Thursday, February 5, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଅଯୋଧ୍ୟା ରାମ ମନ୍ଦିରରର ଧ୍ଵଜା ଧ୍ବଜା ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Sanchar Live by Sanchar Live
November 25, 2025
in ଭାରତ
0
ଅଯୋଧ୍ୟା ରାମ ମନ୍ଦିରରର ଧ୍ଵଜା ଧ୍ବଜା ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
0
SHARES
14
VIEWS
FacebookTwitter

ସଂଚାର ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରରେ ହେଲା ଧ୍ଵଜାରୋହଣ। ଧର୍ମ ଧ୍ବଜା ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାରଙ୍ଗୀ ରଙ୍ଗର ଏହି ଧ୍ଵଜାର ଓଜନ ହେଉଛି ୧୧ କେଜି। ୧୬୧ ଫୁଟ ବିଶିଷ୍ଟ ରାମ ମନ୍ଦିରର ଉଚ୍ଚରେ ଏହି ଧ୍ଵଜା ସ୍ଥାପନ କରାଯାଇଛି। ଏହି ଧ୍ଵଜାରୋହଣ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇଛି ପୂରା ଅଯୋଧ୍ୟା ନଗରୀ। ସେଠାରେ କଡ଼ା ସୁର୍‌କ୍ଷା ବ୍ୟବସ୍ଥା କରାଯାଇଛି। ଧ୍ଵଜାର ଲମ୍ବ ହେଉଛି ୨୨ ଫୁଟ ଏବଂ ଓସାର ହେଉଛି ୧୧ ଫୁଟ। ୪୨ ଫୁଟ ବିଶିଷ୍ଟ ପୋଲ ଉପରେ ଏହାକୁ ସ୍ଥାପନ କରାଯାଇଛି। ରାମ ମନ୍ଦିର ସହିତ ପୂରା ଅଯୋଧ୍ୟାକୁ ୧୦୦ ଟନ୍ ଫୁଲରେ ସଜ୍ଜିତ କରାଯାଇଛି। ଧ୍ଵଜାରୋହଣ ପରେ ଏକ ଆରତୀ ମଧ୍ୟ କରାଯିବ ରାମ ମନ୍ଦିରରେ। ପତାକାରେ ସୂର୍ଯ୍ୟ ଚିହ୍ନ ଥିବା ସହିତ ସେଥିରେ ଲେଖାଯାଇଛି ଓମ୍।

ଏହା ସହିତ କୋବିଦାର ଗଛର ପ୍ରତୀକ ରହିଛି। ଏହା ସୂଚିତ କରିଥାଏ ପବିତ୍ରତା ଓ ସମୃଦ୍ଧି ଯାହାକି ହେଉଛି ରାମ ରାଜ୍ଯର ସଂକେତ। କୁହାଯାଏ କୋବିଦାର ଗଛ ହେଉଛି ମନ୍ଦାର ଓ ପାରିଜାତ ଗଛର ହାଇବ୍ରିଡ ଗଛ। ବାଲ୍ମିକୀ ରାମାୟଣ ଅନୁସାରେ ଋଷି କଶ୍ଯପ ଏହି ଗଛ ପ୍ରସ୍ତୁତ କରିଥିଲେ। ଗତ ସାଧାରଣ ନିର୍ବାଚନ ଆଗରୁ ୨୦୨୪ ଜାନୁଆରି ୨୨ରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସହିତ ରାମଲଲ୍ଲାଙ୍କ ବିଗ୍ରହ ସ୍ଥାପନ କରାଯାଇଥିଲା। ଆଜିଠୁ ସ୍ଵଂୟ ସଂପୂର୍ଣ୍ଣ ହେଲା ମନ୍ଦିର। ରାମ ସୀତାଙ୍କ ବିବାହ ପଞ୍ଚମୀରେ ଧ୍ଵଜାରୋହଣ କରାଯାଇଛି। ଉତ୍ତମ ମାନର ସିଲ୍କ ଓ ପାରାଚ୍ଯୁଟ ଗ୍ରେଡ ର କପଡ଼ାରେ ପ୍ରସ୍ତୁତ ହୋଇଛି ଧ୍ଵଜା। ଏହା ଏପରି କପଡ଼ାରେ ତିଆରି ଯେ, ଏହା ବର୍ଷା ଖରା ଓ ଜୋର ପବନରେ ବି ଅଧିକ ଦିନ ରହିବ।

Tags: ayodhyanarendramodi
ShareTweetShareSend
Sanchar Live

Sanchar Live

Next Post
ପୁଣି ବଢ଼ିଲା ସୁନା ଏବଂ ରୂପା ଦାମ, ଜାଣନ୍ତୁ ଆଜିର ଦାମ

ପୁଣି ବଢ଼ିଲା ସୁନା ଏବଂ ରୂପା ଦାମ, ଜାଣନ୍ତୁ ଆଜିର ଦାମ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • WPL ଫାଇନାଲ : ଅଧା ରହିଗଲା ଦିଲ୍ଲୀର ସ୍ବପ୍ନ, ପୁଣି ବାଜି ମାରିନେଲା ଆରସିବି
  • ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
  • ବେଦାନ୍ତ ଆଲୁମିନିୟମର ‘ମିଲାପ’ କିପରି କଳାହାଣ୍ଡିରେ ଗୋଷ୍ଠୀଗତ ଯୋଗଦାନକୁ ଦେଉଛି ନୂଆ ରୂପ
  • ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀ ମୃତ
  • ପୁଣି କମିଲା ସୁନା ଏବଂ ରୂପା ଦର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.