Tuesday, March 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ଦିଲ୍ଲୀ ଯିବେ ମୋହନ-ମନମୋହନ, ମନ୍ତ୍ରୀ ମଣ୍ଡଳରେ ହେବ କି ସଂପ୍ରସାରଣ

Sanchar Live by Sanchar Live
August 5, 2025
in ରାଜନୀତି
0
ଦିଲ୍ଲୀ ଯିବେ ମୋହନ-ମନମୋହନ, ମନ୍ତ୍ରୀ ମଣ୍ଡଳରେ ହେବ କି ସଂପ୍ରସାରଣ
0
SHARES
86
VIEWS
FacebookTwitter

ସଂଚାର ବ୍ୟୁରୋ: ରାଜ୍ୟରେ ବିଜେପି ସରକାର ଗଠନ ହେଲା ପରଠାରୁ, ମନ୍ତ୍ରିମଣ୍ଡଳରେ ଗୋଟିଏ ବି ଅଦଳବଦଳ ହୋଇନି । ଏବେ ବି ମୋହନ ସରକାରରେ ୬ଟି ମନ୍ତ୍ରୀ ପଦ ଫାଙ୍କା ପଡ଼ିଥିବାବେଳେ, ଅନେକ ନେତା ମନ୍ତ୍ରୀ ହେବାକୁ ଆଶା ବାନ୍ଧି ବସିଛନ୍ତି । ଆଉ ଏତିକି ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ବିଜେପି ମୁଖିଆଙ୍କ ଦିଲ୍ଲୀ ଡାକରା ଆସିଛି । କୁହାଯାଉଛି କି ଦିଲ୍ଲୀରେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ଏବଂ ଅଦଳବଦଳ ହେବା ନେଇ ହୋଇପାରେ ଆଲୋଚନା ।  କିଛି ମନ୍ତ୍ରୀଙ୍କ ପାଇଁ ସରକାର ବଦନାମ ହେଉଥିବା ବାରମ୍ବର ଚର୍ଚ୍ଚା ହେଉଛି । ଏଣୁ କିଛି ଦାଗୀ ମନ୍ତ୍ରୀ ମଣ୍ଡଳରୁ ବାଦ ପଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ କିଛି ନୂଆ ନେତା ପ୍ରଥମଥର ପାଇଁ ମନ୍ତ୍ରୀ ହୋଇପାରନ୍ତି । ସେପଟେ ନିଗମ ଆଉ ବୋର୍ଡ ନିଯୁକ୍ତି ନେଇ ମଧ୍ୟ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି । ଯେହେତୁ ଦଳ ଏଥର ପ୍ରଥମ ଥର ପାଇଁ ସରକାରକୁ ଆସିଛି, ତେଣୁ କାହାକୁ ବୋର୍ଡ, ନିଗମ ଆଉ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିବ, ସେନେଇ ଦଳ ଭାବିଚିନ୍ତି ନିଷ୍ପତ୍ତି ନେଉଛି । ଆଉ ଏହି କାରଣରୁ ମନ୍ତ୍ରିମଣ୍ଡଳ ସହିତ ନିଗମ, ବୋର୍ଡ ନିଯୁକ୍ତି ବିଳମ୍ବ ହେଉଛି ବୋଲି ଚର୍ଚ୍ଚା ହେଉଛି ।

ଏହା ପୂର୍ବରୁ ମଧ୍ୟ ଗଲା ମାସରେ ରାଜ୍ୟ ବିଜେପି ସଭାପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇଥିଲେ । ଆଉ ଏତିକି ବେଳେ ଗୋଟିଏ ଫାଇଲକୁ ନେଇ ଚର୍ଚ୍ଚା ବଢ଼ିଥିଲା । ମୋଦୀଙ୍କ ସହ ସାକ୍ଷାତ ବେଳେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୋଟିଏ ଫାଇଲ୍ ଧରି ବସିଥିଲେ । ଯାହାପରେ ଚର୍ଚ୍ଚା ବଢିଲା ଯେ, ମନ୍ତ୍ରିମଣ୍ଡଳରେ କିଏ କିଏ ସ୍ଥାନ ପାଇବେ, ସେନେଇ ମୋଦୀଙ୍କଠାରୁ ଗ୍ରୀନ୍ ସିଗନାଲ୍ ମିଳିସାରିଛି । ହେଲେ ତା ପରେ ପରେ ବାଲେଶ୍ୱର ଆଉ ବଳଙ୍ଗା ଘଟଣାକୁ ନେଇ ଓଡ଼ିଶା ରାଜନୀତି ଯେମିତି ସରଗରମ ହୋଇଛି, ଆଉ ଏତିକି ବେଳେ ଓଡ଼ିଶା ନେତାଙ୍କୁ ଦିଲ୍ଲୀ ଡାକରା ବଡ଼ ରାଜନୈତକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

Tags: manamohan amalministry changemohan majhiodishapolitics
ShareTweetShareSend
Sanchar Live

Sanchar Live

Next Post
ଆଜି ପୁଣି ବଢ଼ିଲା ସୁନାଦର, ଜାଣନ୍ତୁ କେତେ ?

ଆଜି ପୁଣି ବଢ଼ିଲା ସୁନାଦର, ଜାଣନ୍ତୁ କେତେ ?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.