Thursday, June 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛନ୍ତି ମୋନାଲିସା

Sanchar Live by Sanchar Live
January 20, 2025
in ଭାରତ
0
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛନ୍ତି ମୋନାଲିସା
0
SHARES
14
VIEWS
FacebookTwitter

ମଧ୍ୟପ୍ରଦେଶର ଏକ ଗାଁରୁ ଉତରପ୍ରଦେଶ ପ୍ରୟାଗରାଜକୁ ଆସିଥିଲେ ମୋନାଲିସା । ମାଳା ବିକି ଦୁଇ ପଇସା ରୋଜଗାର ପାଇଁ ଏଠାକୁ ଆସିଥିବାବେଳେ ଏବେ ସାଉଁଟିଲେଣି ଅନେକଙ୍କ ଭଲପାଇବା, ଢ଼େରସାରା ଲୋକପ୍ରିୟତା ଓ ଚର୍ଚ୍ଚା । ଯେତିକି ଆକର୍ଷଣୀୟ ସେତିକି ସୁନ୍ଦର । ଶ୍ୟାମଳ ବର୍ଣ୍ଣର ଯୁବତୀଙ୍କ ହସ ମଧ୍ୟ ମତୁଆଲା କରିଛି । ଯେଉଁଠି ଯେଉଁଠି ସେ ପହଁଚୁଛନ୍ତି ତାଙ୍କ ପଛରେ ଭିଡ ଲାଗୁଛି । ମିଡିଆଠୁ ନେଇ ଏଠାକୁ ଆସୁଥିବା ଦେଶବିଦେଶର ତୀର୍ଥଯାତ୍ରୀଙ୍କ  ସମସ୍ତଙ୍କ ଧ୍ୟାନ ମଧ୍ୟ ଆକର୍ଷଣ କରୁଛନ୍ତି ମଧ୍ୟପ୍ରଦେଶର ଯୁବତୀ ।

ତେବେ ଏହି ଲୋକପ୍ରିୟତା ମୋନାଲିସାଙ୍କ ପାଇଁ ସମସ୍ୟା ପାଲଟିଛି । ବାହାରକୁ ଯିବାକୁ  ତାଙ୍କୁ ଭୟ ଲାଗୁଛି । ବ୍ୟବସାୟ ବନ୍ଦ, ସବୁ କିଛି ଠପ । ଟେଣ୍ଟରେ ଲୁଚିକି ରହିବାକୁ ପଡୁଛି । କେବଳ ସେତିକି ତାଙ୍କ ନାଁରେ ଫେକ ସୋସିଆଲ ମିଡିଆ ଆକାଉଣ୍ଟ କରାଯିବା ପରେ ଏହାକୁ ମଧ୍ୟ ଲକ୍ଷଲକ୍ଷ ଲୋକ ଫୋଲୋ କରୁଛନ୍ତି । ଅନ୍ୟପଟେ ନିଜ ସୁରକ୍ଷା ପାଇଁ ସେ ଚିନ୍ତାରେ ପଡିଛନ୍ତି ତାଙ୍କୁ ମେଳାରୁ ଉଠାଇ ନେବାକୁ ଧମକ ଦେବା ପରେ ଉତରପ୍ରଦେଶ ଯୋଗୀ ସରକାରଙ୍କୁ ସୁରକ୍ଷା ପାଇଁ ଗୁହାରୀ କରିଛନ୍ତି ।

ରାତାରାତି ସେଲିବ୍ରେଟି ପାଲଟିଥିବା ମୋନାଲିସାଙ୍କୁ ମିଳିଲାଣି ସିନେମା ଅଫର । ତେବେ ଅଫରକୁ ଗ୍ରହଣ ନକରି ଏବେ ସେ ଗାଁକୁ ଫେରି ଯାଇଥିବା ଜଣାପଡିଛି । ଏଥରକ ମହାକୁମ୍ଭ ପ୍ରଥମ ଦିନରୁ ହିଁ ଚର୍ଚ୍ଚାରେ ରହିଛି । ଭଳିକି ଭଳି ବାବାଙ୍କ ସହ ନାୟିକା ହର୍ଷାଙ୍କ ସାଧ୍ବବୀ ଅବତାର ମଧ୍ୟ ଖୁବ ଚର୍ଚ୍ଚା ସାଉଁଟୁଛି । ଏହା ଭିତରେ ନିଜ ସୌନ୍ଦର୍ଯ୍ୟ ପାଇଁ ପ୍ରୟାଗରାଜଠୁ ନେଇ ସାରା ଦେଶରେ ଖବର ପାଲଟିଛନ୍ତି ମଧ୍ୟପ୍ରଦେଶର ମୋନାଲିସା ।

Tags: Kumbhamelaprayagrajup
ShareTweetShareSend
Sanchar Live

Sanchar Live

Next Post
ରାତିରେ ନିଦ ହଉନି କି? ଜାଣନ୍ତୁ କଣ କଲେ ଶୋଇପଡ଼ିବେ

ରାତିରେ ନିଦ ହଉନି କି? ଜାଣନ୍ତୁ କଣ କଲେ ଶୋଇପଡ଼ିବେ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବେଦୀରେ ବସିବା ପରେ ବଦଳିଗଲା ବରର ମନ
  • ଶ୍ରୀମନ୍ଦିରରେ ହେବ ଇ- ହୁଣ୍ଡି ବ୍ୟବସ୍ଥା
  • ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡିଲେ ବିରାଟ
  • ଆଜି ପୁଣି କମିଲା ସୁନା ଦର, ଜାଣନ୍ତୁ କେତେ?
  • ବିହାରରେ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୩ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.