ଭାରତ ଓ ନ୍ୟୁଜିଲାଣ୍ଡ ଦଳ ମଧ୍ୟରେ ଆଜି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍ ଖେଳା ଯାଉଛି । ଆଜିର ମ୍ୟାଚ୍ରେ ବି ଟସ୍ ହାରିଛନ୍ତି ଭାରତର କ୍ୟାପ୍ଟେନ୍ ରୋହିତ ଶର୍ମା । ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଭାରତୀୟ ଦଳା ଭଲ ବ୍ୟାଟି କରି ମ୍ୟାଚ ଜିତିବା ବୋଲି ଆସ ରଖିଛନ୍ତି କ୍ରୀଡ଼ାପ୍ରେମୀ।
© 2024 Sanchar News