Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଭୂତ ପାଇଁ ବସିଲା ବୈଠକ

Sanchar Live by Sanchar Live
August 18, 2024
in ଓଡିଶା
0
ଭୂତ ପାଇଁ ବସିଲା ବୈଠକ
0
SHARES
36
VIEWS
FacebookTwitter

ସଂଚାର ବ୍ୟୁରୋ: ବିଶ୍ବାସ ନା ଅନ୍ଧବିଶ୍ବାସ। ଭୂତ ପାଇଁ ବସିଲା ବୈଠକ । ରାତି ଅଧରେ ଭୂତ ତଡିବାକୁ ଗାଁ ଲୋକେ ଏକାଠି। ମାଲକାନଗିରି ଜିଲ୍ଲା ଖଇରପୁଟ କଦମଗୁଡା ଆଶ୍ରମ ସ୍କୁଲ ହଷ୍ଟେଲରେ ଭୂତ ଭୟ ଘଟଣା। କଦମଗୁଡା ସରପଞ୍ଚଙ୍କ ନେତୃତ୍ବରେ ବୈଠକ ଆୟୋଜିତ ହୋଇଛି। ଗାଁ ମୁଖିଆ , ସ୍ଥାନୀୟ ଲୋକେ , ବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିରେ ସାମିଲ୍ ହୋଇଥିଲେ।  ଭୂତ ପାଇଁ ପୂଜାର୍ଚ୍ଚନା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ହଷ୍ଟେଲରେ ଥିବା ଛାତ୍ରୀ ମାନଙ୍କ ମନରୁ ଭୂତ ଭୟ କିପରି ଦୂର ହେବ ସେନେଇ ହଷ୍ଟେଲରେ ପୂଜାପାଠ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ହଷ୍ଟେଲରେ ୪ ରୁ ୫ ଝିଅ ଭୂତ ଭୟରେ ଅସୁସ୍ଥ ହେବାରୁ ଚିନ୍ତା ବଢିଯାଇଥିଲା। ସେହିପରି ହଷ୍ଟେଲରେ ଥିବା ଅନ୍ଯ ୬୪ ଜଣ ଛାତ୍ରୀଙ୍କୁ ନିକଟସ୍ଥ ବଡବେଲ କମ୍ପ୍ଲେକ୍ସକୁ ସ୍ଥାନନ୍ତର କରାଯାଇଥିଲା। ୨ ଦିନ ମଧ୍ୟରେ ପୂଜାପାଠ ଶେଷ କରି ପିଲାଙ୍କୁ ହଷ୍ଟେଲକୁ ଫେରାଯିବ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ।

Tags: ghostmathili
ShareTweetShareSend
Sanchar Live

Sanchar Live

Next Post
ପାରାଦୀପରେ ଟ୍ରାଫିକ ବ୍ଯବସ୍ଥାକୁ  କରାଯିବ କଡ଼ାକଡ଼ି, ସିସିଟିଭି ନଜରରେ ରହିବ..

ପାରାଦୀପରେ ଟ୍ରାଫିକ ବ୍ଯବସ୍ଥାକୁ କରାଯିବ କଡ଼ାକଡ଼ି, ସିସିଟିଭି ନଜରରେ ରହିବ..

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ
  • ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ
  • ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ
  • ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.