Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଭାରତ

ପୁଣି ଆରମ୍ଭ ହେବ କୈଳାଶ-ମାନସରୋବର ଯାତ୍ରା

Sanchar Live by Sanchar Live
December 19, 2024
in ଭାରତ
0
0
SHARES
5
VIEWS
Facebook
Twitter

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ ସୁଧୁରିବାରେ ଲାଗିଛି। ରୁଷ୍-ୟୁକ୍ରେନ୍ ଏବଂ ଇସ୍ରାଏଲ୍-ହାମାସ ଯୁଦ୍ଧ ପରେ ଏସିଆର ଦୁଇ ମହାଶକ୍ତି ମଧ୍ୟରେ ସମ୍ପର୍କରେ ସୁଧାର ଆସିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବେ ଚୀନ ଗସ୍ତରେ ଅଛନ୍ତି। ସ୍ବତନ୍ତ୍ର ପ୍ରତିନିଧି ସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସେ ବେଜିଂରେ ଅଛନ୍ତି। ଏହି ଅବସରରେ ଅଜିତ ଡୋଭାଲ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଛନ୍ତି । ଏହି ସମୟ ମଧ୍ୟରେ ୬ଟି ପ୍ରସଙ୍ଗରେ ସହମତି ହୋଇଛି। ଡୋଭାଲଙ୍କ ଗସ୍ତର ସବୁଠାରୁ ବଡ଼ କଥା ହେଲା ବିନା ବାଧାରେ କୈଳାସ ମାନସରୋବର ଯାତ୍ରା ପାଇଁ ଚୁକ୍ତି ହୋଇଛି। ଡୋକଲାମ ବିବାଦ ପରେ କୈଳାସ ମାନସରୋବର ଯାତ୍ରାକୁ ବନ୍ଦ କରିଦେଇଥିଲା ଚୀନ । ସେବେଠାରୁ ଏପର୍ଯ୍ୟନ୍ତ ହିନ୍ଦୁ ଭକ୍ତଙ୍କ ପାଇଁ ଯାତ୍ରା ଆରମ୍ଭ ହୋଇନାହିଁ। ଡୋଭାଲ ଏବଂ ୱାଙ୍ଗ ୟିଙ୍କ ମଧ୍ୟରେ ଆଲୋଚନା ପରେ ପୁଣି ଥରେ ପବିତ୍ର ଯାତ୍ରାର ମାର୍ଗ ଖୋଲିବାର ସମ୍ଭାବନା ବଢିଯାଇଛି ।

ଡୋଭାଲଙ୍କ ଗସ୍ତର ସବୁଠାରୁ ବଡ଼ କଥା ହେଲା ବିନା ବାଧାରେ କୈଳାସ ମାନସରୋବର ଯାତ୍ରା ପାଇଁ ଚୁକ୍ତି ହୋଇଛି। ଡୋକଲାମ ବିବାଦ ପରେ କୈଳାସ ମାନସରୋବର ଯାତ୍ରାକୁ ବନ୍ଦ କରିଦେଇଥିଲା ଚୀନ । ସେବେଠାରୁ ଏପର୍ଯ୍ୟନ୍ତ ହିନ୍ଦୁ ଭକ୍ତଙ୍କ ପାଇଁ ଯାତ୍ରା ଆରମ୍ଭ ହୋଇନାହିଁ। ଡୋଭାଲ ଏବଂ ୱାଙ୍ଗ ୟିଙ୍କ ମଧ୍ୟରେ ଆଲୋଚନା ପରେ ପୁଣି ଥରେ ପବିତ୍ର ଯାତ୍ରାର ମାର୍ଗ ଖୋଲିବାର ସମ୍ଭାବନା ବଢିଯାଇଛି ।

ସୂଚନାଯୋଗ୍ୟ ଯେ କୈଳାସ ମାନସରୋବର ତିବ୍ଦତ ଅଞ୍ଚଳରେ ଅବସ୍ଥିତ । ଚୀନ ଏବେ ତିବ୍ବତକୁ ଅଧିକାର କରିଥିବାରୁ କୈଳାସ ଓ ମାନସରୋବର ମଧ୍ୟ ଚୀନ ଅଧିନରେ ଆସୁଛି । ଗତ ପାଞ୍ଚ ବର୍ଷ ହେବ ଏହି ଯାତ୍ରା ବନ୍ଦ ରହିଥିଲା, ଯାହା ଏବେ ପୁଣି ଥରେ ଆରମ୍ଭ କରିବାକୁ ରାଜି ହୋଇଛି। ଏହାବ୍ୟତୀତ ପରସ୍ପରରୁ ପ୍ରବାହିତ ହେଉଥିବା ନଦୀଉପରେ ସହଯୋଗ ବଢ଼ାଇବା ଏବଂ ସୀମା ବାଣିଜ୍ୟ ପାଇଁ ନାଥୁଲା ଖୋଲିବାକୁ ମଧ୍ୟ ଦୁଇ ଦେଶ ରାଜି ହୋଇଛନ୍ତି।

Related posts

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

November 8, 2026
ଆଜି ବିଜେପିର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ

ଆଜି ବିଜେପିର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ

November 8, 2026
Tags: chianaindiamanosarabar

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ରାତିରେ ଶୋଇବାବେଳେ କେଶ ବାନ୍ଧି ଶୋଇବେ ନା ଖୋଲିକି ଶୋଇବେ?
  • ୧୯ ବର୍ଷରୁ କମ୍ ଏସୀଆ କପରେ ଭାରତର ପରାଜୟ: ହରାଇଲା ପାକିସ୍ତାନ
  • ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.