Wednesday, July 8, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ମୋ ମୁଣ୍ଡ କାଟିଦେବି ହେଲେ ବିଜେପିକୁ ଜମା ଯିବିନି : ମହୁଆ ମୈତ୍ର

Sanchar Live by Sanchar Live
July 8, 2026
in ରାଜନୀତି
0
ମୋ ମୁଣ୍ଡ କାଟିଦେବି ହେଲେ ବିଜେପିକୁ ଜମା ଯିବିନି : ମହୁଆ ମୈତ୍ର
0
SHARES
24
VIEWS
FacebookTwitter

ପଶ୍ଚିମବଙ୍ଗରେ ୧୫ ବର୍ଷର ଟିଏମସି ସରକାର ଯିବା ପରେ ଦଳରେ ଆରମ୍ଭ ହୋଇଛି ବିଭାଜନ । ବିଧାୟକ ଏବଂ ସାଂସଦ ଛାଡ଼ିଛନ୍ତି ମମତାଙ୍କ ହାତ । ଏହାସହ ଅନେକ ଆଗ ଧାଡ଼ିର ନେତୃତ୍ବ ମଧ୍ୟ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଶୁଭେନ୍ଦୁଙ୍କ ନେତୃତ୍ବରେ ବିଜେପିକୁ ମଧ୍ୟ ଡେଇଁଛନ୍ତି । ଏହାରି ଭିତରେ ଏକ ଚର୍ଚ୍ଚା ଶୁଣିବାକୁ ମିଳିଛି ମହୁଆ ମୈତ୍ର ବିଜେପିରେ ସାମିଲ ହେବେ । ଏବେ ସେ ଏନଡିଏକୁ ସମର୍ଥନ କରିବେ । ଯାହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ମହୁଆ ।

ଏଭଳି ଚର୍ଚ୍ଚାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ମହୁଆ । ସେ କହିଛନ୍ତି କି, ମୁଣ୍ଡ କାଟିଦେଲେ ମଧ୍ୟ ମୁଁ ବିଜେପିରେ ମିଶିବି ନାହିଁ । ଦଳରେ ବିଭାଜନ ହୋଇଛି ସତ କିନ୍ତୁ ଟିଏମସି ଭାଙ୍ଗିନାହିଁ । ନିକଟରେ ଯାଇଥିବା ବିଧାନସଭା ନିର୍ବାଚନରେ ଆମ ଦଳ ୪୧ ପ୍ରତିଶତ ସମର୍ଥନ ପାଇଛି । ଯାହା ଏକ ବଡ଼ ସଂଖ୍ୟା ବୋଲି କହିପାରିବା । ଯେଉଁମାନେ ଟିଏମସି ଛାଡ଼ିଛନ୍ତି ସେମାନେ ଟଙ୍କା ଲୋଭ କିମ୍ବା ଭୟରେ ଦଳ ଛାଡ଼ିଛନ୍ତି । କିନ୍ତୁ ମୋତେ ଯେତେ ଟଙ୍କା ଦେଲେ ମଧ୍ୟ ମୁଁ ବିକ୍ରି ହେବି ନାହିଁ । ଯଦି କହିବ ତାହେଲେ ମୁଁ ମୋର ମୁଣ୍ଡ କାଟିଦେବି ହେଲେ ସେ ଦଳକୁ ଯିବିନାହିଁ ।

Tags: bjpmahua maitraTmc
ShareTweetShareSend
Sanchar Live

Sanchar Live

Next Post
ଗର୍ଭବତୀମାନେ ଖାଆନ୍ତୁ ଏହିସବୁ ଖାଦ୍ୟ, ଆପଣଙ୍କ ସହ ଛୁଆ ଵି ରହିବ ସୁସ୍ଥ

ଗର୍ଭବତୀମାନେ ଖାଆନ୍ତୁ ଏହିସବୁ ଖାଦ୍ୟ, ଆପଣଙ୍କ ସହ ଛୁଆ ଵି ରହିବ ସୁସ୍ଥ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଗର୍ଭବତୀମାନେ ଖାଆନ୍ତୁ ଏହିସବୁ ଖାଦ୍ୟ, ଆପଣଙ୍କ ସହ ଛୁଆ ଵି ରହିବ ସୁସ୍ଥ
  • ମୋ ମୁଣ୍ଡ କାଟିଦେବି ହେଲେ ବିଜେପିକୁ ଜମା ଯିବିନି : ମହୁଆ ମୈତ୍ର
  • ଏହିସବୁ ମହିଳାଙ୍କୁ ସରକାର ମାସକୁ ଦେବେ ୨୫ ଶହ ଟଙ୍କା
  • ଭଦ୍ରକରେ ଗାଡ଼ି, ନୟାଗଡ଼ରେ କଟିଲା ଚାଲାଣ
  • ଆଉ କେବେ ପ୍ରଶଂସକଙ୍କୁ ନିରାଶ କରିବି ନାହିଁ’: ରବି ମୋହନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.