Thursday, March 5, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ପ୍ରେମିକାକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟିଲା ଜହ୍ଲାଦ ପ୍ରେମିକ

Sanchar Live by Sanchar Live
December 11, 2024
in ଅପରାଧ
0
ପ୍ରେମିକାକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟିଲା ଜହ୍ଲାଦ ପ୍ରେମିକ

Oplus_0

0
SHARES
20
VIEWS
FacebookTwitter

ପ୍ରେମିକାକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟିଲା ଜହ୍ଲାଦ ପ୍ରେମିକ । ଝାରସୁଗୁଡ଼ାରେ ହତ୍ୟା ପରେ ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗିଲା ମୃତ ଶରୀରର ଖଣ୍ଡ । ଏଭଳି ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ରାଉରକେଲାରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରେମିକାକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫିଙ୍ଗିଲା ପିଶାଚ ପ୍ରେମିକ । ଝାରସୁଗୁଡ଼ାରେ ହତ୍ୟା ପରେ ନାବାଳିକାଙ୍କ ମୃତ ଶରୀରର କିଛି ଅଂଶ ରାଉରକେଲାରୁ ମିଳିଛି । ବ୍ରାହ୍ମଣୀ ନଦୀ ବାଲୁଘାଟ ନିକଟରୁ ମିଳିଛି ଶରୀରର ମୁଣ୍ଡ ବିହୀନ ଅଣ୍ଟା ଭାଗ । ସେହିପରି ଗାଡ଼ିଆ ଟୋଲା ନିକଟରୁ ମିଳିଛି ଗୋଡ଼ର କିଛି ଅଂଶ । ଝାରସୁଗୁଡ଼ା, ରାଉରକେଲା ପୋଲିସ ମିଳିତ ଭାବେ ତଦନ୍ତ କରୁଥିବାବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛି । ଅଭିଯୁକ୍ତ ପ୍ରେମିକର ବୟାନ ଆଧାରରେ ଖଣ୍ଡ ବିଖଣ୍ଡିତ ମୃତଦେହ ଖୋଜୁଛି ପୋଲିସ । ଅଭିଯୁକ୍ତ ପ୍ରେମିକ ନାଁ କୁନା କିଷାନ ।

ସୂଚନା ଅନୁସାରେ ମୃତ ଯୁବତି ସୁନ୍ଦରଗଡ଼ର । ୨୦୧୮ ମସିହାରେ କୁନା କିଷାନ ଓ ମୃତ ଯୁବତୀଙ୍କ ଭିତରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ସେତେବେଳେ ଯୁବତୀ ଜଣଙ୍କ ନାବାଳିକା ଥିଲେ । ୨୦୨୩ ମସିହାରେ ପ୍ରେମିକ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଥିଲେ ପ୍ରେମିକା । ପୋକ୍ସୋ ଆକ୍ଟରେ ମାମଲା ହୋଇ ଅଭିଯୁକ୍ତ ଜେଲ୍ ଯାଇଥିଲେ । ଆଉ ଏବେ ୧୫ ଦିନ ତଳେ ଜେଲରୁ ମୁକୁଳିଥିଲେ କୁନା । ତେବେ ଜେଲରୁ ବାହାରିବା ପରେ ପ୍ରତିଶୋଧ ନେବା ପାଇଁ ଝାରସୁଗୁଡ଼ାରେ ମାଉସୀ ଘରେ ଥିବା ପ୍ରେମିକା ପାଖରେ ପହଞ୍ଚିଥିଲା । ସେଠାରେ ତାକୁ ହତ୍ୟା କରିବା ପରେ ମୃତ ଦେହକୁ ଅତି ନିର୍ମମ ଭାବେ ଖଣ୍ଡ ଖଣ୍ଡ କାଟି ରାଉରକେଲାର ବିଭିନ୍ନ ସ୍ଥାନରେ ପିଙ୍ଗିଛି ଜହ୍ଲାଦ। ଝାରସୁଗୁଡ଼ା ଥାନାରେ ଏନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି ।

Tags: crimesundargarh
ShareTweetShareSend
Sanchar Live

Sanchar Live

Next Post
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.