Thursday, June 19, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଭାରତ ବିରୋଧରେ ପୁଣି ଗର୍ଜିଲେ ପାକିସ୍ତାନ ଆର୍ମିଚିଫ ଅସୀମ ମୁନୀର

Sanchar Live by Sanchar Live
June 18, 2025
in ଭାରତ
0
ଭାରତ ବିରୋଧରେ ପୁଣି ଗର୍ଜିଲେ ପାକିସ୍ତାନ ଆର୍ମିଚିଫ ଅସୀମ ମୁନୀର
0
SHARES
68
VIEWS
FacebookTwitter

ସଂଚାର ବ୍ୟୁରୋ: ଭାରତ ବିରୋଧରେ ପୁଣି ଗର୍ଜିଲେ ପାକିସ୍ତାନ ଆର୍ମିଚିଫ ଅସୀମ ମୁନୀର । ଓ୍ବାଶିଂଟନ ଗସ୍ତରେ ଥିବା ମୁନୀର ଖୋଲାଖୋଲି ଇରାନ ସହ ରହିଥିବା କହିବା ସହ ଖୁବ୍ ଶୀଘ୍ର ଇସ୍ରାଏଲ-ଇରାନ ଉତ୍ତେଜନା ଥମିବ ବୋଲି କହିଛନ୍ତି । ଆମେରିକୀୟ ପାକିସ୍ତାନୀଙ୍କୁ ଉଦବୋଧନ ଦେଇ ମୁନୀର କହିଛନ୍ତି- ଭାରତ ବିରୋଧରେ ପାକିସ୍ତାନର ବିଜୟ ହୋଇଛି । ନିଜ ଅଭିଭାଷଣରେ ସେ ନିମ୍ନମାନର କୂଟନୀତିକୁ ସମାଲୋଚନା କରିବା ସହ ବିଶ୍ବ ସମୁଦାୟଙ୍କୁ ପ୍ରଭାବିତ କରିବାରେ ଭାରତ ସଫଳ ହୋଇଥିବାବେଳେ ପାକିସ୍ତାନ ବିଫଳ ହୋଇଛି ବୋଲି କହିଥିଲେ । ପାକିସ୍ତାନରେ ରାଜନୈତିକ ଓ ସାମରିକ ନେତୃତ୍ବର ଏକତାକୁ ସେ ପ୍ରାଧାନ୍ୟ ଦେବା ସହ ଉଭୟକୁ ଶରୀର ଓ ଆତ୍ମା ବୋଲି ତୁଳନା କରିଥିଲେ ।

ପାକିସ୍ତାନର ସହାୟତା ପାଉଥିବା ବିଷୟକୁ ଖୋଲାଖୋଲି ସ୍ବୀକାର କରିବା ସହ ସେ ଦେଶର ଅର୍ଥନୀତିକୁ ଶକ୍ତ କରିବା ଲାଗି ପାକିସ୍ତାନ ନିକଟରେ ସମ୍ବଳ ରହିଛି ବୋଲି କହିଥିଲେ । ସେପଟେ ମୁନୀର ଓ୍ବାଶିଂଟନର ଏକ ହୋଟେଲରେ ପହଞ୍ଚିବା ମାତ୍ରେ କିଛି ଲୋକ ତାଙ୍କୁ ଗଣହତ୍ୟାକାରୀ ବୋଲି କହିବା ସହ ତାଙ୍କୁ ବିରୋଧ କରିଥିଲେ । ନିଜର କହିବାର ଅଧିକାର ରହିଛି ବୋଲି ଆନ୍ଦୋଳନକାରୀ ମତ ଦେଇଥିଲେ । ଆମେରିକା ଓ ପାକିସ୍ତାନ ମଧ୍ୟରେ ସାମରିକ ଓ କୌଶଳଗତ ସମ୍ପର୍କକୁ ମଜଭୁତ କରିବା ଉଦ୍ଦେଶ୍ୟରେ ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ମୁନୀର । ତେବେ ଆମେରିକା ସେନାର ୨୫୦ ବର୍ଷ ପୂର୍ତ୍ତି ଉତ୍ସବରେ ସେ ସାମିଲ ହୋଇନଥିବା ଜଣାଯାଇଛି । ସେପଟେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ, ବୈଦେଶିକ ସଚିବ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ପିଟି ହେଗସେଥଙ୍କ ସହ ମୁନୀର ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି ।

Tags: asim Munirindiapakistan
ShareTweetShareSend
Sanchar Live

Sanchar Live

Next Post
ଡାଇରିଆ ଅଞ୍ଚଳରେ ସ୍କୁଲ ମଧ୍ୟାହ୍ନ ପାଇଁ ଗାଇଡଲାଇନ୍

ଡାଇରିଆ ଅଞ୍ଚଳରେ ସ୍କୁଲ ମଧ୍ୟାହ୍ନ ପାଇଁ ଗାଇଡଲାଇନ୍

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି
  • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଖେଳୁଥିବା ସମୟରେ ପୋଖରୀରେ ପଡି ଦୁଇ ଭଉଣୀଙ୍କ ମୃତ୍ୟୁ
  • ଘରେ ପଶି ମାରଣାସ୍ତ୍ର ଦେଖାଇ ମହିଳାଙ୍କୁ ଦୁଷ୍କର୍ମ
  • ସୁନା-ରୂପା କିଣିବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ ସହରରେ କଣ ରହିଛି ଦାମ..

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.