Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଅକ୍ଟୋବର ୫ ସୁଦ୍ଧା ରାଜ୍ୟରେ ନିଯୁକ୍ତି ପାଇବେ ୧୬୦୧୦ ଶିକ୍ଷକ : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

Sanchar Live by Sanchar Live
October 2, 2024
in ଓଡିଶା
0
ଅକ୍ଟୋବର ୫ ସୁଦ୍ଧା ରାଜ୍ୟରେ ନିଯୁକ୍ତି ପାଇବେ ୧୬୦୧୦ ଶିକ୍ଷକ : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
0
SHARES
9
VIEWS
FacebookTwitter

ସଂଚାର ବ୍ୟୁରୋ: ରାଜ୍ୟରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ଡ୍ରେସ କୋଡ଼ ପରିବର୍ତ୍ତନ ପରେ ବିଦ୍ୟାଳୟର ରଙ୍ଗ ପରିବର୍ତ୍ତନ ନେଇ ପ୍ରଶ୍ନ ଉଠିଥିଲା ।  ଏ ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ପୂର୍ବ ସରକାର ଭଳି ଆମେ କୌଣସି ବିଦ୍ୟାଳୟର ରଙ୍ଗ ପରିବର୍ତ୍ତନ କରିବୁ ନାହିଁ ।  ଅକ୍ଟୋବର ୫ ସୁଦ୍ଧା ରାଜ୍ୟରେ ୧୬୦୧୦ ଶିକ୍ଷକ ନିଯୁକ୍ତି ପାଇବେ । କୌଣସି ବିଦ୍ୟାଳୟରେ ଆଉ ଜଣେ  ଶିକ୍ଷକ ରହିବେ ନାହିଁ । ଆବଶ୍ୟକ ପଡିଲେ ଅଧିକ ଶିକ୍ଷକ ନିଯୁକ୍ତି କରାଯିବ ଯେଉଁ ବିଦ୍ୟାଳୟଗୁଡିକରେ ଆନୁସଂଘୀକ ବ୍ୟବସ୍ଥାର ଅଭାଵ ରହିଛି, ସେହି ବିଦ୍ୟାଳୟ ଗୁଡିକରେ PM SHRI ଯୋଜନା ମାଧ୍ୟମରେ ଉନ୍ନତିକରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Tags: nityananda gandaodisha teacher
ShareTweetShareSend
Sanchar Live

Sanchar Live

Next Post
ପୁଣି ବିବାଦରେ ଫସିଲେ କଙ୍ଗନା

ପୁଣି ବିବାଦରେ ଫସିଲେ କଙ୍ଗନା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ
  • ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ
  • ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.