Sunday, August 3, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଓଠ ରଙ୍ଗରୁ ଜଣାପଡ଼ିବ ସ୍ବାସ୍ଥ୍ୟ ଜନିତ ସମସ୍ୟା

Sanchar Live by Sanchar Live
July 28, 2025
in ଜୀବନ ଶୈଳୀ
0
ଓଠ ରଙ୍ଗରୁ ଜଣାପଡ଼ିବ ସ୍ବାସ୍ଥ୍ୟ ଜନିତ ସମସ୍ୟା
0
SHARES
33
VIEWS
FacebookTwitter

ଚେହାରର ଆକର୍ଷଣୀୟ ଅଂଶ ରହିଥାଏ ଓଠ। ସମସ୍ତ ବ୍ୟକ୍ତିଙ୍କ ଓଠର ଗଠନ ଏବଂ ରଙ୍ଗ ଭିନ୍ନ ଭିନ୍ନ ରହିଥାଏ। ଆପଣ ଜଣିଛନ୍ତି କି, ଆପଣଙ୍କ ଓଠର ପ୍ରାକୃତିକ ରଙ୍ଗରୁ ଆପଣଙ୍କ ଶରୀର ସମ୍ବନ୍ଧୀୟ ଅନେକ ଅଜଣା କଥା ଜଣାପଡ଼ିବ । ଖାଲି ସେତିକି ନୁହଁ ଏଥିରୁ ଆପଣଙ୍କ ଦୈନନ୍ଦିନ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଜଣାପଡ଼ିଥାଏ।

ନାଲି ରଙ୍ଗ:

ଯଦି ଆପଣଙ୍କ ଓଠ ସଂପୂର୍ଣ୍ଣ ନାଲି ରଙ୍ଗର ହୋଇଥାଏ ତେବେ ଆପରଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ରହିଥାଏ। ଏହା ଅର୍ଥ ସେହି ବ୍ୟକ୍ତିଙ୍କର ଲିଭର ସମ୍ବନ୍ଧୀୟ ଅନେକ ସମସ୍ୟା ରହିଛି। ତାଙ୍କର ଲିଭର ଦୁର୍ବଳ ରହିବା ସହ ଅଧିକ ଅସୁବିଧାର ସମ୍ମୁଖିନ ରହିଥାଏ।

ହାଲୁକା ହଳଦିଆ :

କିଛି ବ୍ୟକ୍ତିଙ୍କ ଓଠ ହାଲୁକା ହଳଦିଆ ମଧ୍ୟ ନଜର ଆସିଥାଏ। ଏହା ଖାସ କରି ଶରୀରରେ ଏମିନିଆର ଅଭାବ କାରଣରୁ ହୋଇଥାଏ। ଏହା ଅର୍ଥ ଆପଣଙ୍କ ଶରୀରରେ ହିମୋଗ୍ଲୋବିନ୍ ସହ ରକ୍ତ କଣିକାର ପରିମାଣ କମ ରହିବା ସହ ଆଇରନ୍ ଏବଂ ଭିଟାମିନ୍ ସିର ମଧ୍ୟ ଘୋର ଅଭାବ ଦେଖାଯାଇଥାଏ।

ଗୋଲାପି ରଙ୍ଗର :

ଏପରି ରଙ୍ଗର ଓଠ ବ୍ୟକ୍ତିଙ୍କର ପେଟ ଜନିତ ସମସ୍ୟା ଦେଖାଯାଇଥାଏ। ଏଣୁ ଏମାନଙ୍କୁ ଯେତେ ସମ୍ବଭ ବାହାର ଖାଇବା ତଥା ଫାଷ୍ଟଫୁଡ଼ରୁ ଦୂରେଇ ରହିବା ଦରକାର। ଏପରି ରଙ୍ଗର ଓଠ ଥିବା ବ୍ୟକ୍ତିଙ୍କ ନିକଟରେ ହୃଦ ଜନିତ ସମସ୍ୟା ମଧ୍ୟ ଅଧିକ ରହିଥାଏ।

ହାଲୁକା ବାଦାମୀ ରଙ୍ଗ :
ଯେଉଁ ବ୍ୟକ୍ତିଙ୍କର ଓଠ ହାଲୁକା ବାଦାମୀ ରଙ୍ଗ ରହିଥାଏ ସେମାନଙ୍କର ଶରୀର ଅସୁନ୍ତୁଳିତ ସ୍ଥିତିରେ ରହିଥାଏ। ଏହା ବ୍ୟକ୍ତଙ୍କ ଶରୀରର ତାପମାତ୍ରା ବାରମ୍ବାର ବଦଳିଥାଏ ।

Tags: health tipslifestyleLip
ShareTweetShareSend
Sanchar Live

Sanchar Live

Next Post
ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ

ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ
  • ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣା, ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ
  • ସମଲେଶ୍ୱରୀ ମନ୍ଦିରକୁ ଆସିଥିବା ପର୍ଯ୍ୟଟକଙ୍କ ଠାରୁ ଲୁଟ ଉଦ୍ୟମ
  • ଉବୁଟୁବୁ ସଂଗମ ନଗରୀ ପ୍ରୟାଗରାଜ
  • ପହଲଗାଓଁ ଆତଙ୍କୀ ଆକ୍ରମଣ ପ୍ରସଙ୍ଗ: କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ ବଡ଼ ବୟାନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.