Saturday, February 28, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଜିଠାରୁ ମିଳିବ ମାଗଣା କ୍ୟାନସର ଟୀକା

Sanchar Live by Sanchar Live
February 28, 2026
in ଓଡିଶା
0
ଆଜିଠାରୁ ମିଳିବ ମାଗଣା କ୍ୟାନସର ଟୀକା
0
SHARES
36
VIEWS
FacebookTwitter

ଆଜି ଠାରୁ ମିଳିବ ମାଗଣା କ୍ୟାନସର ଟୀକା । ଏଥର କିଶୋରୀଙ୍କୁ ମାଗଣାରେ ମିଳିବ ସର୍ଭିକାଲ କ୍ୟାନ୍ସର ଟୀକା। ସାରା ଦେଶରେ ଆଜି ଠାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। 14 ବର୍ଷ ଯାଏଁ ଝିଅଙ୍କୁ ସିଂଗିଲ ଡୋଜ, 14 ରୁ ବାହାଘର ପର୍ଯ୍ୟନ୍ତ ତିନୋଟି ଡୋଜ ଦିଆଯିବ। ଭାରତ ସରକାର ଏ ନେଇ ଗାଇଡଲାଇନ ଆଣିଛନ୍ତି। 2026-27 ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ ହେବ। ଏଥିରେ 311 କୋଟି ଟଙ୍କା ଖର୍ଚ୍ଚ ହେବ, ଯେଉଁଥିରେ ସବୁ ପ୍ରକାର କର୍କଟ ରୋଗ ପ୍ରତିହତ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

HPV ଟୀକା ସରଭାଇକାଲ କ୍ୟାନ୍ସର ପ୍ରତିରୋଧ ପାଇଁ ଦିଆଯିବ। ପୂର୍ବରୁ ଏହା ଘରୋଇ ହସ୍ପିଟାଲରେ ମିଳୁଥିଲା। ଏବେ ମାଗଣାରେ ସରକାରୀ ହସ୍ପିଟାଲରେ ମିଳିବ। ଏହି ଟିକା 14 ବର୍ଷ କିଶୋରୀଙ୍କୁ ଦିଆଯିବ। ଯେଉଁ ସରକାରୀ ହସ୍ପିଟାଲରେ କୋଲଡ଼ ଚେନ ଅଛି, ସେଠାରେ ଏହା ମିଳିବ। ମହିଳା ଜନସଂଖ୍ୟାର 1% ଙ୍କୁ ଦିଆଯିବ। ପର୍ଯ୍ୟାୟକ୍ରମେ 40 ବର୍ଷ ଯାଏଁ ସବୁ ମହିଳାଙ୍କୁ ଦିଆଯିବ 14 ବର୍ଷରୁ ଗର୍ଭଧାରଣ କ୍ଷମତା ଥିବାରୁ, ଏହା ଦିଆଯିବ। ଏହା ପ୍ରାଥମିକ ଭାବେ ତିନି ମାସ ଯାଏଁ ଦିଆଯିବ। ତା ପରେ ପର୍ଯ୍ୟାୟକ୍ରମେ ଦିଆଯିବ। ଏହାର କିଛି ପାର୍ଶ୍ଵପ୍ରତିକ୍ରିୟା ନାହିଁ। ଓଡ଼ିଶାରେ 2.5 ଲକ୍ଷ ମହିଳାଙ୍କୁ ଦିଆଯିବ ଏହି ଟିକା। ଏବେ ଏହି ଟିକା ସବୁ ଜିଲ୍ଲାକୁ ଦିଆ ସରିଲାଣି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ।

