Friday, June 6, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ଆସୁଛି ଶର୍ବରୀଙ୍କ ନୂଆ ଫିଲ୍ମ

Sanchar Live by Sanchar Live
August 5, 2024
in ମନୋରଞ୍ଜନ
0
ଆସୁଛି ଶର୍ବରୀଙ୍କ ନୂଆ ଫିଲ୍ମ
0
SHARES
0
VIEWS
FacebookTwitter

ସଂଚାର ବ୍ୟୁରୋ: ପୁଣି ଚର୍ଚାରେ ଶର୍ବରୀ। ଫିଲ୍ମ ବେଦାରେ ଜନ୍‌ଙ୍କ ବିପକ୍ଷରେ ସାଜିବେ ନାୟିକା । ୨୦୨୧ ମସିହାରେ ‘ବଣ୍ଟି ଔର ବବ୍ଲି-୨’ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଶର୍ବରୀ ୱାଘ୍ । ସେହି କମେଡି ଫିଲ୍ମରେ ନବାଗତା ଶର୍ବରୀଙ୍କର ଅଭିନୟକୁ ଉଚ୍ଚ ପ୍ରଶଂସା ମିଳିଥିଲା । ତାର ତିନି ବର୍ଷ ପରେ ହରର୍ ଫିଲ୍ମ ‘ମୁଞ୍ଜୟା’ରେ ନଜର ଆସିଥିଲେ ଶର୍ବରୀ । ଫିଲ୍ମଟି ସେତେ ଅଧିକ ବ୍ୟବସାୟିକ ସଫଳତା ପାଇନଥିଲେ ବି ଶର୍ବରୀ ପୁଣି ସମୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ ।

ନିକଟରେ ମୁକ୍ତିଲାଭ କରିଥିବା ‘ମହାରାଜ’ରେ ବି ତାଙ୍କୁ ଏକ କ୍ଷୁଦ୍ର ଅଥଚ ପ୍ରଭାବଶାଳୀ ଭୂମିକାରେ ଦେଖିବାକୁ ମିଳିଥିଲା । ଆଗକୁ ତାଙ୍କୁ ଜନ୍ ଆବ୍ରାହମ ସହିତ ‘ବେଦା’ରେ ଦେଖିବାକୁ ମିଳିବ ।

ଏହି ଫିଲ୍ମ ତାଙ୍କ କ୍ୟାରିୟର ଲାଗି ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଶର୍ବରୀ କହିଛନ୍ତି, ଦର୍ଶକେ ମୋତେ ଏଥିରେ ଜବରଦସ୍ତ ଆକ୍ସନ ଅବତାରରେ ଦେଖିବାକୁ ପାଇବେ । ଏହାର କାହାଣୀ ଜଣେ ଯୁବତୀଙ୍କ ଉପରେ ପର୍ଯ୍ୟବସିତ ଯିଏକି ଉତ୍ପୀଡ଼ନ ବିରୋଧରେ ଲଢ଼ୁଛନ୍ତି । ଏହି ଫିଲ୍ମ ପାଇଁ ସୁଯୋଗ ଦେଇଥିବାରୁ ମୁଁ ନିର୍ଦ୍ଦେଶକ ନିଖିଲ ଆଡଭାନିଙ୍କ ନିକଟରେ କୃତଜ୍ଞ । ସେହିପରି ଜନ୍ ମୋତେ ପ୍ରତି ପଦକ୍ଷେପରେ ଗାଇଡ୍ କରିଥିଲେ । ତାଙ୍କ ସହିତ ଆକ୍ସନ କରିବା ମୋ’ ଲାଗି ଏକ ସ୍ୱପ୍ନ ପୂରଣ ହେବା ଭଳି । ମୋ’ କ୍ୟାରିୟର ଲାଗି ଏହି ଫିଲ୍ମ ଟର୍ଣ୍ଣିଂପଏଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ କରୁଛି । ‘ବେଦା’ ଚଳିତ ମାସ ୧୫ ତାରିଖରେ ରିଲିଜ୍ ହେବ । ଫିଲ୍ମରେ ଶର୍ବରୀ ଓ ଜନ୍ଙ୍କ ବ୍ୟତୀତ ଅଭିଷେକ ବାନାର୍ଜୀ, ତମନ୍ନା ଭାଟିଆ, ମୌନି ରୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ସେପଟେ ‘ବେଦା’ ବ୍ୟତୀତ ଶର୍ବରୀ ୟଶରାଜ ଫିଲ୍ମସର ସ୍ପାଏ ଥ୍ରିଲର ‘ଆଲ୍ଫା’ରେ ବି ନଜର ଆସିବେ । ସେଥିରେ ତାଙ୍କ ସହିତ ଅଭିନେତ୍ରୀ ଆଲିୟା ଭଟ୍ଟ ସ୍କ୍ରିନ୍ ସେୟାର କରିବେ ।

 

Tags: bollywoodjohn abrahamsarbari
ShareTweetShareSend
Sanchar Live

Sanchar Live

Next Post
ଧରାପଡ଼ିଲା ୫ ସ୍ତ୍ରୀଙ୍କ ରସିକିଆ ସ୍ୱାମୀ

ରସିକିଆ ସତ୍ୟର ମୋବାଇଲରେ ପୁଳା ପୁଳା ଅଶ୍ଲୀଳ ଫଟୋ ଓ ଭିଡିଓ, କମିଶନରେଟ୍ ପୁଲିସ ଖୋଲିଲା ଗୁମର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କୋଟିଆ ପାଇଁ ତିଆରି ହେବ ସ୍ୱତନ୍ତ୍ର ରୋଡ଼ ମ୍ୟାପ
  • ଅଗଷ୍ଟ ୩ରେ ହେବ ନିଟ୍-ପିଜି ପରୀକ୍ଷା
  • ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌ଙ୍କ ପରଲୋକ
  • ବର୍ଷା ପୂର୍ବରୁ ଡ୍ରେନ ସମସ୍ୟାର ସମାଧାନ: ମନ୍ତ୍ରୀ
  • ମେଗା ନିଯୁକ୍ତି ମେଳାରେ ୧୨୯୪ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.