Tuesday, March 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ମାଲକାନାଗିରି ପୋଲିସକୁ ବଡ ସଫଳତା

Sanchar Live by Sanchar Live
August 13, 2024
in ଅପରାଧ
0
ମାଲକାନାଗିରି ପୋଲିସକୁ ବଡ ସଫଳତା
0
SHARES
11
VIEWS
FacebookTwitter

ସଂଚାର ବ୍ୟୁରୋ: ମାଲକାନାଗିରି ପୋଲିସକୁ ମିଳିଛି ବଡ ସଫଳତା। ଓଡ଼ିଶା ରାଜ୍ୟ କମିଟିର ଧମତରୀ -ଗରିଆବନ୍ଧ-ନୂଆପଡା ଡିଭିଜନର ଅପରେସନରେ ମାଓବାଦୀଙ୍କ ଡମ୍ପ ଜବତ। ନଗଦ ୩୮ ଲକ୍ଷ ଟଙ୍କା ସହ ଭିନ୍ନ ଭିନ୍ନ  ସ୍ଥାନରେ ପୋତା ହୋଇଥିବା ମାଓ ସାମଗ୍ରୀ ଜବତ କରାଯାଇଛି । ଗରିଆବନ୍ଧ – ଧମତରୀ ପୁଲିସ ଏବଂ ସିଆରପିଏଫ୍ ଯବାନଙ୍କ ମିଳିତ ଅପରେସନରେ ଜବତ ହୋଇଛି । ବେପାରି ଏବଂ ଅନ୍ୟ ପୁଞ୍ଜିପତିଙ୍କ ଠାରୁ ଅବୈଧ ଭାବେ ଚାନ୍ଦା ଆଦାୟ କରିଥିଲେ ମାଓବାଦୀ।ମାଓ ସାମଗ୍ରୀ ଏବଂ ନଗଦ ଟଙ୍କାକୁ ଗରିଆବନ୍ଧ – ଧମତରୀ ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ପୋତିଥିଲେ। ୨୩ଟା ବିଜିଏଲ ରାଉଣ୍ଡ,୨ ଟିଫିନ୍ ବୋମା,୧୩ ଡେଟୋନେଟର,୧ ବଣ୍ଡଲ ଫ୍ୟୁଜ ତାର , ୨କେଜି ବାରୁଦ , ୟୁରିଆ ,୨ ଫ୍ଲାସ ଲାଇଟ୍ , ୩ ମଲ୍ଟି ମିଟର,ସେନ୍ସର ରିମୋଟ , ମାଓବାଦୀ ବର୍ଦି , କଳା କପଡା ଏବଂ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଜବତ ହୋଇଛି।

Tags: malkangirimao
ShareTweetShareSend
Sanchar Live

Sanchar Live

Next Post
ବାଲୁକାକଳାରେ ଶାନ୍ତିର ବାର୍ତ୍ତା

ବାଲୁକାକଳାରେ ଶାନ୍ତିର ବାର୍ତ୍ତା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.