Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବିସ

Sanchar Live by Sanchar Live
December 5, 2024
in ଭାରତ
0
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବିସ
0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ: ମହାରାଷ୍ଟ୍ରରେ ଫଡନବିସ ରାଜ୍ । ତୃତୀୟ ଥର ଲାଗି ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ହେଭିୱେଟ ଦେବେନ୍ଦ୍ର ଫଡନବିସ। କାର୍ଯ୍ଯକାରୀ ହୋଇଛି 1+2 formula। ପୂର୍ବତନ ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ ହୋଇଛନ୍ତି ଉପମୁଖ୍ଯମନ୍ତ୍ରୀ। ଏହା ସହ ଉପମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏନସିପି ନେତା ଅଜିତ ପାୱାର। ଏହା ସହ ମହାୟୁତିରେ ଚାଲିଥିବା ସସପେନ୍ସର ବି ଘଟିଛି ଅବସାନ। ଆଜି ମୁମ୍ବାଇ ଆଜାଦ ମଇଦାନରେ ହୋଇଥିଲା ଶପଥ ଗ୍ରହଣ ସମାରୋହ। ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ସଭାପତି ଜେ.ପି. ନଡ୍ଡା, ବହୁ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ବିଜେପିଶାସିତ ରାଜ୍ଯର ମୁଖ୍ଯମନ୍ତ୍ରୀ। ଉତ୍ସବରେ ବଲିଉ଼ଡ ଅଭିନେତା ଶାହରୁଖ ଖାଁ, ସଲମାନ ଖାଁ, ରଣବୀର କପୁର, ଶିଳ୍ପପତି ମୁକେଶ ଅମ୍ବାନୀ, ଅନିଲ ଅମ୍ବାନୀ, ଅନନ୍ତ ଅମ୍ବାନୀ, କୁମାର ମଙ୍ଗଳମ ବିର୍ଲା, କ୍ରିକେଟର ସଚିନ ତେନ୍ଦୁଲକର ପ୍ରମୁଖ ଯୋଗଦେଇଥିଲେ। ଉତ୍ସବ ଲାଗି ମହାୟୁତିର ହୋଇଥିଲା ମେଗା ସୋ। ସାମିଲ ହୋଇଥିଲେ ପ୍ରାୟ ୪୦ ହଜାର ଦର୍ଶକ। ନିର୍ବାଚନରେ ବିଜେପି ୧୩୨ ଆସନ ପାଇବା ପରେ ବିଜେପିରୁ ହିଁ କେହି ମୁଖ୍ଯମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ମହାୟୁତି ମେଣ୍ଟରେ ଶିବସେନା ୫୭ ଓ ଏନସିପି ୪୧ ଆସନ ପାଇଥିଲା। ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ଫଡନବିସଙ୍କୁ ସର୍ବସମ୍ମତ ନେତା ଭାବେ ଘୋଷଣା କରାଯାଇଥିଲା। ସେପଟେ ମହାୟୁତି ସରକାରଙ୍କୁ ନେଇ କଟାକ୍ଷ କରିଛନ୍ତି ଶିବସେନା ୟୁବିଟି ନେତା ସଞ୍ଜୟ ରାୱତ। ସେ କହିଛନ୍ତି- ସିନ୍ଦେ ଯୁଗର ଶେଷ ହୋଇଛି। ସେ ଆଉ କେବେ ବି ମୁଖ୍ଯମନ୍ତ୍ରୀ ହୋଇପାରିବେ ନାହିଁ। ଏହା ସହ ସିନ୍ଦେଙ୍କ ଦଳକୁ ବିଜେପି ଭାଙ୍ଗିପାରେ ବୋଲି ଆଶଙ୍କା କରିଛନ୍ତି ସଞ୍ଜୟ।

Tags: maharastrapolitics
ShareTweetShareSend
Sanchar Live

Sanchar Live

Next Post
ରାଜଧାନୀରେ ନୂଆ ଜୁଡିସିଆଲ କମ୍ପ୍ଲେକ୍ସକୁ ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଜଧାନୀରେ ନୂଆ ଜୁଡିସିଆଲ କମ୍ପ୍ଲେକ୍ସକୁ ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.