Monday, August 4, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଭାଉଜର ମୁଣ୍ଡ କାଟିଦେଲା ଦିଅର

Sanchar Live by Sanchar Live
May 31, 2025
in ଭାରତ
0
ଭାଉଜର ମୁଣ୍ଡ କାଟିଦେଲା ଦିଅର
0
SHARES
50
VIEWS
FacebookTwitter

ଭାଉଜର ମୁଣ୍ଡ କାଟିଦେଲା ଦିଅର । ଆମ୍ଵ ତୋଳା ବିବାଦକୁ ନେଇ ଭାଉଜର ମୁଣ୍ଡ କାଟିଦେଲା ଦିଅର । ଭାଉଜର ମୁଣ୍ଡକୁ କାଟିନେଇ ଅଭିଯୁକ୍ତ ଦିଅରର ଥାନାରେ ଅତ୍ମସମର୍ପଣ । ଏଭଳି ଅଭାବନୀୟ ଘଟଣା ଘଟିଛି ପଶ୍ଚିମବଙ୍ଗର ଦକ୍ଷୀଣ ଚବିଶ ପ୍ରଗଣା ଜିଲ୍ଲା ବାସନ୍ତୀ ଅଞ୍ଚଳର ଭରତଗଡ଼ ରୋଡରେ । ଅଭିଯୁକ୍ତ ଦିଅର ଭାଉଜର କଟା ମୁଣ୍ଡକୁ ନେଇ ଚାଲି ଚାଲି ଥାନାରେ ପହଞ୍ଚିଥିଲା । ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହା ସହିତ ମୃତଦେହ ଓ କଟା ମୁଣ୍ଡକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ତଦନ୍ତ ଜାରି ରଖିଛି । ମୃତ ମହିଳାଙ୍କ ସ୍ଵାମୀ ୩ ମାସ ଆଗରୁ ମୃତ୍ୟୁ ହୋଇଛି । ସ୍ଵାମୀଙ୍କ ମୃତ୍ୟୁ ପରେ ଘରେ ରହୁଥିବା ଦିଅର ଓ ଭାଉଜଙ୍କ ମଧ୍ୟ ପ୍ରତିଦିନ ଝଗଡ଼ା ଲାଗିରହୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।

Tags: crimekolkata
ShareTweetShareSend
Sanchar Live

Sanchar Live

Next Post
କାନ୍ଥ କଣା କରି ନେଇଗଲେ ୮୦ ଲକ୍ଷ ଟଙ୍କାର ମୋବାଇଲ୍

କାନ୍ଥ କଣା କରି ନେଇଗଲେ ୮୦ ଲକ୍ଷ ଟଙ୍କାର ମୋବାଇଲ୍

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରାବଣ ମାସର ଶେଷ ସୋମବାର, ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ
  • ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ବିୟୋଗ
  • ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ
  • ଅଧିକ ପାଣି ପିଉଥିଲେ ସାବଧାନ ! ହୋଇପାରେ ଏହି ବଡ଼ ରୋଗ
  • ଆଉ ଡବ୍ଲୁସିଏଲ୍ ଖେଳିବନି ପାକିସ୍ତାନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.