ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଁଚିଲେ l ପାରମ୍ପରିକ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଛି ପ୍ରଧାନମନ୍ତ୍ରୀ ମୋଦିଙ୍କୁ l ବିମାନ ବନ୍ଦରରୁ ସିଧା ଯିବେ ଜନତା ମୈଦାନ l କଳିଙ୍ଗ ଷ୍ଟାଡ଼ିଅମରୁ ଜନତା ମୈଦାନ ହେବ ରୋଡ଼ ଶୋ l ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ଭୁବନେଶ୍ୱରରେ ଅସମ୍ଭବ ଭିଡ଼ l