Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଅପରେସନ ସିନ୍ଦୂରର ସଫଳତା ପାଇଁ ସାହସୀ ସେନାକୁ ସାଲ୍ୟୁଟ ଜଣାଇଲେ ମୁଖ୍ୟମନ୍ତ୍ରୀ

Sanchar Live by Sanchar Live
May 7, 2025
in ଓଡିଶା
0
ଅପରେସନ ସିନ୍ଦୂରର ସଫଳତା ପାଇଁ ସାହସୀ ସେନାକୁ ସାଲ୍ୟୁଟ ଜଣାଇଲେ ମୁଖ୍ୟମନ୍ତ୍ରୀ

Oplus_0

0
SHARES
4
VIEWS
FacebookTwitter

ଭାରତୀୟ ସେନାକୁ ସାଲ୍ୟୁଟ । ଅପରେସନ ସିନ୍ଦୂରର ସଫଳତା ପାଇଁ ସାହସୀ ସେନାକୁ ସାଲ୍ୟୁଟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭାରତର ସାର୍ବଭୌମତ୍ବ ଉପରେ ବିପଦକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ସେ ଟ୍ବିଟ କରିଛନ୍ତି । ସେହିପିର ଅପରେସନ ସିନ୍ଦୂର ପାଇଁ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ସାର୍ବୋଭୌମତ୍ବ ଓ ସୁରକ୍ଷା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ମାତୃଭୂମିର ପ୍ରତି ଇଞ୍ଚ ଜାଗାକୁ ସୁରକ୍ଷା ଦେବା ଆମର ପ୍ରାଥମିକତା ।

ପହଲଗାମ ଆକ୍ରମଣ ପରେ ଭାରତ ’ଅପରେସନ ସିନ୍ଦୁର’ ମାଧ୍ୟମରେ ପାକିସ୍ତାନ ଉପରେ ଉଚିତ୍ ପ୍ରତିଶୋଧ ନେଇଛି । ପାକିସ୍ତାନ ଏବଂ ପିଓକେ ଉପରେ ଆକ୍ରମଣ କରି ୯ଟି ଆତଙ୍କବାଦୀ ଶିବିରକୁ ଧ୍ବଂସ କରିଦେଇଛି ଭାରତ । ’ଅପରେସନ ସିନ୍ଦୁର’ ଆକ୍ରମଣ ପରେ ଏଲଓସି ଉପରେ ଗୁଳିଚାଳନା କରିଥିଲା ପାକିସ୍ତାନ । ଗୁଳିକାଣ୍ଡରେ ୩ଜଣ ଭାରତୀୟ ସେନାଙ୍କ ମୃତ୍ୟୁ ଘଟିଛି । ଭାରତୀୟ ସେନା ଏହାର ମଧ୍ୟ କଡ୍ଡା ଜବାବ ଦେଇଛି ।

ସୂଚନାଯୋଗ୍ୟ, ପହଲଗାମରେ ୨୨ ଏପ୍ରିଲରେ ଧର୍ମ ପଚାରି ପୁରୁଷ ପର୍ଯ୍ୟଟକଙ୍କ ସେମାନଙ୍କ ପତ୍ନୀ ଓ ପରିବାର ଆଗରେ ହତ୍ୟା କରାଯାଇଥିଲା । ଏଥିରେ ୨୯ ଜଣଙ୍କର ପ୍ରାଣହାନୀ ଘଟିଥିଲା । ଏହାପରଠୁ ସାରା ଭାରତ ବର୍ଷରେ ପାକିସ୍ତାନ ପ୍ରତି ଆକ୍ରୋଶ ମୂଳକ ଭାବନା ସୃଷ୍ଟି  ହୋଇଥିଲା । ଆତଙ୍କବାଦୀଙ୍କୁ ‘ଅପରେସନ ସିନ୍ଦୂର’ ମାଧ୍ୟମରେ କଡ଼ା ଜବାବ ଦେଇଛି ଭାରତୀୟ ସେନା ।

Tags: Indian armrymohanmajhioperation sindoor
ShareTweetShareSend
Sanchar Live

Sanchar Live

Next Post
କାନ୍ଦିଲେ ପାକିସ୍ତାନୀ ଟିଭି ଆଙ୍କର, ଦେଖନ୍ତୁ Live ଭିଡିଓ

କାନ୍ଦିଲେ ପାକିସ୍ତାନୀ ଟିଭି ଆଙ୍କର, ଦେଖନ୍ତୁ Live ଭିଡିଓ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ
  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.