Tuesday, June 3, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ରାଜ୍ୟରେ ଆଉ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

Sanchar Live by Sanchar Live
June 1, 2025
in ଓଡିଶା
0
ବଢ଼ିଲାଣି ଚିନ୍ତା, ଦେଶରେ ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା
0
SHARES
15
VIEWS
FacebookTwitter

ରାଜ୍ୟରେ ଆଉ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତ ଟିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୋଟ କୋଭିଡ ଆକ୍ରାନ୍ତ ସଂଖ୍ୟା ୧୧ରେ ପହଞ୍ଚିଲା । ଓଡ଼ିଶାରେ କୋଭିଡ ମାମଲା ବଢୁ ନଥିବା ଘୋଷି ହେଉଥିବା ରାଜ୍ୟ ସରକାରଙ୍କୁ ଲାଗିଛି ବଡ଼ ଝଟକା । ପ୍ରତିଦିନ ବାହାରୁଛନ୍ତି କୋଭିଡ ରୋଗୀ । ଗତକାଲି କରୋନାରେ ପ୍ରଥମ ମୃତ୍ୟୁ ନେଇ ସୂଚନା ମିଳିଥିଲା। କିଛିଦିନ ତଳେ ସେ କୋଭିଡ୍ ଆକ୍ରାନ୍ତରେ ଚିହ୍ନଟ ହୋଇଥିଲେ। କୋଭିଡ୍ ସହ ବହୁ ରୋଗରେ ଆକ୍ରାନ୍ତ ଥିଲେ । ମୃତକ ଜଣେ ବୃଦ୍ଧ, ଘରେ ରହି ଚିକିତ୍ସିତ ହେଉଥିଲେ। ଆଜି ବି ତିନି ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ବେଳେ ରୋଗୀ ସଂଖ୍ୟା ୧୧ରେ ପହଞ୍ଚିଛି । ତେଣେ ରାଜ୍ୟରେ ବ୍ୟବହାର ହେଉଥିବା ଆଣ୍ଟିଜେନ କିଟ୍ ଠିକ୍ ଭାବ କାମ କରୁଥିବା ନେଇ ଆରଏମଆରସି ରିପୋର୍ଟ କରିଛି । ଏଯାଏଁ ଚିହ୍ନଟ ହୋଇଥିବା ୧୧ ରୋଗୀଙ୍କ ମଧ୍ୟରୁ ୯ ଜଣ ଖୋର୍ଦ୍ଧା ଜିଲ୍ଲାର ହୋଇଥିବାବେଳେ ବାକି ଦୁଇ ଜଣ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

Tags: coronaodisha
ShareTweetShareSend
Sanchar Live

Sanchar Live

Next Post
ମନ୍ଦିରରେ ମହାପାପ: ନାବାଳିକାଙ୍କୁ ପୂଜକ ଦୁଷ୍କର୍ମ କରିଥିବା ଅଭିଯୋଗ

୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପୂରଣ ହେଲା କୋହଲିଙ୍କ ସ୍ବପ୍ନ : ଚାମ୍ପିୟନ ହେଲା RCB
  • ପୁଣି ରୁଷ ଉପରେ ୟୁକ୍ରେନର ବଡ଼ ହମଲା
  • ଘର ଭିତରୁ ଜବତ ହେଲା ଲାଇସେନ୍ସ ବନ୍ଧୁକ ସହ ୪ ଅଫୁଟା ଗୁଳି
  • କରାଚୀ ଅନ୍ତର୍ଗତ ମାଲିର ଜେଲରୁ ୨୧୬ କଏଦୀ ଫେରାର
  • ଭୁବନେଶ୍ବରରେ ଭୁଶୁଡ଼ିଲା କୋଠା, ଜଣେ ମୃତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.