Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଖରା ଦିନେ ପେଟକୁ ଥଣ୍ଡା ରଖିବ ଅଞ୍ଜିର ଜୁସ୍, ଶରୀରକୁ ମିଳିବ ତୁରନ୍ତ ଏନର୍ଜି

Sanchar Live by Sanchar Live
May 27, 2025
in ଜୀବନ ଶୈଳୀ
0
ଖରା ଦିନେ ପେଟକୁ ଥଣ୍ଡା ରଖିବ ଅଞ୍ଜିର ଜୁସ୍, ଶରୀରକୁ ମିଳିବ ତୁରନ୍ତ ଏନର୍ଜି
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ବର୍ତ୍ତମାନ ଚାଲିଛି ଗ୍ରୀଷ୍ମ ଋତୁ । ଏହି ଋତୁରେ ଅନେକ ସମସ୍ୟା ସାମ୍ନାକୁ ଆସିଥାଏ । ଏଥି ସହ ଲୋକମାନେ ମଧ୍ୟ ଚିନ୍ତାରେ ପଡିଲେଣି, ଯେ କିପରି ଖରା ଗରମରୁ ରକ୍ଷା ପାଇବେ । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଖରାଦିନରେ ସାଧାରଣ ଭାବରେ ପେଟ ଗରମ ହୋଇଯାଏ । ଏଥି ସହ ପେଟ ସମସ୍ୟା ମଧ୍ୟ ଅଧୀକାଂଶ ସମୟରେ ଦେଖାଦିଏ । ଯଦି ଆପଣଙ୍କର ଏହି ସବୁ ସମସ୍ୟା ହେଉଛି, ତେବେ ଆପଣଙ୍କର ଏହି ଟେନସନକୁ ଆମେ ସମ୍ପୂର୍ଣ୍ଣ ଦୂର କରିବୁ । ତେବେ ଆସନ୍ତୁ ଜାଣିବା କ’ଣ କରିବା ଦ୍ବାରା ପେଟ ଥଣ୍ଡା ରହିବ ଏବଂ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବେ ।

ସାଧାରଣ ଭାବରେ ପ୍ରାୟ ସବୁ ଫଳ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ ହୋଇଥାଏ । ବର୍ତ୍ତମାନ ଆମେ ଆପଣଙ୍କୁ କହିବୁ ଯେ କେଉଁ ଫଳର ରସ ପିଇଲେ ପେଟ ଥଣ୍ଡା ରହିବା ସହ ଅନେକ ଫାଇଦା ମଧ୍ୟ ମିଳିପାରିବ । ତେବେ ଆସନ୍ତୁ ଜାଣିବା ଏହାର ନାମ କ’ଣ?

ଗ୍ରୀଷ୍ମ ଋତୁରେ ଶରୀରରେ ପାଣିର ଅଭାବ ଦେଖାଯାଏ । ଶରୀର ଜଳୀୟ ଅଂଶ କମିଯିବା ମାତ୍ରେ ଶକ୍ତି ହ୍ରାସ ପାଇବାକୁ ଲାଗେ । ଏପରି ପରିସ୍ଥିତିରେ, ଆପଣ କିଛି ତରଳ ପଦାର୍ଥ ପିଇ ଚାଲନ୍ତୁ ଏବଂ ନିଜକୁ ଗରମରୁ ରକ୍ଷା କରନ୍ତୁ । ସାଧାରଣ ପାଣି ବଦଳରେ, ଗ୍ଲୁକୋଜ୍ ପାଣି, ନଡ଼ିଆ ପାଣି ଏବଂ ତାଜା ଫଳ ରସ ପିଅନ୍ତୁ । ଏହା ଶରୀରକୁ ଶକ୍ତି ଯୋଗାଇବ ଏବଂ ଜଳ ଅଭାବକୁ ମଧ୍ୟ ପୂରଣ କରିବ। ଆପଣ ଚାହିଁଲେ, ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାରର ସରବତ୍ ତିଆରି କରି ପିଇପାରିବେ ।

ଆପଣଙ୍କୁ କହିରଖୁଛୁ ଯେ ଗ୍ରୀଷ୍ମ ଋତୁରେ ଅଞ୍ଜିର ରସ ସ୍ବାସ୍ଥ୍ୟ ପାଇଁ ବେସ୍ ଉପଯୋଗୀ ବୋଲି କୁହାଯାଏ । ଅଞ୍ଜିର ଏକ ଶୁଖିଲା ଫଳ, କିନ୍ତୁ ଏହାକୁ ଫଳ ଭାବରେ କଞ୍ଚା ମଧ୍ୟ ଖିଆଯାଏ । ତେଣୁ ଆପଣ ଘରେ ଅଞ୍ଜୀର ଜୁସ୍ ତିଆରି କରି ପିଇପାରିବେ । ଏହା ଶରୀରକୁ ଅନେକ ଲାଭ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଜୁସର ଅନେକ ଲାଭ ବିଷୟରେ ।

୧) ଶରୀର ରହିବ ଥଣ୍ଡା :
ଗ୍ରୀଷ୍ମଋତୁରେ ଅଧିକ ଗରମ ହୋଇଥାଏ । ଯାହା ଯୋଗୁଁ ଶରୀର ଡିହାଇଡ୍ରେଟ୍ ହୋଇଯାଏ । ଏପରି ପରିସ୍ଥିତିରେ କିଛି ଲୋକଙ୍କର ମୁଣ୍ଡ ବିନ୍ଧିବା, ମୁଣ୍ଡ ବୁଲାଇବା ଏବଂ ଥକ୍କାପଣ ଭଳି ସମସ୍ୟା ଦେଖାଦେଇଥାଏ । ଏହି ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ଅଞ୍ଜିର ଜୁସ୍ ପିଅନ୍ତୁ । ଯାହା ଦ୍ବାରା ଆପଣଙ୍କ ସମସ୍ୟା ଦୂର ହେବ ଏବଂ ଆପଣଙ୍କୁ ରିଲାକ୍ସ ମଧ୍ୟ ଲାଗିବ ।

