Sunday, April 19, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଆଶୀର୍ବାଦ ଦେଇ କିନ୍ନର ଲୁଟିନେଲେ ସୁନା ଅଳଙ୍କାର

Sanchar Live by Sanchar Live
October 2, 2024
in ଅପରାଧ
0
ଆଶୀର୍ବାଦ ଦେଇ କିନ୍ନର ଲୁଟିନେଲେ ସୁନା ଅଳଙ୍କାର
0
SHARES
3
VIEWS
FacebookTwitter

ସଂଚାର ବ୍ୟୁରୋ: ଅଭିନବ ଉପାୟରେ ଚୋରି କଲେ କିନ୍ନର । ଆଶୀର୍ବାଦ ଦେଇ ଲୁଟିନେଲେ ସୁନା ଅଳଙ୍କାର । ନୂଆପଡା ଜିଲ୍ଲାରେ ଏଭଳି ଏକ ଚୋରି ଘଟଣା ନଜରକୁ ଆସିଛି । ଖଡିଆଳ ଥାନା ତୁକୁଲା ଗାଁରେ ଆକାଶ ଖେମକାଙ୍କ ନବଜାତ ଶିଶୁକୁ ଆଶୀର୍ବାଦ ଦେବାକୁ ଆସି ସୁନା ଚେନ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଶିଶୁର ମା ସୋନିଆ ଖେମକାଙ୍କ ଠାରୁ ୩ଭରିର ସୁନା ଚେନ୍ ଲୁଟି ନେଇଥିବା ନେଇ ଖଡିଆଳ ଥାନାରେ ଅଭିଯୋଗ ହୋଇଛି । ବ୍ୟବସାୟୀଙ୍କ ଘରକୁ ଏକ କାର ରେ ୩ଜଣ କିନ୍ନର ଆସିଥିଲେ। ଏମାନେ ପୁର୍ବରୁ ମଧ୍ୟ ଦୁଇଥର ଆସିଥିବାରୁ ବ୍ୟବସାୟୀଙ୍କ ଘରେ କିନ୍ନରଙ୍କୁ ମହିଳା ମାନେ ଅତିଥି ସତ୍କାର କରିଥିଲେ। ଏହା ପରେ ନବଜାତ ଶିଶୁକୁ ଆଶୀର୍ବାଦ ଓ ଶିଶୁ ର ମାଙ୍କୁ ଝଡା ଫୁଙ୍କା କରିଦେବା କହି ଗୋଟିଏ ଢାଳ ପାଣି ମାଗିଥିଲେ । ଶିଶୁ ଓ ମାକୁ ଛାଡି ଅନ୍ୟ ମହିଳାଙ୍କୁ ଚାଲିଯିବା ପାଇଁ କହି ସୁନା ଚେନ ଝାଂପି ନେଇଥିଲେ । ଘର ସମ୍ମୁଖରେ ସ୍ଥାନୀୟ ଲୋକ କେହି ନ ଥିବାରୁ କିନ୍ନର ମାନେ ଘଟଣା ସ୍ଥଳରୁ ଗାଡ଼ିରେ ଫେରାର ମାରିଥିଲେ। ଘଟଣାର ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜକୁ ନେଇ ତଦନ୍ତ କରୁଛି।

Tags: crimekinner
ShareTweetShareSend
Sanchar Live

Sanchar Live

Next Post
ରଥଯାତ୍ରା ପାଇଁ ଚଳଚଞ୍ଚଳ ବିରଜା କ୍ଷେତ୍ର

ରଥଯାତ୍ରା ପାଇଁ ଚଳଚଞ୍ଚଳ ବିରଜା କ୍ଷେତ୍ର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜିଠୁ ଆରମ୍ଭ ଚାରିଧାମ ଯାତ୍ରା
  • ଅକ୍ଷୟ ତୃତୀୟ ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା ଦର ଉପରେ…
  • ୨୩ ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି
  • କିଏ ଜିତିବ ଆଜିର ମ୍ୟାଚ? PBKS VS LSG…
  • ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନ କରାଗଲା : ବଣ୍ଟି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.