Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ଭାରତର ଏୟାର ଷ୍ଟ୍ରାଇକ୍‌କୁ ଆଉ ଅଟକାଇପାରିବନି ପାକିସ୍ତାନ

Sanchar Live by Sanchar Live
May 8, 2025
in ବିଦେଶ
0
ଭାରତର ଏୟାର ଷ୍ଟ୍ରାଇକ୍‌କୁ ଆଉ ଅଟକାଇପାରିବନି ପାକିସ୍ତାନ
0
SHARES
131
VIEWS
FacebookTwitter

ଭାରତର ଆକ୍ରମଣରେ ଥରହର ହେଲାଣି ପାକିସ୍ତାନ। ପାକିସ୍ତାନକୁ ମାରି ମାରି ତାର ଅଣ୍ଟା ଭାଙ୍ଗିଦେଲାଣି ଭାରତ । ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦ୍‌ଲା, ଭାରତ ଏମିତି ନେବ ବୋଲି କେହି କେବେ କଳ୍ପନା କରିନଥିଲେ । ପ୍ରଥମେ ରାତି ଅଧରେ ପାକିସ୍ତାନ ଭିତରେ ପଶି ୯ଟି ଆତଙ୍କୀ ମୁ୍ଖ୍ୟାାଳୟକୁ ଭାରତ ମାଟିରେ ମିଶାଇବା ପରେ ଆଜି ପୁଣି ପାକିସ୍ତାନ ଉପରେ ନିଆଁ ବର୍ଷା କରିଛି ଭାରତ । ମଙ୍ଗଳବାର ମଧ୍ୟରାତ୍ରରେ ଆରମ୍ଭ କରିଥିବା ଅପରେସନ୍ ସିନ୍ଦୂର ଏବେ ବି ଜାରି ରଖିଛି ଦେଶ ।

ତେବେ ଏହାରି ଭିତରେ ଖବର ଆସୁଛି, ପାକିସ୍ତାନର ଅଣ୍ଟା ଭାଙ୍ଗିଦେଇଛି ଭାରତ । ପାକିସ୍ତାନୀ ସେନାର ଏୟାର ଡିଫେନ୍ସ ସିଷ୍ଟମ ଧ୍ବଂସ କରିଛି ଭାରତ। ଭାରତର ଆକ୍ରମଣରେ ସିଆଲକୋଟ, ଲାହୋର ଏବଂ ପାକିସ୍ତାନର ଅନ୍ୟ ଏକ ସହରରେ ଥିବା ଏୟାର ଡିଫେନ୍ସ ସିଷ୍ଟମ ଧ୍ୱଂସ କରିଛି ଭାରତ ।

ଗୋଟିଏ ପଟେ ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ S-400 ପାକିସ୍ତାନର ସମସ୍ତ ଆଟାକକୁ ବିଫଳ କରିଥିବା ବେଳେ ଶତପ୍ରତିଶତ ପାସ୍‌ କରିଛି । ହେଲେ ପାକିସ୍ତାନ ବ୍ୟବହାର କରୁଥିବା ଚାଇନୀଜ୍‌ ଏୟାର ଡିଫେନ୍ସ ସିଷ୍ଟମ୍ HQ-9 ସମ୍ପୂର୍ଣ୍ଣ ବିଫଳ ହୋଇଛି । ଚୀନ ନିର୍ମିତ ଏହି ଏୟାର ଡିଫେନ୍ସ ସିଷ୍ଟମ୍‌କୁ ୧୬ଶହ କୋଟି ଟଙ୍କାରେ କିଣିଥିଲା ପାକିସ୍ତାନ। ଲାହୋର, ସିଆଲକୋଟ ଓ ରାୱଲ ପିଣ୍ଡିଠାରେ ଥିବା ତାର ଗୁରୁତ୍ବପୂର୍ଣ୍ଣ ସାମରିକ ବେସ୍ ଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଏହି ଏୟାର ଡିଫେନ୍ସ ସିଷ୍ଟମକୁ ମୁତୟନ କରାଯାଇଥିଲା। କିନ୍ତୁ ଭାରତ ପକ୍ଷରୁ ଏହି ସିଷ୍ଟମକୁ ଧ୍ବସ୍ତ କରିଦିଆଯାଇଛି।

ଡ୍ରୋନ ଆକ୍ରମଣରେ ପାକିସ୍ତାନୀ ସେନାର ଏଚକ୍ୟୁ-୯ ମିସାଇଲ୍‌ ଡିଫେନ୍ସ ସିଷ୍ଟମ ୟୁନିଟଗୁଡ଼ିକୁ ପ୍ରବଳ କ୍ଷତି ସହିବାକୁ ପଡିଛି। ଲାହୋର ବ୍ୟତୀତ ଗୁଜରାନୱାଲା, ରାୱଲପିଣ୍ଡି, ଚକୱାଲ, ବାବାହାୱଲପୁର, ମିଆଁୱାଲି, କରାଚୀ, ଚୋର, ମିଆଁନୋ ଏବଂ ଆଟୋକରେ ମଧ୍ୟ ଭାରତ ପକ୍ଷରୁ ଡ୍ରୋନ ଆକ୍ରମଣ ହୋଇଛି।

ଭାରତ ସରକାର ଏକ ସରକାରୀ ବିବୃତି ଜାରି କରି କହିଛନ୍ତି, “ଆଜି ସକାଳେ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ଅନେକ ସ୍ଥାନରେ ଏୟାର ଡିଫେନ୍ସ ରାଡାର ଓ ସିଷ୍ଟମକୁ ଟାର୍ଗେଟ କରିଥିଲେ। ଲାହୋରରେ ଏକ ଏୟାର

ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିଦିଆଯାଇଛି।”

ଡ୍ରୋନ ଆକ୍ରମଣରେ ପାକିସ୍ତାନୀ ସେନାର ଏଚକ୍ୟୁ-୯ ମିସାଇଲ୍‌ ଡିଫେନ୍ସ ସିଷ୍ଟମ ୟୁନିଟଗୁଡ଼ିକୁ ପ୍ରବଳ କ୍ଷତି ସହିବାକୁ ପଡିଛି। ଲାହୋର ବ୍ୟତୀତ ଗୁଜରାନୱାଲା, ରାୱଲପିଣ୍ଡି, ଚକୱାଲ, ବାବାହାୱଲପୁର, ମିଆଁୱାଲି, କରାଚୀ, ଚୋର, ମିଆଁନୋ ଏବଂ ଆଟୋକରେ ମଧ୍ୟ ଭାରତ ପକ୍ଷରୁ ଡ୍ରୋନ ଆକ୍ରମଣ ହୋଇଛି।

ଭାରତ ସରକାର ଏକ ସରକାରୀ ବିବୃତି ଜାରି କରି କହିଛନ୍ତି, “ଆଜି ସକାଳେ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ଅନେକ ସ୍ଥାନରେ ଏୟାର ଡିଫେନ୍ସ ରାଡାର ଓ ସିଷ୍ଟମକୁ ଟାର୍ଗେଟ କରିଥିଲେ। ଲାହୋରରେ ଏକ ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିଦିଆଯାଇଛି।”

Tags: air strikeindiapakistan
ShareTweetShareSend
Sanchar Live

Sanchar Live

Next Post
ଜମ୍ମୁରେ ପାକିସ୍ତାନର ୮ ମିସାଇଲ୍ ଧ୍ବଂସ କଲା S-400

ଜମ୍ମୁରେ ପାକିସ୍ତାନର ୮ ମିସାଇଲ୍ ଧ୍ବଂସ କଲା S-400

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.