ ଗୃହୀତ ହେବାପରେ ବିଲକୁ ସ୍ଵାକ୍ଷର ଲାଗି ରାଷ୍ଟ୍ରପତିଙ୍କ ନିକଟରୁ ପଠାଯିବ। ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ପରେ ଏହି ବିଲ ଆଇନରେ ପରିଣତ ହେବ। ଏହି ବିଲ ଆଇନରେ ପରିଣତ ହେଲେ ଆସନ୍ତା ୨୦୨୯ରୁ ଦେଶରେ ଗୋଟିିଏ ଦେଶ ଗୋଟିଏ ନିର୍ବାଚନ ଲାଗୁ ହେବ। ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହେବ

Tags: indiaone nation one electionparliament
ShareTweetShareSend
Sanchar Live

Sanchar Live

Next Post
ପୁଣି ରାଜଧାନୀ ଦିଲ୍ଲୀରେ ବଢିଲା ବାୟୁ ପ୍ରଦୂଷଣ

ପୁଣି ରାଜଧାନୀ ଦିଲ୍ଲୀରେ ବଢିଲା ବାୟୁ ପ୍ରଦୂଷଣ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା କ’ଣ ହୁଏ ?
  • ରାତିରେ ବଢି ଯାଉଛି କି ବ୍ଲଡ୍‌ ସୁଗର୍‌? ଏହି ୬ ଟି ସଙ୍କେତରୁ କରନ୍ତୁ ଚିହ୍ନଟ…
  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.