Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ଭାଇରାଲ ହେଉଛି ନାଗା ଚୈଚନ୍ୟଙ୍କ ଫଟୋ

Sanchar Live by Sanchar Live
August 28, 2024
in ମନୋରଞ୍ଜନ
0
ଭାଇରାଲ ହେଉଛି ନାଗା ଚୈଚନ୍ୟଙ୍କ ଫଟୋ
0
SHARES
10
VIEWS
FacebookTwitter

ସଂଚାର ବ୍ୟୁରୋ: ଭାଇରାଲ ହେଉଛି ନାଗା ଚୈତନ୍ୟଙ୍କ ଫଟୋ । ଫ୍ୟାନ୍ସମାନେ ତାଙ୍କୁ ନେଇ ଅନେକ କଥା ମାନେ କହି ପୋଷ୍ଟ କରୁଛନ୍ତି । ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଏହି ମାସ ଆରମ୍ଭରେ ଗାର୍ଲଫ୍ରେଣ୍ଡ ଶୋଭିତା ଧୁଲିପାଲାଙ୍କ ସହ ନିର୍ବନ୍ଧ କରିଛନ୍ତି । ଯାହା ପରେ ଅଭିନେତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆ ମାଧ୍ୟମରେ ଏହା ବିଷୟରେ ଜାଣିବାକୁ ପାଇଥିଲେ । ନାଗା ଏବଂ ଶୋଭିତା ସେମାନଙ୍କର ନିର୍ବନ୍ଧର ଦ୍ୱିତୀୟ ଦିନରେ ସୋସିଆଲ ମିଡିଆରେ ସେମାନଙ୍କର ସମସ୍ତ ଫଟୋ ସେୟାର କରିଥିଲେ ଏବଂ ପ୍ରଶଂସକଙ୍କ ସହ ସେମାନଙ୍କ ଖୁସି ବାଣ୍ଟିଥିଲେ ।

ତେବେ ଶୋଭିତାଙ୍କ ସହ ତାଙ୍କର ନିର୍ବନ୍ଧ ପରେ ନାଗା ଚୈତନ୍ୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଯାହା ଫ୍ୟାନ୍ସଙ୍କୁ ଚକିତ କରିଛି । ଏହି ଭିଡିଓ ନାଗା ଏବଂ ଶୋଭିତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରିବା ସହିତ ଦ୍ୱନ୍ଦ୍ୱରେ ପକାଇଛି । ତାହେଲେ ଆସନ୍ତୁ ଜାଣିବା ଯେ ଏପରି କଣ ହୋଇଛି ଯେ ସମସ୍ତେ ଆଶ୍ଚଯ୍ୟ ହୋଇଛନ୍ତି ।

ବାସ୍ତବରେ ଭାଇରାଲ ହେଉଥିବା ଭିଡିଓରେ ନାଗା ଚୈତନ୍ୟ ବରର ଡ୍ରେସରେ ନଜର ଆସିଛନ୍ତି । ତେବେ ସେହି ଭିଡିଓରେ ଅଭିନେତା ଏକ ଧଳା ଶେରୱାନି ପିନ୍ଧିଛନ୍ତି, ଯେଉଁଥିରେ ସେ ସବୁଥର ପରି ସୁନ୍ଦର ଦେଖାଯାଉଛନ୍ତି । ଭିଡିଓରେ ନାଗା ଚୈତନ୍ୟ ଏକ କାରରେ ବର ଭାବରେ ବସିଥିବାର ନଜର ଆସିଛନ୍ତି । ତେବେ ଏହା ବ୍ୟତୀତ ଅଭିନେତା କ୍ୟାମେରାକୁ ଦେଖି ହସୁଥିବାର ମଧ୍ୟ ନଜର ଆସିଛନ୍ତି । କେବଳ ଏତିକି ନୁହେଁ, ଲୋକମାନେ ଡ୍ରମର ବାଜିବା ପର୍ଯ୍ୟନ୍ତ କାର ସାମ୍ନାରେ ଲୋକମାନେ ନାଚୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି କି ସିକ୍ରେଟ ନିର୍ବନ୍ଧ ପରେ ନାଗା ଶୋଭିତାଙ୍କୁ ଗୁପ୍ତରେ ବିବାହ କରିଛନ୍ତି କି ?

