ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ମେଣ୍ଟରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଚିତ୍ରକୋଟ ଗ୍ରାମର ପୂର୍ଣ ମାଝୀ ଓ ହେମନ୍ତ ବାଣୁଆ । ଗୁରତର ଜଣକ ହେଉଛନ୍ତି ଅଞ୍ଚଳଗୁମା ଗ୍ରାମର ସମ୍ବିତ ଭତରା