Thursday, July 17, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ମେୟରଙ୍କୁ ଅସମ୍ମାନ, ମନ୍ତ୍ରୀ କହିଲେ..

Sanchar Live by Sanchar Live
August 31, 2024
in ଓଡିଶା
0
ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ମେୟରଙ୍କୁ ଅସମ୍ମାନ, ମନ୍ତ୍ରୀ କହିଲେ..
0
SHARES
12
VIEWS
FacebookTwitter

ସଂଚାର ବ୍ୟୁରୋ: ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ମେୟରଙ୍କୁ ଅସମ୍ମାନ। ମେୟରଙ୍କୁ ଡାକି ଚେୟାର ନଦେବା ଘଟଣା ଦୁଃଖଦାୟକ କହିଛନ୍ତି ମେୟର ସୁଲୋଚନା ଦାସ। ପ୍ରତିକ୍ରିୟା ଦେଇ ସୁଲୋଚନା କହିଛନ୍ତି ସେମାନଙ୍କର ଲୋକ ପ୍ରତିନିଧି ଉପରେ ସମ୍ମାନ ନାହିଁ। ଆଜିର କାର୍ଯ୍ୟକ୍ରମକୁ ମେୟର ଓ କର୍ପୋରେଟର ମାନଙ୍କୁ ନିମନ୍ତ୍ରଣ କରାଯାଇ ଚେୟାର ପ୍ରଦାନ ନକରିବାକୁ ସମ୍ପୂର୍ଣ୍ଣ ନିନ୍ଦନୀୟ। ମେୟରଙ୍କୁ ସମ୍ମାନ ନ ଦେଇ ଅସମ୍ମାନ କରିଛନ୍ତି। ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମକୁ ଡାକି ଚେୟାର ନଦେବା ନିଶ୍ଚିନ୍ତ ପକ୍ଷେ ଦୁଃଖର କଥା। ଆଜି ଦିନରେ ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟକ୍ରମର ଶିଳାନ୍ୟାସ କରିବାର ଥିଲା। ହେଲେ କାର୍ଯ୍ୟକ୍ରମକୁ ଡାକି ଅସମ୍ମାନ କରିବା ଦୁଃଖ ଓ ପରିତାପର ବିଷୟ ବୋଲି କହିଛନ୍ତି ସୁଲୋଚନା ଦାସ।
ବିଏମସି ମେୟରଙ୍କୁ ଅପମାନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ବିଭାଗୀୟ ଅଧିକାରୀମାନେ କରିଛନ୍ତି। ସମସ୍ତ ପୌର ପରିଷଦ ଓ ମହାନଗର ନିଗମରେ ସ୍ୱତନ୍ତ୍ର ଭାବରେ କାର୍ଯ୍ୟକ୍ରମ ପାଳନ ହେଉଛି । ବିଏମସିରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ତେବେ ଏହି ସମୟରେ ସେମାନେ କିପରି ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ଉପସ୍ଥିତ ରହିପାରିବେ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆମେ ସବୁବେଳେ ନିରପେକ୍ଷ ଭାବରେ କାର୍ଯ୍ୟ କରୁଛୁ ବୋଲି କହିଛନ୍ତି ମନ୍ତ୍ରୀ ।

Tags: sulochana dasswayat sasan diwas
ShareTweetShareSend
Sanchar Live

Sanchar Live

Next Post
ବିଜୟୱାଡାରେ ବର୍ଷାର ତାଣ୍ଡବ

ବିଜୟୱାଡାରେ ବର୍ଷାର ତାଣ୍ଡବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଲାସ୍କା ଦ୍ବୀପରେ ଭୟଙ୍କର ଭୂକମ୍ପ
  • ଜାଣନ୍ତୁ ଆଜି ଦିନଟି ଆପଣଙ୍କ ପାଇଁ କେମିତି ?
  • ବର୍ଷାଋତୁରେ ଖାଆନ୍ତୁ ଏହିସବୁ ଖାଦ୍ୟ, ଭୁଲରେ ବି ଖାଆନ୍ତୁନି ଏହି ପରିବା
  • ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ରାଜ୍ୟ କ୍ୟାବିନେଟ ବୈଠକରେ ୧୧ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ

Recent Comments

No comments to show.

Archives

  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.