Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ସୀମାରେ ଫେରିଲା ଶାନ୍ତି

Sanchar Live by Sanchar Live
May 11, 2025
in ଭାରତ
0
ସୀମାରେ ଫେରିଲା ଶାନ୍ତି
0
SHARES
16
VIEWS
FacebookTwitter

ସୀମାରେ ଫେରିଲା ଶାନ୍ତି । ଜମ୍ମୁ-କାଶ୍ମୀର, ପଞ୍ଜାବ ସୀମାବର୍ତ୍ତୀ ଅଞ୍ଚଳରେ ଶୁଭିନି ଗୁଳିଗୋଳା ଶବ୍ଦ । ଗତକାଲି ବିଳମ୍ବିତ ରାତିରୁ ଶାନ୍ତିର ବାତାବରଣ ରହିଥିବା ନେଇ ସୂଚନା ମିଳିଛି । ଜମ୍ମୁ, ପୁଞ୍ଛ, ରଜୌରୀ, ଶ୍ରୀନଗର, ପଠାନକୋଟ, ଫିରୋଜପୁର ଆଦି ସ୍ଥାନରେ ସ୍ବାଭାବିକ ସ୍ଥିତି ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ କୌଣସି ଡ୍ରୋନ୍‌ ଆକ୍ରମଣ ହୋଇନି । ସାରା ରାତି ବ୍ଲାକ୍‌ଆଉଟ୍ ପରେ ଅମୃତସର ଓ ପଠାନକୋଟରେ ଭୋରରୁ ସରିଲା ବ୍ଲାକ୍‌ଆଉଟ୍ । ତଥାପି ସୀମାବର୍ତ୍ତୀ ଅଞ୍ଚଳକୁ ଆଲର୍ଟରେ ରଖାଯାଇଛି ।

ଗତକାଲି ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଥିଲା  । ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିବା ସୂଚନା ଦେଇଥିଲା ବୈଦେଶିକ ମନ୍ତ୍ରଣାଳୟ । ଯୁଦ୍ଧ ବିରାମ ନେଇ ଆଗୁଆ ପଦକ୍ଷେପ ନେଇଥିଲା ପାକିସ୍ତାନ । ଏନେଇ ପ୍ରଥମେ ଫୋନ କରିଥିଲେ ପାକିସ୍ତାନ ଡିଜିଏମ୍‌ଓ । ଅସ୍ତ୍ରବିରତି ନେଇ ଆଲୋଚନା ହୋଇଥିଲା । ବୈଦେଶିକ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି । ମେ’ ୧୨ରେ ଅର୍ଥାତ ଆସନ୍ତାକାଲି ହେବ ପରବର୍ତ୍ତୀ ଆଲୋଚନା । ଏହି ଦିନ ଦୁଇ ଦେଶର ଡିଜିଏମଓ ଆଲୋଚନା କରିବେ, ଏଣୁ ସମସ୍ତ ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ରହିବ । ଭାରତ ସର୍ତ୍ତମୂଳକ ଭାବେ ରାଜି ହୋଇଥିବା ସୂଚନା ମିଳିଛି ।

ଅସ୍ତ୍ରବିରତି ଘୋଷଣା ହେବା ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରତିକ୍ରିୟା ରଖିଥିଲେ । କହିଥିଲେ, ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରହିବ । ଆତଙ୍କବାଦକୁ କେବେ ବି ପ୍ରଶ୍ରୟ ଦିଆଯିବନି । ମେ’ ୧୨ ତାରିଖ ବୈଠକରେ ବି ଆତଙ୍କବାଦକୁ ନେଇ କୌଣସି ପ୍ରକାର ସାଲିସ କରାଯିବନି ବୋଲି କହିଛନ୍ତି ଜୟଶଙ୍କର ।

Tags: firingindiapakistanwar
ShareTweetShareSend
Sanchar Live

Sanchar Live

Next Post
ଆସନ୍ତା ୧୪ ତାରିଖ ଯାଏ ରାଜ୍ୟରେ କଲବଲ କରିବ ଗ୍ରୀଷ୍ମ ଲହରୀ..

କଲବଲ କରୁଛି ତାତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.