Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ମହେନ୍ଦ୍ର ସିଂହ ଧୋନିଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ନୋଟିସ୍

Sanchar Live by Sanchar Live
November 13, 2024
in କ୍ରୀଡ଼ା
0
ମହେନ୍ଦ୍ର ସିଂହ ଧୋନିଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ନୋଟିସ୍
0
SHARES
11
VIEWS
FacebookTwitter

ସଂଚାର ବ୍ୟୁରୋ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ଏକ ବ୍ୟବସାୟିକ ଠକେଇ ମାମଲାରେ ହାଇକୋର୍ଟରୁ ନୋଟିସ୍ ମିଳିଛି । ଏଥିରେ ନିଜ ପକ୍ଷର ରଖିବାକୁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ଆରକା ସ୍ପୋର୍ଟସ୍ ଆଣ୍ଡ ମ୍ୟାନେଜମେଣ୍ଟ ପ୍ରା.ଲି.ର ଦୁଇ ନିର୍ଦ୍ଦେଶକ ବ୍ୟବସାୟୀ ମିହିର ଦିୱାକର ଓବଂ ସୌମ୍ୟ ଦାସ ଧୋନିଙ୍କ ବିରୋଧରେ କୋର୍ଟରେ ଅଭିଯୋଗ କରିଛନ୍ତି । ପରବର୍ତ୍ତୀ ଶୁଣାଣିରେ ଧୋନି ତାଙ୍କର ପକ୍ଷ ରଖିବାକୁ ହାଇକୋର୍ଟ କହିଛନ୍ତି ।

ମାମଲାର ଆରମ୍ଭ ପ୍ରଥମେ ଧୋନି କରିଥିଲେ । ଆରକା ସ୍ପୋର୍ଟସ୍ ଆଣ୍ଡ ମ୍ୟାନେଜମେଣ୍ଟ ପ୍ରା.ଲି.ର ଦୁଇ ନିର୍ଦ୍ଦେଶକ ଏବଂ ଧୋନିଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା । ଧୋନିଙ୍କ ନାମରେ ଉକ୍ତ କମ୍ପାନୀ କ୍ରିକେଟ୍ ଏକାଡେମୀ ଆରମ୍ଭ କରିବାକୁ ନେଇ ଚୁକ୍ତି ହୋଇଥିଲା । କିନ୍ତୁ ଚୁକ୍ତି ଶେଷ ହେବା ପରେ ମଧ୍ୟ କ୍ରିକେଟ୍ ଏକାଡେମୀ ଖୋଲା ଯାଇଥିଲା । ଯାହାକୁ ନେଇ ଠକେଇ ଅଭିଯୋଗ ଆଣିଥିଲେ ଧୋନୀ ।

ପୂର୍ବରୁ ଜାନୁୟାରୀ ୫ ତାରିଖରେ ରାଞ୍ଚିରେ ଏମଏସ୍ ଧୋନି ମିହିର ଦିୱାକର ଏବଂ ସୌମ୍ୟ ଦାସଙ୍କ ନାମରେ ଏକ ଅପରାଧିକ ମାମଲା ରୁଜୁ କରିଥିଲେ । ୨୦୨୧ ମସିହାରେ ଚୁକ୍ତି ଶେଷ ହେବା ପରେ ମଧ୍ୟ ଏହି ଦୁଇ ବ୍ୟକ୍ତି ତାଙ୍କ ନାମର କ୍ରିକେଟ୍ ଏକାଡେମୀ ଖୋଲୁଛନ୍ତି । ଧୋନୀ ଉଭୟଙ୍କ ବିରୋଧରେ ୧୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ କରିଥିଲେ । ମାତ୍ର ମିହିର ଓ ସୌମ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Tags: jharkhandams dhoni
ShareTweetShareSend
Sanchar Live

Sanchar Live

Next Post
କିଟରେ ତିନିଦିନିଆ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ୨୦୨୪ ଉଦଘାଟିତ

କିଟରେ ତିନିଦିନିଆ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ୨୦୨୪ ଉଦଘାଟିତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.