ସଂଚାର ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ଓ ବିଜେପି ସଭାପତିଙ୍କ ସହ ଏକାଧିକ ମନ୍ତ୍ରୀ ବୈଠକରେ ଉପସ୍ଥିତ ଅଛନ୍ତି। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ଅଛନ୍ତି। କଂଗ୍ରେସର ବନ୍ଦ ଡାକରାକୁ ନଜରରେ ରଖି ବୈଠକ ବସିଥିବା ସୂଚନା। ବିରୋଧୀଙ୍କ କାଉଣ୍ଟର କରିବାକୁ ଆଲୋଚନା ଚାଲିଥିବା ସୂଚନା।
© 2024 Sanchar News