Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home Uncategorized

ଦୁର୍ନୀତି ନିବାରଣ ବ୍ୟୁରୋ ନିକଟରେ ହାଜର ହେଲେ କେ.ଟି.ରାମାରାଓ

Sanchar Live by Sanchar Live
January 9, 2025
in Uncategorized
0
ଦୁର୍ନୀତି ନିବାରଣ ବ୍ୟୁରୋ ନିକଟରେ ହାଜର ହେଲେ କେ.ଟି.ରାମାରାଓ
0
SHARES
4
VIEWS
FacebookTwitter

ଫର୍ମୂଲା-ଇ ରେସିଂ ସ୍କାମ ମାମଲା । ଦୁର୍ନୀତି ନିବାରଣ ବ୍ୟୁରୋ ନିକଟରେ ହାଜର ହେଲେ ଭାରତ ରାଷ୍ଟ୍ର ସମିତ ନେତା କେ.ଟି.ରାମାରାଓ । ଦାୟର ହୋଇଥିବା ଏଫଆଇଆର ରଦ୍ଦ ଲାଗି ତେଲଙ୍ଗାନା ହାଇକୋର୍ଟରେ ଦାୟର ପିଟିସନ ସଂକ୍ରାନ୍ତ ରାୟ ଆସିବା ଯାଏ ଅପେକ୍ଷା କରିବାକୁ ରାମାରାଓ କହିଥିଲେ ବି ହାଜର ହେବା ଲାଗି ନୋଟିସ ଜାରି ହୋଇଥିଲା। ସେପଟେ ଫର୍ମୂଲା-ଇ ରେସିଂର ଆୟୋଜନ କରିଥିବା ଫାର୍ମ ଇଲେକ୍ଟ୍ରୋରାଲ ବଣ୍ଡ ଆକାରରେ ବିଆରଏସକୁ ବିପୁଳ ଅର୍ଥ ଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା ।ତେଣେ ଦୁର୍ନୀତି ନିବାରଣ ବ୍ୟୁରୋ ବା ଏଟିଏସ ପକ୍ଷପାତିତା କରୁଛି ବୋଲି ଅଭିଯୋଗ କରିଥିଲେ କେଟିଆର । ସେ କହିଥିଲେ- ପୂର୍ବତନ ବିଆରଏସ ବିଧାୟକ ପତନମ ନରେନ୍ଦ୍ର ରେଡ୍ଡୀଙ୍କ ନାମରେ ମାମଲା ରୁଜୁ ପରି ତାଙ୍କ ବିରୋଧରେ ବି ମାମଲା ରୁଜୁ ଲାଗି ଯୋଜନା କରୁଛି ଏଟିଏସ । ଏହା ସହ ମୁଖ୍ଯମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ସେ ତୀବ୍ର ସମାଲୋଚନା କରିଥିଲେ । ମୁଖ୍ଯମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ଅଯୋଧ୍ଯା ରେଡ୍ଡୀ କହିଥିଲେ- ବିଆରଏସର ଲାଭ ଲାଗି ଫର୍ମୂଲା-ଇ ରେସିଂ ଆୟୋଜିତ ହୋଇଥିଲା । ଗ୍ରୀନକୋ ଓ ଏହାର ସହଯୋଗୀ ସଂସ୍ଥାଗୁଡିକ ବିଆରଏସକୁ ୪୧ଟି ବଣ୍ଡରେ ଡୋନେସନ ଦେଇଥିଲେ । ରେସିଂର ଆୟୋଜନ ହେବା ପ୍ରସ୍ତାବ ଦିନରୁ ଗ୍ରୀନକୋ ଇଲେକ୍ଟୋରାଲ ବଣ୍ଡ କିଣିବା ଆରମ୍ଭ କରିଥିଲା । ୮ ଏପ୍ରିଲ ଓ ୧୦ ଅକ୍ଟୋବର ୨୦୨୨ରେ ଏହି ବଣ୍ଡ କ୍ରୟ କରାଯାଇଥିଲା । ବଣ୍ଡ ଜରିଆରେ ବିଆରଏସକୁ ଗ୍ରୀନକୋ ୪୯ କୋଟି ଟଙ୍କା ଦେଇଥିଲା । ସେହିପରି କଂଗ୍ରେସକୁ ବି ବଣ୍ଡ ଜରିଆରେ କିଛି ଟଙ୍କା ଯାଇଥିବା ସୂଚନା ମିଳିଛି ।

Tags: andhrapradeshkt ramarao
ShareTweetShareSend
Sanchar Live

Sanchar Live

Next Post
ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ
  • ବିହାର ନିର୍ବାଚନ ପୂର୍ବରୁ ନୀତିଶଙ୍କ ବଡ଼ ଘୋଷଣା, ବଢ଼ିଲା ଏମାନଙ୍କ ଭତ୍ତା
  • ଶ୍ରୀମନ୍ଦିର ଭିତରେ ଫଟୋ ନେବାବେଳେ ଧରାପଡ଼ିଲେ ଅଣଓଡ଼ିଆ ଭକ୍ତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.