Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଇତିହାସ ରଚିଲେ ସ୍ମୃତି ମନ୍ଦାନା

Sanchar Live by Sanchar Live
January 27, 2025
in କ୍ରୀଡ଼ା
0
ଇତିହାସ ରଚିଲେ ସ୍ମୃତି ମନ୍ଦାନା

Oplus_131072

0
SHARES
25
VIEWS
FacebookTwitter

ଇତିହାସ ରଚିଲେ ସ୍ମୃତି ମନ୍ଦାନା । ଆଇସିସି ଦିନିକିଆ କ୍ରିକେଟର ଅଫ୍‌ ଦି ଇୟର ୨୦୨୪ ପାଇଁ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଦାନାଙ୍କୁ ବିଜୟୀ ବୋଲି ଘୋଷଣା କରାଯାଇଛି । ମନ୍ଦାନା ନିଜର କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ବିଶ୍ୱର ଦ୍ୱିତୀୟ ଏବଂ ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ୨୦୧୮ରେ ସେ ଏହି ପୁରସ୍ଖାରରେ ସମ୍ମାନିତ ହୋଇଥିଲେ ।

ମନ୍ଦାନାଙ୍କ ପୂର୍ବରୁ କେବଳ ନ୍ୟୁଜିଲାଣ୍ତର ସୁଜି ବେଟସ୍‌ ଏହି ସଫଳତା ହାସଲ କରିଛନ୍ତି । ସୁଜି ବେଟସ୍‌ ୨୦୧୩ ଏବଂ ୨୦୧୬ରେ ଆଇସିସି ଦିନିକିଆ କ୍ରିକେଟର ଅଫ୍‌ ଦି ଇଯର ପୁରସ୍କାର ପାଇଥିଲେ । ମନ୍ଦାନାଙ୍କ ପାଇଁ ବର୍ଷ ୨୦୨୪ ବହୁତ ଭଲ ରହିଥିଲା । ୨୦୨୪ରେ ସେ ମୋଟ ୧୩ଟି ଦିନିକିଆରେ ୭୪୭ ରନ୍‌ ହାସଲ କରିଛନ୍ତି । ଯେଉଁଠି ପାଇଁ ଦିନିକିଆ କ୍ୟାଲେଣ୍ତରରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି । ସ୍ମୃତି ମନ୍ଦାନା ଶ୍ରୀଲଙ୍କାର ଚମାରୀ ଅଟାପଟ୍ଟୁ, ଅଷ୍ଟ୍ରେଲିଆର ଲୌରା ବୋଲବାର୍ଡ ଏବଂ ଏନାବେଲ୍‌ ସଦରଲେଣ୍ତକୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି ।

ମନ୍ଦାନା ଜିତିଥିବା ଅନ୍ୟ ପୁରସ୍କାର

୨୦୨୧- ଆଇସିସି କ୍ରିକେଟର

୨୦୧୮- ଆଇସିସି ଦିନିକିଆ କ୍ରିକେଟର

Tags: cricketindiasmruti mandana
ShareTweetShareSend
Sanchar Live

Sanchar Live

Next Post
ନିଶା ଖାଇବାକୁ ମନା କଲେ ବୋଲି ଜୀବନ ହାରିଦେଲେ

ନିଶା ଖାଇବାକୁ ମନା କଲେ ବୋଲି ଜୀବନ ହାରିଦେଲେ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.