Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଦ୍ବିତୀୟ ଦିନରେ ନର୍ସିଂ ଅଫିସରଙ୍କ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ

Sanchar Live by Sanchar Live
September 28, 2024
in ଓଡିଶା
0
ଦ୍ବିତୀୟ ଦିନରେ ନର୍ସିଂ ଅଫିସରଙ୍କ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ଦ୍ବିତୀୟ ଦିନରେ ନର୍ସିଂ ଅଫିସରଙ୍କ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ । କୌଣସି ଜରୁରୀ ସେବାରେ ଯୋଗ ଦେଉନାହାନ୍ତି  । ଏସମା ଲାଗୁ ସତ୍ତ୍ବେ ନର୍ସିଂ ଅଫିସର ସଂଘ ଦାବି ପୂରଣ ନେଇ ନିଜ ଜିଦରେ ଅଟଳ ରହିଛି  । ସ୍ୱାସ୍ଥ୍ୟ ମନ୍ତ୍ରୀ ଗଣମାଧ୍ୟମରେ ବିବୃତ୍ତି ନୁହେଁ ନର୍ସିଂ ଅଫିସରଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ ବୋଲି ନର୍ସିଂ ଅଫିସର ସଙ୍ଘ ସଭାନେତ୍ରୀ ଶୁଚିସ୍ମିତା ଦାସ କହିଛନ୍ତି ।

ରାଜ୍ୟରେ ରୋଗୀ ସେବା ସଠିକ ଭାବେ ଚାଲିବା ସରକାରଙ୍କର ଉତ୍ତର ଦାୟିତ୍ବ । ନର୍ସିଂ ଅଫିସର ସଙ୍ଘ ଦେଇଥିବା ୧୦ ଦଫା ଦାବି ଯୁକ୍ତିଯୁକ୍ତ । ଏଥିରେ ରାଜ୍ୟର ୧୫ ହଜାର ନର୍ସିଂ ଅଫିସରଙ୍କ ସ୍ୱାର୍ଥ ନିହିତ ରହିଛି । ଅଧିକାଂଶ ଦାବିକୁ ସରକାର ଚାହିଁଲେ ଗୋଟିଏ ଘଣ୍ଟା ଭିତରେ ପୂରଣ କରି ପାରିବେ । ଏଥିରେ କୌଣସି ପଲିସି ନିଷ୍ପତ୍ତି ହେବାର ନଥିବା ବେଳେ ସରକାରଙ୍କ ଉପରେ ସେଭଳି ଆର୍ଥିକ ବୋଝ ପଡିବାର ମଧ୍ୟ ନାହିଁ ।

ତେଣୁ ସରକାର ଟାଳଟୁଳ ନୀତି ଅବଲମ୍ବନ ନ କରନ୍ତୁ ବୋଲି ନର୍ସିଂ ଅଫିସର ସଙ୍ଘ ଦାବି କରିଛି । ନର୍ସିଂ ଅଫିସରଙ୍କ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ସାରା ରାଜ୍ୟରେ ଓଟି-ଆଇସିୟୁ-କାଜୁଆଲିଟି ସେବା ପ୍ରଭାବିତ ହେଉଛି । ରାଜ୍ୟରେ ୧୫ ହଜାର ପାଖାପାଖି ନର୍ସିଂ ଅଫିସର ଏମରଜେନ୍ସି ସେବା ପ୍ରଦାନ ବନ୍ଦ୍ କରିଛନ୍ତି। ଫଳରେ ରୋଗୀମାନ ହଇରାଣ ହେଉଛନ୍ତି  ।

Tags: noushing officerodisha
ShareTweetShareSend
Sanchar Live

Sanchar Live

Next Post
ଉନ୍ମୋଚିତ ହେଲା ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଲୋଗୋ

ଉନ୍ମୋଚିତ ହେଲା ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଲୋଗୋ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.