Saturday, June 7, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ମୁମ୍ବାଇରେ ୨ ଜଣଙ୍କ ଜୀବନ ନେଲା କରୋନା

Sanchar Live by Sanchar Live
May 20, 2025
in ଭାରତ
0
ମୁମ୍ବାଇରେ ୨ ଜଣଙ୍କ ଜୀବନ ନେଲା କରୋନା
0
SHARES
50
VIEWS
FacebookTwitter

ସଂଚାର ବ୍ୟୁରୋ: ବଢ଼ିଲା କରୋନା କାୟା। ମୁମ୍ବାଇରେ କରୋନାରେ ୨ ଜଣଙ୍କ ମୃତ୍ୟୁ। ମୁମ୍ବାଇର କେଇଏମ ହସ୍ପିଟାଲରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୨ ଜଣଙ୍କ ମୃତ୍ୟୁ ପରେ ମୁମ୍ବାଇରେ ସତର୍କତା ବ୍ଯବସ୍ଥା ଗ୍ରହଣ କରାଯାଇଛି। ମୃତକଙ୍କ ମଧ୍ଯରେ ଅଛନ୍ତି ୫୯ ବର୍ଷ ବୟସ୍କା ଜଣେ ମହିଳା ଓ ଜଣେ ୧୪ ବର୍ଷର ବାଳିକା। ମହିଳା ଜଣକ କର୍କଟ ରୋଗରେ ପୀଡ଼ିତ ଥିବାବେଳେ ବାଳିକା ଜଣକ କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ଉଭୟେ କରୋନାରେ ଆକ୍ରାନ୍ତ ଥିଲେ। ତେବେ ଏହି ଦୁଇ ଘଟଣା କୋଭିଡ ସମ୍ପର୍କିତ ନୁହେଁ ବୋଲି କହିଛନ୍ତି ଡାକ୍ତର। ତେଣେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫୭ ବୋଲି କୁହାଯାଇଛି। କେରଳରେ ୬୯, ମହାରାଷ୍ଟ୍ରରେ ୪୪, ତାମିଲନାଡୁରେ ୩୪, କର୍ଣ୍ଣାଟକରେ ୮, ଗୁଜରାଟରେ ୬, ଦିଲ୍ଲୀରେ ୩ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହା ସହ ହରିୟାଣା, ରାଜସ୍ଥାନ ଓ ସିକ୍କିମରେ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ ହଂକଂ ଓ ସିଙ୍ଗାପୁରରେ କରୋନା ନିଜ କାୟା ବିସ୍ତାର କରିବାରେ ଲାଗିଛି। ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ବି ବଢୁଛି। ଅନ୍ୟପଟେ ଏହା କୋଭିଡର ନୂଆ ଭାରିଆଣ୍ଟ ନୁହେଁ, ଏହା ଓମିକ୍ରନର ସବଭାରିଆଣ୍ଟ। ଏନେଇ କେନ୍ଦ୍ର ସରକାର ଏ ଯାଏଁ କୌଣସି ମାର୍ଗଦର୍ଶିକା ଜାରି କରି ନାହାନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଓଡ଼ିଶାରେ କେହି ଚିହ୍ନଟ ହେଲେ, ଜେନମ ସିକୁଏନସିଂ କରାଯିବ। ତାମିଲନାଡୁ, କେରଳ, ଦିଲ୍ଲୀରେ ଯାହା ମାମଲା ଆସିଛି ତାହା ସେହି ସବଭାରିଆଣ୍ଟ ବୋଲି କହିଛନ୍ତି ଡାକ୍ତର ନୀଳକଣ୍ଠ ଦାସ।

Tags: coronamumbai
ShareTweetShareSend
Sanchar Live

Sanchar Live

Next Post
ବୟକଟ ତୁର୍କୀ ଡାକରାରେ ସାମିଲ ମିନ୍ତ୍ରା ଓ ଆଜିଓ

ବୟକଟ ତୁର୍କୀ ଡାକରାରେ ସାମିଲ ମିନ୍ତ୍ରା ଓ ଆଜିଓ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ
  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର
  • ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
  • ସୋଆ କ୍ୟାମ୍ପସରେ NHRC ଅଧ୍ୟକ୍ଷ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.