Monday, March 2, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଆଜି ପଶ୍ଚିମବଙ୍ଗରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ପାଳନ

Sanchar Live by Sanchar Live
August 28, 2024
in ଭାରତ
0
ଆଜି ପଶ୍ଚିମବଙ୍ଗରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ପାଳନ
0
SHARES
3
VIEWS
FacebookTwitter

ସଂଚାର ବ୍ୟୁରାେ: କୋଲକାତା ଆରଜି କର ମେଡିକାଲରେ ଲଜ୍ଜା ଘଟଣାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି । ମଙ୍ଗଳବାର ଆନ୍ଦୋଳନକାରୀଙ୍କ ଉପରେ ଲାଠିମାଡ଼ ହୋଇଥିବାବେଳେ ଏହାର ପ୍ରତିବାଦରେ ଆଜି ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ପାଳନକୁ ଅନେକ ସଂଗଠନ ସମର୍ଥନ ଜଣାଇଛନ୍ତି । ସେପଟେ  ବିଜେପିର ୧୨ ଘଣ୍ଟିଆ ହରତାଳରେ ସାମିଲ ନ ନେହେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଟିଏମସି ସରକାର । ବନ୍ଦ ଡାକରା ସତ୍ତ୍ବେ ସ୍ୱାଭାବିକତା ବଜାୟ ରଖିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରଶାସନ ନିଶ୍ଚିତ କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଆଲପାନ୍ ବୃନ୍ଦୋପାଧ୍ୟାୟ କହିଛନ୍ତି ଯେ, ପରିବହନ ସେବା ଜାରି ରହିବ ଏବଂ ଦୋକାନ ଏବଂ ବ୍ୟବସାୟ ଖୋଲା ରହିବ ବୋଲି ଆଶା କରାଯାଉଛି । ଏଥିସହ ରାଜ୍ୟ ସରକାରୀ କର୍ମଚାରୀଙ୍କୁ କାମକୁ ଆସିବାକୁ ସେ ଅନୁରୋଧ କରିଛନ୍ତି।

ତେବେ ଚଳିତ ମାସ ଆରମ୍ଭରେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀ ମାନେ ବାରମ୍ବାର ଦାବି କରି ଆସୁଛନ୍ତି । ଏହାର ପ୍ରତିବାଦରେ ଆଜି (ମଙ୍ଗଳବାର) ବିକ୍ଷୋଭକାରୀ ମାନେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୋଲିସ ଲାଠିଚାର୍ଜ, ଲୁହବୁହା ଗ୍ୟାସ ପ୍ରୟୋଗ ଏବଂ ପାଣିମାଡ କରି ଲୋକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ।

ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି ଯେ ଟିଏମସି ସରକାର ଛାତ୍ରଙ୍କ ଉପରେ ଅତ୍ୟାଚାର କରୁଛନ୍ତି ଏବଂ ବାମପନ୍ଥୀ ମାନେ ଏହି ପ୍ରତିବାଦରେ ଅଂଶଗ୍ରହଣ ନକରି ମୌନ ଭାବରେ ନିଜର ସମର୍ଥନ ଜଣାଇଛନ୍ତି । ମଜୁମଦାର ମଧ୍ୟ ଟିଏମସି କର୍ମୀଙ୍କୁ ମଙ୍ଗଳବାର ଦିନ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ନବାନ୍ନ ରାଲି ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ବୁଧବାର ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ‘ବେଙ୍ଗଲ ବନ୍ଦ’ ପାଳନ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।

ଏଥିସହ ସେ କହିଛନ୍ତି ଯେ ଆମେ ସାଧାରଣ ଧର୍ମଘଟ ଡାକିବାକୁ ବାଧ୍ୟ ହେଉଛୁ କାରଣ ମୃତ ଡାକ୍ତର ଭଉଣୀ ପାଇଁ ନ୍ୟାୟ ଦାବି କରୁଥିବା ଲୋକଙ୍କ ସ୍ୱରକୁ ଅଣଦେଖା କରାଯାଉଛି । ନ୍ୟାୟ ବଦଳରେ ମମତା ବାନାର୍ଜୀଙ୍କ ପୋଲିସ ରାଜ୍ୟର ଶାନ୍ତିପ୍ରେମୀ ଲୋକଙ୍କ ଉପରେ ଅତି ନିର୍ମମ ଭାବରେ ବ୍ୟବହାର କରୁଛି ।

Tags: kolkataprotest
ShareTweetShareSend
Sanchar Live

Sanchar Live

Next Post
ଭିଜିଲାନ୍ସ ଜାଲରେ CHSE ଅଧିକାରୀ

ଭିଜିଲାନ୍ସ ଜାଲରେ CHSE ଅଧିକାରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା
  • ଇରାନର ସର୍ବୋଚ୍ଚ ନେତା ଆୟୋତଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ
  • ଆଜି ଏହି ରାଶିକୁ ମିଳିବ ଖୁସି ଖବର
  • ଏହି କାରଣରୁ ବିଜେଡ଼ରୁ ବିଦାହେଲେ ପ୍ରଭାତ ବିଶ୍ୱାଳ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.