Saturday, June 7, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ପୁଣି ଥରେ ଲକ୍ଷେ ଟଙ୍କା ପାର୍‌ କଲା ସୁନା ଦର

Sanchar Live by Sanchar Live
June 5, 2025
in ଓଡିଶା
0
ପୁଣି ଥରେ ଲକ୍ଷେ ଟଙ୍କା ପାର୍‌ କଲା ସୁନା ଦର
0
SHARES
25
VIEWS
FacebookTwitter

ସଂଚାର ବ୍ୟୁରୋ: ପୁଣି ଥରେ ଲକ୍ଷେ ଟଙ୍କା ପାର୍‌ କଲା ସୁନା ଦର । ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଭୁବନେଶ୍ବର ବଜାରରେ ରହିଛି ୧ ଲକ୍ଷ ୫୦୦ ଟଙ୍କା । ୨୨ କ୍ୟାରେଟ୍‌ ୧୦ ଗ୍ରାମ ପିଛା ହୋଇଛି ୯୧ ହଜାର ୩୦୦ ଟଙ୍କା । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ୩ ହଜାର ୪୨୩ ଡଲାରରେ କାରବାର ହୋଇଛି । କିଛି ଦିନ ଧରି ସୁନା ଦର ୧ ଲକ୍ଷ ଟଙ୍କାରୁ କମ ଥିଲା । ଗତକାଲି ୨୪ କ୍ୟାରେଟ୍‌ ସୁନା ୯୯ ହଜାର ୮୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ଥିଲା ୯୦ ହଜାର ୮୦୦ ଟଙ୍କା । ଏବେ ଦର ପୁଣି ଥରେ ଉପରମୁହାଁ ହୋଇଛି । ଚୀନ, ଜାପାନ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଇଉରୋପିଆନ ରାଷ୍ଟ୍ର ସମୂହ, ଓ ଆମେରିକାର ଫେଡେରାଲ୍‌ ରିଜର୍ଭ ସୁନା କିଣିବା ଅବ୍ୟାହତ ରଖିଛନ୍ତି ।

ଏସବୁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକଙ୍କ ପାଖରେ ଏବେ ମହଜୁଦ ରହିଛି ୨୪୪ ଟନ୍‌ ସୁନା । ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜିଦଖୋର ମନୋବୃତ୍ତି ଯୋଗୁ ସେଠାକାର ଅର୍ଥନୀତି ଧୀରେ ଧୀରେ ମାନ୍ଦାବସ୍ଥା ଭିତରକୁ ଠେଲି ହୋଇଯାଉଛି । ଯେଉଁଥିପାଇଁ ଅଂଶଧନ କାରବାରରେ କ୍ଷତି ଆଶଙ୍କା କରି ନିବେଶକ ସେୟାର ମାର୍କେଟ୍‌ରେ ପୁଞ୍ଜି ନ ଖଟାଇ ବାସ୍ତବ ସୁନାରେ ପୁଞ୍ଜି ନିବେଶ କରୁଛନ୍ତି ।

ଯାହାଯୋଗୁ ସୁନା ଚାହିଦା ଅଚାନକ ବୃଦ୍ଧି ପାଇଛି । ପୋଲାଣ୍ଡ କେନ୍ଦ୍ରୀୟ ବ୍ୟାଙ୍କ ଏକାକୀ ୧୨ ଟନ୍‌ ସୁନା କିଣି ମହଜୁଦ ରଖିଲାଣି । ଯାହାକି ୟୁରୋପିଆନ୍‌ ୟୁନିୟନ୍‌ କେନ୍ଦ୍ରୀୟ ବ୍ୟାଙ୍କ ରଖିଥିବା ସୁନାଠାରୁ ଅଧିକ । ଡଲାର ତୁଳନାରେ ଟଙ୍କା ମୂଲ୍ୟ ପୁଣି ଥରେ ବି ହ୍ରାସ ଘଟିଛି । ବଜାର ବିଶେଷଜ୍ଞଙ୍କ ଆକଳନ ଆଗାମୀ ଦିନରେ ସୁନା ଦର ଆହୁରି ବଢିବ । ୨୪ କ୍ୟାରେଟ୍‌ ସୁନା ୧ ଲକ୍ଷ ୧୫ ହଜାର ପାର କରିପାରେ ।

Tags: Gold priceindia
ShareTweetShareSend
Sanchar Live

Sanchar Live

Next Post
ଆଗେଇ ଚାଲିଛି ମାଆ କଟକ ଚଣ୍ଡୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ

ଆଗେଇ ଚାଲିଛି ମାଆ କଟକ ଚଣ୍ଡୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୨୦ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କର ପାଳିତ ହେବ ଗୁଆଲି ଯାତ୍ରା
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ
  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.