ସଂଚାର ବ୍ୟୁରୋ: ବାତ୍ୟାବେଳେ ଅଘଟଣ । ବୃଦ୍ଧାଙ୍କ ମୃତ୍ୟୁ । ରାଜନଗର ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ କଲ୍ୟାଣ ମଣ୍ଡପ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ହେମଲତା ନାୟକଙ୍କ ମୃତ୍ୟୁ । ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲେ ୧୫୦ ଲୋକ । ବାତ୍ୟାରେ ଏହା ପ୍ରଥମ ମୃତ ଘଟଣା ।