ନାଗା ଚୈତନ୍ୟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ତେବେ ଶୋଭିତାଙ୍କ କୌଣସି ଫଟୋ କିମ୍ବା ଭିଡିଓ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ତେବେ ୟୁଜରଙ୍କ ଠାରୁ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ମିଳିବାକୁ ଲାଗିଛି । କେହି କେହି କହୁଛନ୍ତି ଯେ ଅଭିନେତା ନିର୍ବନ୍ଧ ପରେ ସିକ୍ରେଟ ଭାବେ ମ୍ୟାରେଜ କରିଛନ୍ତି । ଆଉ କେହି କେହି ଲୋକ କହୁଛନ୍ତି ଯେ ଅଭିନେତାଙ୍କ ଏହି ଭିଡିଓ ପୁରୁଣା । ତେବେ ଅନ୍ୟ କିଛି ଲୋକ ନାଗା ଚୈତନ୍ୟଙ୍କ ଏହି ଭିଡିଓକୁ ଦେଖି କହୁଛନ୍ତି ଯେ, ଏହା ସାମନ୍ଥାଙ୍କ ସହ ବିବାହ ସମୟର ହୋଇଥାଇପାରେ । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି ଯେ ଖୁବ୍ ଶୀଘ୍ର ଦମ୍ପତି ନିଜେ ନିଜ ବିବାହ ଫଟୋ ପ୍ରଶଂସକଙ୍କ ସହ ସେୟାର କରିପାରିବେ ।

ସର୍ବପ୍ରଥମେ ସୁପରଷ୍ଟାର ନାଗାର୍ଜୁନ ତାଙ୍କ ପୁଅ ଏବଂ ଶୋଭିତାଙ୍କ ନିର୍ବନ୍ଧ ଖବର ପ୍ରଶଂସକଙ୍କ ସହ ସେୟାର କରିଥିଲେ । ନାଗା ଚୈତନ୍ୟ ଏବଂ ଶୋଭିତାଙ୍କ ନିର୍ବନ୍ଧ ଫଟୋ ସେୟାର କରିବାବେଳେ ସେ ତାଙ୍କ ପୁଅର ଜୀବନର ନୂଆ ଆରମ୍ଭ ବିଷୟରେ ପ୍ରଶଂସକମାନଙ୍କୁ କହିଥିଲେ । ଏପରି ମଧ୍ୟ ସୂଚନା ରହିଛି ଯେ ନାଗା ଚୈତନ୍ୟ ଏବଂ ସାମନ୍ଥା ଅଲଗା ହେବାର ପ୍ରାୟ ୩ ବର୍ଷ ପରେ ଶୋଭିତା ତାଙ୍କ ଲାଇଫ୍‌କୁ ଆସିଛନ୍ତି । ତେବେ ଏହି କପଲ ବିଦେଶରେ ଏକାଠି ରହୁଥିଲେ କିନ୍ତୁ ଏହାକୁ ନେଇ କୌଣସି ପ୍ରକାରର କଥା ସେୟାର କରିନଥିଲେ । କିନ୍ତୁ କିଛି ଦିନ ପୂର୍ବରୁ ଏହି କପଲ ୟୁରୋପରେ ଏକାଠି ବୁଲୁଥିବା ବେଳେ ଫ୍ୟାନ୍ସଙ୍କ ସାମ୍ନାରେ ସ୍ପଟ ହୋଇଥିଲେ । ତେବେ ଏହି କପଲଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯଦି ନାଗା ଚୈତନ୍ୟ ଏବଂ ସାମନ୍ଥାଙ୍କ ସମ୍ପର୍କ ବିଷୟରେ କଥା ହେବା ତାହେଲେ ଦୁଇ ଜଣ ୨୦୧୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ଏହି ବିବାହ ବେଶି ଦିନ ଚାଲିନଥିଲା । ୨୦୨୧ରେ ଏହି କପଲଙ୍କ ରାସ୍ତା ଅଲଗା ହୋଇଯାଇଥିଲା । ସେମାନେ ଛାଡପତ୍ର ନେଇ ଏହି ବନ୍ଧନରୁ ମୁକ୍ତ ହୋଇଯାଇଛନ୍ତି ।

Tags: naga chaitnyatollywood
ShareTweetShareSend
Sanchar Live

Sanchar Live

Next Post
ଜେଏମଏମ ଛାଡିଲେ ଚମ୍ପାଇ ସୋରେନ

ଜେଏମଏମ ଛାଡିଲେ ଚମ୍ପାଇ ସୋରେନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.