Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଭାରତର ଗଣତନ୍ତ୍ର ସାରା ବିଶ୍ଵ ପାଇଁ ପ୍ରେରଣା : ପ୍ରଧାନମନ୍ତ୍ରୀ

Sanchar Live by Sanchar Live
December 14, 2024
in ଭାରତ
0
ଭାରତର ଗଣତନ୍ତ୍ର ସାରା ବିଶ୍ଵ ପାଇଁ ପ୍ରେରଣା : ପ୍ରଧାନମନ୍ତ୍ରୀ
0
SHARES
6
VIEWS
FacebookTwitter

ସଂଚାର ବ୍ୟୁରୋ: ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଭାରତର ଗଣତନ୍ତ୍ର ସାରା ବିଶ୍ଵ ପାଇଁ ପ୍ରେରଣା। ୭୫ ବର୍ଷରେ ପହଞ୍ଚିଛି ସମ୍ବିଧାନ। ଏଥିପାଇଁ ଦେଶର ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭାରେ ସେ ସମ୍ବିଧାନ ବିତର୍କରେ ଭାଗ ନେଇ ମୋଦି ସମ୍ବିଧାନ ପ୍ରଣେତାଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସମ୍ବିଧାନ ହିଁ ଆମ ସମସ୍ତଙ୍କୁ ଏକଜୁଟ କରି ରଖିଛି। ସମ୍ବିଧାନକୁ ଶକ୍ତିଶାଳୀ କରିବାରେ ନାରୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ଏଥିପାଇଁ ଆମେ ନାରୀ ବନ୍ଦନ ଆଇନ ଆଣିଛୁ। ଆମ ଆରମ୍ଭରୁ ହିଁ ସମ୍ବିଧାନ ମହିଳାଙ୍କୁ ଭୋଟ ଦେବାର ଅଧିକାର ଦେଇଛି। ଆମର ଗଣତନ୍ତ୍ର ବହୁତ ସମୃଦ୍ଧ। ଆମର ସଂସ୍କୃତିରେ ହିଁ ଗଣତନ୍ତ୍ର ରହିଛି। ଦେଶ ଏବେ ଦ୍ରୁତ ଗତିରେ ବିକାଶ କରୁଛି। ଭାରତର ଏକତା ରକ୍ଷା ପାଇଁ ଆମେ ୩୭୦ ଧାରା ହଟାଇଛୁ। ୱାନ ନେସନ ୱାନ ଟାକ୍ସ ପାଇଁ ଜିଏସଟି ଲାଗୁ କରାଯାଇଛି। ମୋଦି ଜରୁରୀ ପରିସ୍ଥିତି ପ୍ରସଙ୍ଗ ଉଠାଇ କଂଗ୍ରେସକୁ କଡ଼ା ନିନ୍ଦା କରିଥିଲେ। ସେହି ସମୟରେ ସାରା ଦେଶକୁ ଜେଲରେ ପରିଣତ କରାଯାଇଥିଲା। ସ୍ଵାଧୀନ ମତବ୍ୟକ୍ତ କରିବାର ଅଧିକାର କଂଗ୍ରେସ ଛଡ଼ାଇ ନେଇଥିଲା କହି ମୋଦି କଡ଼ା ସମାଲୋଚନା କରିଛନ୍ତି।

Tags: narendra modiparliament
ShareTweetShareSend
Sanchar Live

Sanchar Live

Next Post
ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ ୟୋଲ ବହିଷ୍କୃତ

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ ୟୋଲ ବହିଷ୍କୃତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.