ଭୁବନେଶ୍ୱର: ଇସ୍କନରେ ବର୍ଷା ଜଳ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ା ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ବର୍ଷା ଜଳ ନିଷ୍କାସନ ପାଇଁ ସ୍ଥାୟୀ ସମାଧାନ କରାଯାଉଛି । ବର୍ଷା ପୂର୍ବରୁ ଡ୍ରେନର ସମସ୍ତ ସମସ୍ୟା ସମାଧାନ କରାଯିବ । ମୁକୁଳା ଡ୍ରେନରେ ସ୍ଲାବ ପକାଇବାକୁ କୁହାଯାଇଛି । ଡ୍ରେନ ସଫେଇ କାମକୁ ତ୍ୱରାନ୍ତିତ କରାଯାଇଛି ।