Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଇଣ୍ଡିଆନ୍ ଏକ୍ସପ୍ରେସ୍ ୧୦୦ ଜଣିଆ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାର ଏକ ନମ୍ବରରେ ମୋଦି

Sanchar Live by Sanchar Live
March 30, 2025
in ଭାରତ
0
ଇଣ୍ଡିଆନ୍ ଏକ୍ସପ୍ରେସ୍ ୧୦୦ ଜଣିଆ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାର ଏକ ନମ୍ବରରେ ମୋଦି
0
SHARES
18
VIEWS
FacebookTwitter

୧୦୦ ଜଣିଆ ପ୍ରଭାବଶାଳୀ ଭାରତୀୟ ୨୦୨୫ର ତାଲିକା ପ୍ରକାଶ କରିଛି ଦୈନିକ ସମ୍ବାଦପତ୍ର ଇଣ୍ଡିଆନ୍ ଏକ୍ସପ୍ରେସ୍ । ଯେଉଁଥିରେ ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୁଇ ନଂରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ତୃତୀୟ ସ୍ଥାନରେ ଅଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଏହି ତାଲିକାର ୨୨ତମ ସ୍ଥାନରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତବର୍ଷ ଏହି ତାଲିକାରେ ୩୩ ତମ ସ୍ଥାନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନାଁ ଥିବାବେଳେ ଚଳିତ ବର୍ଷ ସେ ୧୧ଟି ରାଙ୍କ ଉପରକୁ ଉଠିଛନ୍ତି। ରିପୋର୍ଟରେ କୁହାଯାଇଛି ଧର୍ମେନ୍ଦ୍ର ପ୍ରଧାନ ୨୦୨୧ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ତୃତୀୟ ମୋଦି କ୍ୟାବିନେଟରେ ଦାୟିତ୍ୱ ବଜାୟ ରଖିବା ପରେ, ସେ ଜାତୀୟ ଶିକ୍ଷା ନୀତି ବା (NEP), ୨୦୨୦ର କାର୍ଯ୍ୟାନ୍ୱୟନର ନେତୃତ୍ୱ ନେଉଛନ୍ତି । ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ସଫଳ ଭାବେ ଲାଗୁ କରାଇଛନ୍ତି ଧର୍ମେନ୍ଦ୍ର । ସେହିପରି NEPର ଅଂଶ ଭାବରେ ନୂତନ ପାଠ୍ୟପୁସ୍ତକ ପ୍ରକାଶନ, ବୋର୍ଡ ପରୀକ୍ଷାରେ ସଂସ୍କାର ଆଣିବା ସହ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଏବଂ ଜାତୀୟ

ଶିକ୍ଷକ ଶିକ୍ଷା ପରିଷଦ ଭଳି ସଂସ୍ଥା ଦ୍ୱାରା ଜାରି କରାଯାଉଥିବା ନୂତନ ନିୟମାବଳୀ ସମେତ ସ୍କୁଲ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଚଳିତ ସଂସ୍କାରଗୁଡ଼ିକୁ ବେଶ ଦକ୍ଷତାର ସହ ତଦାରଖ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ଇଣ୍ଡିଆନ୍ ଏକ୍ସପ୍ରେସ୍ ପାୱାର ପଞ୍ଚରେ କୁହାଯାଇଛି ଓଡ଼ିଶାରେ ବିଜେପିର ବିଜୟ ପଛରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରହିଥିଲା ପ୍ରମୁଖ ଭୂମିକା । ତାହା ସହ ଧର୍ମେନ୍ଦ୍ରଙ୍କ ରାଜନୈତିକ ଦକ୍ଷତା ଓ ପରାକାଷ୍ଠା ବଳରେ ହରିୟାଣାରେ ଲଗାତାର ତୃତୀୟ ଥର ପାଇଁ ଦଳର ବିଜୟ ହୋଇଥିଲା । ଯେଉଁଠାରେ କି ସେ ଦଳର ନିର୍ବାଚନ ପ୍ରଭାରୀ ଥିଲେ। ସେହିପରି ବିରୋଧୀ ଶାସିତ ରାଜ୍ୟଗୁଡ଼ିକ NEPର ଦିଗଗୁଡ଼ିକୁ ନେଇ କେନ୍ଦ୍ର ବିରୋଦ୍ଧରେ ଲଢ଼େଇ କରୁଥିବାରୁ, PM-SHRI ସ୍କୁଲ ଏବଂ ନୂତନ UGC ନିର୍ଦ୍ଦେଶାବଳୀକୁ ନେଇ ଆଗକୁ ବଢ଼ିବାରେ ଶିକ୍ଷା ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଇଛି। ତାଲିକାର ଚତୁର୍ଥ ନମ୍ବରରେ ମୋହନ ଭାଗବତ, 5ମ ସ୍ଥାନରେ ନିର୍ମଳା ସୀତାରମଣ, ଷଷ୍ଠ ସ୍ଥାନରେ ଯୋଗୀ ଆଦିତ୍ୟନାଥ, ସପ୍ତମ ସ୍ଥାନରେ ରାଜନାଥ ସିଂ, ଅଷ୍ଟମ ସ୍ଥାନରେ ଅଶ୍ବିନୀ ବୈଷ୍ଣବ ରହିଛନ୍ତି । ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ବ କରୁଥିବା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ତାଲିକାର ଅଷ୍ଟମ ସ୍ଥାନରେ ଅଛନ୍ତି।

Tags: indiaindian expressnarendramodi
ShareTweetShareSend
Sanchar Live

Sanchar Live

Next Post
ଆଜିଠୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା

ଆଜିଠୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.