୨) ତୁରନ୍ତ ମିଳିବ ଏନର୍ଜି :
ଅଞ୍ଜିର ଜୁସ୍ କେବଳ ପେଟ ଥଣ୍ଡା ରଖେନାହିଁ ବରଂ ଏହାକୁ ପିଇଲେ ଆପଣଙ୍କୁ ହାଇ ଲେଭଲ ଏନର୍ଜି ମଧ୍ୟ ମିଳିପାରିବ । ଏଥି ସହ ଆପଣ ନିଜକୁ ସତେଜ ଅନୁଭବ କରିପାରିବେ । ଅଞ୍ଜିର ସୁଗାରରେ ପରିପୂର୍ଣ୍ଣ ଯାହା ଶରୀରକୁ ତୁରନ୍ତ ଏନର୍ଜି ମିଳିଥାଏ ଏବଂ କମଜୋର କିମ୍ବା ଥକ୍କାପଣ ଲାଗି ନଥାଏ । ଏଥି ସହ ଜାଣିରଖନ୍ତୁ ଯେ ଅଞ୍ଜିର ଜୁସ୍ ଶରୀର ପାଇଁ ବେସ୍ ଲାଭଦାୟକ ପ୍ରମାଣିତ ହୋଇଥାଏ ।

୩) ସ୍କିନ୍ ପାଇଁ ଲାଭଦାୟକ :
ଏହି ଜୁସ୍ ଖାଲି ଶରୀର ପାଇଁ ଲାଭଦାୟକ ହୋଇନଥାଏ ବରଂ ସ୍କିନ୍ ପାଇଁ ମଧ୍ୟ ବେସ୍ ଉପକାରୀ ହୋଇଥାଏ । ଯଦି ଆପଣ ପ୍ରତ୍ୟେକ ଦିନ ଅଞ୍ଜିର ଜୁସ୍ ପିଅନ୍ତି, ତେବେ ଆପଣଙ୍କ ସ୍କିନ୍ ପାଇଁ ଲାଭଦାୟକ ହେବ । ଏଥି ସହ ଆପଣଙ୍କ ଫେସରେ ହେଉଥିବା ପିମ୍ପଲ କିମ୍ବା ଡାର୍କ ସ୍ପଟକୁ ମଧ୍ୟ ସମୂର୍ଣ୍ଣ ଭାବରେ ଏଡାଇ ଦେବ ଏବଂ ଆପଣଙ୍କ ଫେସ ଗ୍ଲୋ କରିବାକୁ ଲାଗିବ ।

୪) ହାଡ଼ ମଜବୁତ୍ ହେବ :
ଅଞ୍ଜିର ହାଡ଼ ପାଇଁ ମଧ୍ୟ ଉପଯୋଗୀ ବୋଲି ବିବେଚନା କରାଯାଏ । ଅଞ୍ଜିରରେ କ୍ୟାଲସିୟମ ଏବଂ ଫସଫରସ ଭଳି ପୋଷକ ତତ୍ତ୍ବ ପ୍ରଚୁର ପରିମାଣରେ ମିଳିଥାଏ । ଏଥି ସହ ଅଞ୍ଜିରରେ ଭିଟାମିନ୍ କେ’ ମଧ୍ୟ ଥାଏ । ଏହି ସମସ୍ତ ଜିନିଷ ହାଡ଼ ଏବଂ ଦାନ୍ତ ପାଇଁ ଲାଭଦାୟକ ହେବ । ଅଞ୍ଜିର ଖାଇବା ଦ୍ବାରା ଅଷ୍ଟଓପୋରୋସିସ୍ ହେବାର ଆଶଙ୍କା ହ୍ରାସ ପାଇପାରେ ।

୫) ରକ୍ତହୀନତା କମ୍ ହେବ :
ଅଞ୍ଜିରକୁ ଆଇରନର ଏକ ଭଲ ଉତ୍ସ ଭାବରେ ବିବେଚନା କରାଯାଏ । ଏହା ବ୍ୟତୀତ ଅଞ୍ଜିରରେ ଭିଟାମିନ୍ ସି,’ ଭିଟାମିନ୍ ଏ, ମ୍ୟାଗ୍ନେସିୟମ, ପୋଟାସିୟମ ଭଳି ପୋଷକ ତତ୍ତ୍ବ ମିଳିଥାଏ । ଯାହା ଶରୀରରେ ରକ୍ତର ଅଭାବକୁ ପୂରଣ କରିଥାଏ ।

Tags: Helth tipslifestyle
ShareTweetShareSend
Sanchar Live

Sanchar Live

Next Post
ପୁଞ୍ଜିଲାଲ ମେହେରକୁ ଆଜୀବନ ଜେଲ୍ ଦଣ୍ଡ

ପୁଞ୍ଜିଲାଲ ମେହେରକୁ ଆଜୀବନ ଜେଲ୍ ଦଣ୍ଡ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୩ଟି ବିଭାଗର ୪ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମୋହର
  • ଲାଗିଲାଣି ଭିଡ଼, ଗାଁଠୁ ସହର ଉତ୍ସବ ମୁଖର
  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.