Tuesday, March 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

୧୦ ଟଙ୍କିଆ ନୋଟରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ତାରିଖ, ମୋଦିଙ୍କୁ ମୋହନ ଦେଲେ ସ୍ବତନ୍ତ୍ର ଉପହାର

Sanchar Live by Sanchar Live
September 18, 2024
in ଓଡିଶା
0
୧୦ ଟଙ୍କିଆ ନୋଟରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ତାରିଖ, ମୋଦିଙ୍କୁ ମୋହନ ଦେଲେ ସ୍ବତନ୍ତ୍ର ଉପହାର
0
SHARES
18
VIEWS
FacebookTwitter

ସଂଚାର ବ୍ୟୁରୋ: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ତମ ଜନ୍ମଦିନ ଥିଲା । ଏହି ଅବସରରେ ଓଡ଼ିଶା ଗସ୍ତରେ ଆସି ଲୋକାଭିମୁଖୀ ଯୋଜନା ’ସୁଭଦ୍ରା’ର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାରେ ମହିଳାଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା । ବିଜେପି ନିର୍ବାଚନୀ ପ୍ରତିଶୃତି ରଖି ସୁଭଦ୍ରାର ଶୁଭାରମ୍ଭ କରିଛି । ଜନ୍ମଦିନରେ ଓଡ଼ିଶା ଆସି ଓଡ଼ିଶାବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏଭଳି ଏକ ଖୁସିର ମୁହୂର୍ତ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ୧୦ ଟଙ୍କିଆ ନୋଟ ଉପହାର ସ୍ବରୂପ ଦେଇଛନ୍ତି । ତେବେ ଏହି ୧୦ ଟଙ୍କାରେ ଏକ ଖାସ୍ ଜିନିଷ ରହିଛି । କେବଳ ଏହା ଏକ ୧୦ ଟଙ୍କା ବୋଲି କହି ହେବ ନାହିଁ ଏହା ଏକ ସ୍ମୃତି ହେବ ବୋଲି କହିପାରିବେ । କାରଣ ଏହି ୧୦ ଟଙ୍କିଆ ନୋଟରେ ରହିଥିବା ନମ୍ବର ପ୍ରଧାନମନ୍ତ୍ରୀଙ୍କ ଜନ୍ମ ତାରିଖ ରହିଛି । ନମ୍ବର ଐବହ ଜନ୍ମ ତାରିଖ ସମାନ ରହିଥିବା ଉପହାରକୁ ବେଶ ଖୁସିର ସହ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ଦେଇଥିବା ଉପହାରର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Tags: mohan gift mohan majhimohan majhinarendra modiodisha
ShareTweetShareSend
Sanchar Live

Sanchar Live

Next Post
ସେନା ଅଧିକାରୀ ବାନ୍ଧବୀଙ୍କୁ ଥାନାରେ ର୍ଦୁବ୍ୟବହାର ମାମଲା: ବଦଳିଲେ ଭରତପୁର ଥାନା ଆଇଆଇସି

ସେନା ଅଧିକାରୀ ବାନ୍ଧବୀଙ୍କୁ ଥାନାରେ ର୍ଦୁବ୍ୟବହାର ମାମଲା: ବଦଳିଲେ ଭରତପୁର ଥାନା ଆଇଆଇସି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.