Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଦୁର୍ନୀତି ଅଭିଯୋଗରେ ପିଇଓ ଓ ତାଙ୍କ ଭାଇ ଗିରଫ

Sanchar Live by Sanchar Live
February 22, 2025
in ଅପରାଧ
0
ଦୁର୍ନୀତି ଅଭିଯୋଗରେ ପିଇଓ ଓ ତାଙ୍କ ଭାଇ ଗିରଫ
0
SHARES
36
VIEWS
FacebookTwitter

ଦୁର୍ନୀତି ଅଭିଯୋଗରେ ପିଇଓ ଓ ତାଙ୍କ ଭାଇ ଗିରଫ। ଉଭୟଙ୍କୁ ବାନ୍ଧିଲା ଭିଜିଲାନସ। ଏହି ଘଟଣା ହେଉଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୁଛାଗୁଡ଼ା ପଞ୍ଚାୟତର ଘଟଣା। ଏକଜିକ୍ୟୁଟିଭ୍ ଅଫିସର ସତ୍ୟବ୍ରତ ବରାଳ ଓ ତାଙ୍କ ଭାଇ ଉତ୍ତମ ବରାଳଙ୍କୁ ଭିଜିଲାନସ ଗିରଫ କରିଛି। ଦୁଇ ଭାଇ ୭ ଲକ୍ଷ ଟଙ୍କାରୁ ଅଧିକ ଆତ୍ମସାତ୍ କରିଥିବାର ଅଭିଯୋଗ ହୋଇଛି। ସିଏଫସି ଏବଂ ଏସଏଫସି ପାଣ୍ଠି ହଡ଼ପ କରିବାକୁ ସେମାନେ ଷଡ଼ଯନ୍ତ୍ର କରିଥିଲେ। କୁରେଶ୍ଵର ଗ୍ରାମପଞ୍ଚାୟତରେ ହାଇ ମାଷ୍ଟ ଲାଇଟ୍ ଲଗାଇବା, ଷ୍ଟ୍ରିଟ୍ ଲାଇଟ ସଜାଡ଼ିବା ଓ ପାର୍କକୁ ଜିମ୍ ଉପକରଣ ଯୋଗାଇବା ନାଁରେ ସେମାନେ ସରକାରୀ ଅର୍ଥ ହଡ଼ପ କରିଥିବାର ଅଭିଯୋଗ ହୋଇଛି। ଦୁଇ ଭାଇଙ୍କ ଆକାଉଣ୍ଟକୁ ୪ ଲକ୍ଷ ୨୦ ହଜାର ଟଙ୍କା ଯାଇଛି। ସେପଟେ କୁରେଶ୍ଵର ପଞ୍ଚାୟତର ପିଇଓ ବରୁଣ ଦାସହ୍କ ଆକାଉଣ୍ଟକୁ ୩ ଲକ୍ଷରୁ ଅଧିକ ଟଙ୍କା ଯାଇଥିବା ଜଣାପଡ଼ିଛି।

Tags: arrestnuapadavigilanceraid
ShareTweetShareSend
Sanchar Live

Sanchar Live

Next Post
ପରୀକ୍ଷା ପୂର୍ବରୁ ପିଲାଙ୍କ ମନୋବଳ ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

କିଟ୍ ଘଟଣା : ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଆର୍‍ଜୁ ରାନା ଦେଉବାଙ୍କ ସହ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.