Sunday, April 5, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ମୁମ୍ବାଇକୁ ଭେଟିବ ଦିଲ୍ଲୀ

Sanchar Live by Sanchar Live
April 4, 2026
in କ୍ରୀଡ଼ା
0
ଆଜି ମୁମ୍ବାଇକୁ ଭେଟିବ ଦିଲ୍ଲୀ
0
SHARES
6
VIEWS
FacebookTwitter

ଚଳିତ ଆଇପିଏଲ୍‌ରେ ଆଜି ୨ଟି ମ୍ୟାଚ ଖେଳାଯିବ । ଅପରାହ୍ଣରେ ଘରୋଇ ଦିଲ୍ଲୀ ୫ଥର ଚାମ୍ପିଅନ ମୁମ୍ବାଇକୁ ଭେଟିବ । ନିଜ ନିଜର ପ୍ରଥମ ମ୍ୟାଚ୍ ଜିତିଥିବା ଉଭୟ ଦଳ ବିଜୟଧାରା ଜାରି ରଖିବାକୁ ପ୍ରସ୍ତୁତ ରହିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଦ୍ୱିତୀୟ ବିଜୟ ଲକ୍ଷ୍ୟ ନେଇ ଲଢିବେ କ୍ୟାପିଟାଲ୍ସ- ଇଣ୍ଡିଆନ୍ସ । ବିଶେଷ କରି ରୋହିତ ଶର୍ମାଙ୍କ ଉପରେ ନଜର ରହିବ । ଫୁଲ୍‌ ଫର୍ମରେ ଅଛନ୍ତି ହିଟ୍‌ମ୍ୟାନ୍ ।

ରେକର୍ଡ ମୁମ୍ବାଇ ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୩୭ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ୨୧ଟି ମ୍ୟାଚ ଜିତିଥିବାବେଳେ ଦିଲ୍ଲୀ ୧୬ଟି ମ୍ୟାଚରେ ବିଜୟୀ ହୋଇଛି । ଗତ ବର୍ଷ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ ଓ ଉଭୟ ମ୍ୟାଚରେ ମୁମ୍ବାଇ ବିଜୟ ହାସଲ କରିଥିଲା । ଅସଲରେ କହିବାକୁ ଗଲେ ମୁମ୍ବାଇ ବିପକ୍ଷରେ ପରାଜୟ ପରେ ଦିଲ୍ଲୀର ପତନ ଆରମ୍ଭ ହୋଇଥିଲା । ପ୍ରଥମ ୫ଟି ମ୍ୟାଚ ଜିତିଥିବା ଦିଲ୍ଲୀ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ଲେ- ଅଫ୍କୁ ଯୋଗ୍ୟତା ଅର୍ଜନ କରିପାରି ନଥିଲା । ପ୍ରତି ସିଜନ ଭଳି ମୁମ୍ବାଇ ଏଥର ମଧ୍ୟ ଶକ୍ତିଶାଳୀ ଓ ସନ୍ତୁଳିତ ଦଳ ପ୍ରସ୍ତୁତ କରିଛି । ଗତ ସିଜନରେ ବିଫଳ ହୋଇଥିବା ରୋହିତ ଶର୍ମା ଓ ର୍ୟାନ ରିକେଲଟନ ଚମତ୍କାର ଫର୍ମରେ ରହିଛନ୍ତି । ଦିଲ୍ଲୀ ମଧ୍ୟ ପ୍ରଥମ ମ୍ୟାଚରେ ବେଶ୍ ଶୃଙ୍ଖଳିତ ବୋଲିଂ କରିଥିଲା । ଅବଶ୍ୟ ପ୍ରାରମ୍ଭିକ ବ୍ୟାଟରମାନେ ବିଫଳ ହୋଇଥିଲେ ।

