Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ଫୋକସରେ ମୋଦି-ଟ୍ରମ୍ପ ଭେଟ

Sanchar Live by Sanchar Live
February 13, 2025
in ବିଦେଶ
0
ଫୋକସରେ ମୋଦି-ଟ୍ରମ୍ପ ଭେଟ
0
SHARES
3
VIEWS
FacebookTwitter

ଫୋକସରେ ମୋଦି-ଟ୍ରମ୍ପ ଭେଟ । ଦୁଇ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୱାସିଂଟନ ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ଏହାପୂର୍ବରୁ ଆମେରିକାର ନ୍ୟାସନାଲ ଇଣ୍ଟେଲେଜେନ୍ସ ଡାଇରେକ୍ଟର ତୁଲସୀ ଗବାଡଙ୍କ ସହ ଆଲୋଚନା କରିଛନ୍ତି ମୋଦି । ଭାରତ-ଆମେରିକା ବନ୍ଧୁତ୍ବର ବିଭିନ୍ନ ଦିଗ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଯାହାର ଫଟୋ ନିଜେ ସୋସିଆଲ ମିଡିଆରେ ଛାଡିଛନ୍ତି ପ୍ରଧାନମନ୍ତ୍ରୀ ।

ଏହାସହ ଆମେରିକାରେ ପ୍ରବାସୀ ଭାରତୀୟ ତରଫରୁ ମୋଦିଙ୍କୁ ବିପୁଳ ସ୍ବାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ବେଶ୍ ଗୁରୁତ୍ବ ବହନ କରୁଛି। କାରଣ ନିକଟ ଅତୀତରେ ଟ୍ରମ୍ପ ଏପରି ଅନେକ ନିଷ୍ପତ୍ତି ନେଇଛନ୍ତି, ଯାହାର ଭାରତ ଉପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ପ୍ରଭାବ ପଡ଼ିଛି । କେବଳ ଏତିକି ନୁହେଁ, ଟ୍ରମ୍ପ ଭାରତ ସହ ବାଣିଜ୍ୟ ଏବଂ ପ୍ରବାସନ ପ୍ରସଙ୍ଗରେ ମଧ୍ୟ ଅନେକ ମନ୍ତବ୍ୟ ଦେଇଛନ୍ତି, ଯାହାର ଗଭୀର ପ୍ରଭାବ ରହିଛି । ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ।

ସବୁଠୁ ବଡ଼ କଥା ହେଉଛି ବେଆଇନ ପ୍ରବେଶ ନେଇ ୧୦୪ ଭାରତୀୟଙ୍କୁ ହାତକଡି ପିନ୍ଧାଇ ଆମେରିକା ପଠାଇବା ପରେ ମୋଦୀଙ୍କ ସହ ଟ୍ରମ୍ପଙ୍କ ଭେଟଘାଟ ରହିଛି । ଆହୁରୀ ୪୦୦ରୁ ଅଧିକ ଅନୁପ୍ରବେଶକରୀଙ୍କୁ ଆମେରିକା ଭାରତ ପଠାଇବାକୁ ଯୋଜନା କରୁଛି । ଏହା ଉପରେ କ’ଣ ନିଷ୍ପତ୍ତି ନିଆଯାଉଛି ତାହା ଉପରେ ନଜର ରହିଛି ।

Tags: doland trumpnarendramodi
ShareTweetShareSend
Sanchar Live

Sanchar Live

Next Post
ମୁଡ ଅଫ୍‌ ଦ ନେସନ ସର୍ଭେ, ଯୋଗୀ ଆଦିତ୍ୟନାଥ ନମ୍ୱର ୧ ମୁଖ୍ୟମନ୍ତ୍ରୀ

ମୁଡ ଅଫ୍‌ ଦ ନେସନ ସର୍ଭେ, ଯୋଗୀ ଆଦିତ୍ୟନାଥ ନମ୍ୱର ୧ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.