ସର୍ଭାଇକାଲ କ୍ୟାନ୍ସର (ଗର୍ଭାଶୟ ମୁଖ କ୍ୟାନ୍ସର) ମହିଳାମାନଙ୍କ ମଧ୍ୟରେ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଏକ କ୍ୟାନ୍ସର ରୋଗ। ଏହା ଗର୍ଭାଶୟର ତଳ ଅଂଶ ଅର୍ଥାତ୍‌ ସର୍ଭିକ୍ସ‌ରେ ଆରମ୍ଭ ହୁଏ। ପ୍ରଧାନତଃ ହ୍ୟୁମାନ ପାପିଲୋମା ଭାଇରସ୍‌ (HPV) ସଂକ୍ରମଣ ଏହାର ମୁଖ୍ୟ କାରଣ ବୋଲି ଚିହ୍ନଟ କରାଯାଇଛି। ଅସୁରକ୍ଷିତ ଯୌନ ସମ୍ପର୍କ, ଅପରିଷ୍କାର ଜୀବନଶୈଳୀ, ଧୂମ୍ରପାନ ଏବଂ ଅଳ୍ପ ବୟସରେ ବିବାହ ଏହି ରୋଗର ମୁଖ୍ୟକାରଣ।

ସର୍ଭାଇକାଲ କ୍ୟାନ୍ସରର ଆରମ୍ଭିକ ଅବସ୍ଥାରେ ସାଧାରଣତଃ କୌଣସି ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ ରୋଗ ଗୁରୁତର ହେଲେ ଅସାମାନ୍ୟ ରକ୍ତସ୍ରାବ, ଯୌନ ସମ୍ପର୍କ ପରେ ରକ୍ତସ୍ରାବ, ଦୀର୍ଘ ସମୟ ଧରି ପାଣିଯୁକ୍ତ ବା ଦୁର୍ଗନ୍ଧ ଯୁକ୍ତ ସ୍ରାବ, ପେଟ ଓ କମର ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇପାରେ। ଏହିପରି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ପାପ୍ ସ୍ମିୟାର ଟେଷ୍ଟ ଓ HPV ଟେଷ୍ଟ ମାଧ୍ୟମରେ ଏହି କ୍ୟାନ୍ସରକୁ ପ୍ରାରମ୍ଭରୁ ଚିହ୍ନଟ କରାଯାଇପାରେ। ସମୟମତେ ପରୀକ୍ଷା କରାଇଲେ ଏହାକୁ ସଫଳତାର ସହିତ ଚିକିତ୍ସା କରିହେବ। ଟୀକାକରଣ ମଧ୍ୟ ଏହି ରୋଗ ପ୍ରତିରୋଧରେ ଦାରୁଣ ଭୂମିକା ନିଭାଏ। କିଶୋରୀ ଓ ଯୁବତୀମାନଙ୍କୁ HPV ଟୀକା ଦିଆଯାଇଲେ ସର୍ଭାଇକାଲ କ୍ୟାନ୍ସରର ଝୁମକି ଅନେକ ହାରେ କମିଯାଏ।

ସଚେତନତା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସୁରକ୍ଷିତ ଜୀବନଶୈଳୀ ଅନୁସରଣ କଲେ ସର୍ଭାଇକାଲ କ୍ୟାନ୍ସରକୁ ରୋକାଯାଇପାରେ। ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବ

Tags: cancer vaccineodisha
ShareTweetShareSend
Sanchar Live

Sanchar Live

Next Post
୨୪ ଘଣ୍ଟା ପରେ ଆଉ କାମ କରିବନି ଆପଣଙ୍କ ହ୍ୱାଟ୍ସଆପ୍!

୨୪ ଘଣ୍ଟା ପରେ ଆଉ କାମ କରିବନି ଆପଣଙ୍କ ହ୍ୱାଟ୍ସଆପ୍!

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଏହି କାରଣରୁ ବିଜେଡ଼ରୁ ବିଦାହେଲେ ପ୍ରଭାତ ବିଶ୍ୱାଳ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କଲେ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ
  • ଆଜି ପୁଣି ବଢିଲା ସୁନା ଦର
  • ରଶ୍ମିକାଙ୍କ ଆଗରେ ଫିକା ପଡ଼ିଲା କୋହଲିଙ୍କ ରେକର୍ଡ
  • କେମିତି ସେମିକୁ ଯିବ ପାକିସ୍ତାନ?

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.