Wednesday, August 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ବଢିଲା ଅମୁଲ କ୍ଷୀର ଦର

Sanchar Live by Sanchar Live
May 13, 2026
in ଭାରତ
0
ବଢିଲା ଅମୁଲ କ୍ଷୀର ଦର
0
SHARES
14
VIEWS
FacebookTwitter

ସାଧାରଣ ଲୋକଙ୍କ ରୋଷେଇରେ ପୁଣି ମହଙ୍ଗା ମାଡ଼ । ଦେଶରେ ସବୁଠୁ ବଡ ନାମି କମ୍ପାନୀ ଅମୂଲ ସାରା ଦେଶରେ ଏକ ଲିଟର କ୍ଷୀର ମୂଲ୍ୟ ପିଛା ୨ଟଙ୍କାକୁ ବୃଦ୍ଧି କରିଛି । ଏହି ନୂଆ ଦର ୧୪ ମେ ଠାରୁ ଲାଗୁ ହେବ ବୋଲି କମ୍ପାନୀ ନିଷ୍ପତ୍ତି ନେଇଛି । ପ୍ରଥମେ ଗ୍ୟାସ, ପେଟ୍ରାଲ ଦର ଦାମ୍ ବଢିବା ପରେ ପୁଣି ଏଭଳି ଖବର ନଜରକୁ ଆସିଛି । କ୍ଷୀରର ଏଭଳି ଦର ବଢ଼ିବା ଯୋଗୁଁ ଏହା ସିଧା ସଳଖ ମଧ୍ୟବିତ ଏବଂ ନିମ୍ନ ମଧ୍ୟବିତ ପରିବାର ଉପରେ ପ୍ରଭାବ ପଢିବ । ଉତ୍ପାଦନ କ୍ଷେତ୍ରରେ ଖର୍ଚ୍ଚ ଅଧିକ ଯୋଗୁଁ କ୍ଷୀରର ମୂଲ୍ୟ ବଢିଥିବା କୁହାଯାଇଛି ।

ଦୁଗ୍ଧ ସଂଘ କହିବା ମୁତାବକ ପୂର୍ବ କିଛି ମାସ ଧରି ଲଗାତର ପଶୁ ଖାଦ୍ୟର ମୂଲ୍ୟ ବଢିବା ହେତୁ ଏଭଳି ସଂକଟ ଦେଖାଦେଇଛି । ଏହା ବ୍ୟତୀତ କଞ୍ଚାମାଲ ପରିବହନ, ବିଦ୍ୟୁତ ହାର ବଢିବା, ପ୍ୟାକେଟ ଖର୍ଚ୍ଚ ପାଇଁ କ୍ଷୀର ଦାମ୍ ରେ ପରିବର୍ତ୍ତନ ହେଉଛି । ଅମୂଲର କହିବା ଅନୁସାରେ ଚାଷୀଙ୍କୁ ଉଚିତ ଦାମ ଦେବା ଏବଂ ବ୍ୟବସାୟୀଙ୍କୁ ମଜବୁତ କରିବା ପାଇଁ ସାମାନ୍ୟ ଦର ବଢିଛି । କମ୍ପାନୀର କହିବା ଅନୁସାରେ ଲାଭର ଅଧିକାଂଶ ଭାଗ ସିଧାସଳଖ ଚାଷୀଙ୍କ ଖାତାକୁ ଯିବ । ଯାହାଦ୍ବାରା ଚାଷୀ ଅଧିକ ଲାଭବାନ ହେବା ସହ ପଶୁପାଳନ କ୍ଷେତ୍ରରେ ଉନ୍ନତି ଆସିବ ।

 

Tags: Amul milkprice hike
ShareTweetShareSend
Sanchar Live

Sanchar Live

Next Post
ଗୁରୁବାର : ଅଚାନକ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଟଙ୍କା

ଗୁରୁବାର: ଏହି ରାଶିର ଅଛି ଧାନପ୍ରାପ୍ତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଯଦି ଆପଣଙ୍କ ଗାଡିର ବୀମା ନାହିଁ, ତେବେ ତୁରନ୍ତ କରାଇ ନିଅନ୍ତୁ…
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଅନୁଷ୍ଠିତ ହେବ ଚିତାଲାଗି ନୀତି
  • ଆଜିଠୁ ଲଘୁଚାପ: ପୁଣି ରାଜ୍ୟରେ ବଡ଼ ବର୍ଷା
  • ଆଜି ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଘରୁ ବାହାରିବା ପୂର୍ବରୁ ସତର୍କ ରୁହନ୍ତୁ….
  • ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ ଏକ୍ ଭାରତ ଓ ଶ୍ରେଷ୍ଠ ଭାରତ ସଂକଳ୍ପକୁ ସଫଳ କରିବା ଆମର ଲକ୍ଷ୍ୟ: ଜଗନ୍ନାଥ ପ୍ରଧାନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.