Saturday, June 7, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଅଫିସର ବେଶରେ ଆସି ଲୁଟି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

Sanchar Live by Sanchar Live
March 22, 2025
in ଅପରାଧ
0
ଅଫିସର ବେଶରେ ଆସି ଲୁଟି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା
0
SHARES
15
VIEWS
FacebookTwitter

ଅଫିସର ବେଶରେ ଆସି ଲୁଟି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ତଳିଆ ଗ୍ରାମରେ । ଗ୍ରାମର ମିନତୀ ବେହେରାଙ୍କ ପରିବାର ଲୋକେ ଘରେ ଥିବା ବେଳେ ଦୁଇ ଜଣ ଲୁଟେରା ଅଫିସର ବେଶରେ ଆସି ଘରେ ପହଞ୍ଚିଥିଲେ । କମ୍ପାନୀରୁ ଆସିଛନ୍ତି କହି ଘରର ପିତ୍ତଳ ସାମଗ୍ରୀ ସଫା କରିଥିଲେ । ପରେ ସଫା କରିବା ପାଇଁ ରୂପା ଅଳଙ୍କାର ମାଗିଥିଲେ, ରୂପା ଅଳଙ୍କାର ସଫା କରି ଦେଖେଇବା ପରେ ପରିବାର ଲୋକଙ୍କ ବିଶ୍ୱାସ ଜିତିଥିଲେ । ତା ପରେ ସୁନାଗହଣା ସଫା କରିବାକୁ ମାଗିଥିଲେ । ମିନତୀ ପିନ୍ଧିଥିବା ୩ ଲକ୍ଷରୁ ଅଧିକ ଟଙ୍କାର ହାରକୁ ଲୁଟେରାମାନେ ତାଙ୍କ ବେକରୁ ଖୋଲି ସଫା କରିବା ପାଇଁ କିଛି ପାଉଡରରେ ରଖିଥିଲେ । ଏକ ଖୋଳରେ ପୁରାଇ ଗହଣାକୁ କିଛି ସମୟ ପରେ ଖୋଲିବାକୁ କହି ଚାଲିଯାଇଥିଲେ । ହେଲେ ପରିବାର ଲୋକେ ଖୋଳ ଖୋଲି ଦେଖିବାରୁ ସେଥିରେ ସୁନା ଚେନ ନଥିବା ଜାଣିବାକୁ ପାଇଥିଲେ । କପ୍ତିପଦା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: crimelootMayurbhanja
ShareTweetShareSend
Sanchar Live

Sanchar Live

Next Post
ପାହାଡ ତଳ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଖପୁରୀ, ପିଞ୍ଜରା ହାଡ ଜବତ

ପାହାଡ ତଳ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଖପୁରୀ, ପିଞ୍ଜରା ହାଡ ଜବତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର
  • ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
  • ସୋଆ କ୍ୟାମ୍ପସରେ NHRC ଅଧ୍ୟକ୍ଷ
  • ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଉଦ୍‌ଯାପିତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.