ଆଜି ମୁମ୍ବାଇ ଦଳରେ ପରିବର୍ତ୍ତନ ହୋଇପାରେ । ମିଚେଲ ସାଣ୍ଟନର ଦଳରେ ଯୋଗ ଦେଇ ସାରିଥିବାରୁ ଆଲ୍ଲା ଗଜନଫରଙ୍କ ସ୍ଥାନରେ ଖେଳିବେ । ଦିଲ୍ଲୀ ଦଳ ଅପରିବର୍ତ୍ତିତ ରହିବ । ଅରୁଣ ଜେଟଲୀ ଷ୍ଟାଡ଼ିୟମ୍ ବା କୋଟଲା ଗ୍ରାଉଣ୍ଡର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଏଠାରେ ବିଶାଳ ସ୍କୋର ହେବା ଏକ ପ୍ରକାର ନିଶ୍ଚିତ । ଆସନ୍ତାକାଲି ଅପରାହ୍ଣରେ ମ୍ୟାଚ ଖେଳାଯାଉଥିବାରୁ ଟସ୍ ସେଭଳି ପ୍ରଭାବ ପକାଇବ ନାହିଁ । ମାତ୍ର ସନ୍ଧ୍ୟାରେ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା ରହିଥିବାରୁ ଖେଳ ବାଧାପ୍ରାପ୍ତ ହେବା ଆଶା କରାଯାଉଛି । ଆଜି କେଏଲ ରାହୁଲ ଓ ଟ୍ରେଣ୍ଟ ବୋଲ୍ଟଙ୍କ ମଧ୍ୟରେ ଏକ ଲଢ଼େଇ ଦେଖିବାକୁ ମିଳିପାରେ । ବୋଲ୍ଟଙ୍କ ବିପକ୍ଷରେ ରାହୁଲ ୯୦ଟି ବଲ୍ ଖେଳି ୧୪୦ ରନ ସଂଗ୍ରହ କରିଛନ୍ତି ।​​​​​​​

ମୁମ୍ବାଇ: ରୋହିତ ଶର୍ମା, ର୍ୟାନ ରିକେଲଟନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ ଧିର, ସେରଫାନ ରଦରଫୋର୍ଡ, ମିଚେଲ ସାଣ୍ଟନର, ସର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମୟଙ୍କ ମାର୍କଣ୍ଡେ, ଟ୍ରେଣ୍ଟ ବୋଲ୍ଟ ।

ଦିଲ୍ଲୀ: କେଏଲ ରାହୁଲ, ପଥୁମ ନିଶଙ୍କା, ନୀତିଶ ରାଣା, ଅକ୍ଷର ପଟେଲ (ଅଧିନାୟକ), ଡେଭିଡ୍ ମିଲର, ଟ୍ରିଷ୍ଟନ ଷ୍ଟବ୍ସ, ସମୀର ରିଜଭୀ/ଆଶୁତୋଷ ଶର୍ମା, ବିପ୍ରଜ ନିଗମ, କୁଲଦୀପ ଯାଦବ, ଲୁଙ୍ଗି ଏନଗିଡ଼ି, ମୁକେଶ କୁମାର, ଟି. ନଟରାଜନ ।

Tags: cricket newsIPL 2026Mi vs dc
ShareTweetShareSend
Sanchar Live

Sanchar Live

Next Post
ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୧୬ଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ
  • ରାଜସ୍ଥାନର ରୋମାଞ୍ଚକ ବିଜୟ, ୬ ରନରେ ହାରିଲା ଗୁଜୁରାଟ
  • ଭୁଲ ଦୋହରାଇଲେ ଶ୍ରେୟସ, ପୁଣି ଗଣିବେ ତଣ୍ଡ
  • ପ୍ରଥମ ବିଜୟ ଲକ୍ଷ୍ୟରେ GT, ସୂର୍ଯ୍ୟାବଂଶୀଙ୍କ ଉପରେ ରହିବ ନଜର…
  • ପିଲାଙ୍କ ହାତ ଧରି ପାଠ ପଢ଼େଇଲେ ମୁଖ୍ୟମନ୍ତ୍ରୀ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.