Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବନ୍ଯା ଯୋଗୁ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ଯୁତ ଉତ୍ପାଦନ ବାଧାପ୍ରାପ୍ତ

Sanchar Live by Sanchar Live
September 9, 2024
in ଓଡିଶା
0
ବନ୍ଯା ଯୋଗୁ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ଯୁତ ଉତ୍ପାଦନ ବାଧାପ୍ରାପ୍ତ
0
SHARES
8
VIEWS
FacebookTwitter

ସଂଚାର ବ୍ୟୁରୋ: ବନ୍ଯା ଯୋଗୁ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ଯୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ବନ୍ଯାଜଳ ପ୍ରବେଶ ପରେ ପ୍ରକଳ୍ପର ଦୁଇ ଏବଂ ୫ ନମ୍ବର ୟୁନିଟକୁ ବନ୍ଦ କରିଦିଆଯାଇଛି । ଜଳଭଣ୍ଡାରକୁ ଅତ୍ଯଧିକ ଜଳ ପ୍ରବେଶ ଫଳରେ ଟରବାଇନ ସର୍ଟସର୍କିଟ ହେବା ଆଶଙ୍କା ରହିଛି । ଯନ୍ତ୍ରାଂଶ ଗୁଡ଼ିକ ମଧ୍ଯ ଜଳମଗ୍ନ ହୋଇଯାଇଛି । ପାଣି ପଶିଯିବା ଫଳରେ ଅନେକ ଯନ୍ତ୍ରାଂଶ ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି । ଏଣୁ କେବେ ୟୁନିଟ କାମ କରିବା ତାହା କହିହେବ ନାହିଁ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି l ପ୍ରକଳ୍ପ ବନ୍ଦ ହେବା ଯୋଗୁ ଘଣ୍ଟା ପ୍ରତି ୮୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଛି ।  ଡ୍ୟାମର ଜଳଧାରଣ କ୍ଷମତା ୨୭ଶହ ୫୦ ଫୁଟ ରହିଥିବା ବେଳେ ୫ଟି ଗେଟ ଦେଇ ୪୫ ହାଜର କ୍ୟୁସେକ ଜଳ ନିଷ୍କାସନ ହେଉଛି । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୨୭ଶହ ୪୯ ଦଶମିକ ୬୯ ଫୁଟ ।

Tags: electriclamtaputmachakunfd
ShareTweetShareSend
Sanchar Live

Sanchar Live

Next Post
ସୁଭଦ୍ରା ଫର୍ମ ବଣ୍ଟାକୁ ନେଇ ମାଡ଼ ଖାଇଲେ ଅଙ୍ଗନୱାଡ଼ି ଦିଦି, ଥାନାରେ ମାମଲା

ସୁଭଦ୍ରା ଫର୍ମ ବଣ୍ଟାକୁ ନେଇ ମାଡ଼ ଖାଇଲେ ଅଙ୍ଗନୱାଡ଼ି ଦିଦି, ଥାନାରେ ମାମଲା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.