ଆଜି ବି ଚାଲିପାରିଲାନି ବିଧାନସଭା। ଗୃହ ଆରମ୍ଭରୁ ହିଁ ବିରୋଧୀ ହୋହାଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡିୟମ ଯାଏଁ ମାଡିଯାଇଥିଲେ। ମିଶନଶକ୍ତିର ଗୈରୀକରଣକୁ ନେଇ ବିରୋଧୀ ହଟ୍ଟଗୋଳ କରାଥିଲେ। ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି।