Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଅପରାଧ

ମୂର୍ତ୍ତି ଭସାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛୁରା ମାଡ଼, ଉଭୟ ପକ୍ଷର ୩ ଆହତ

Sanchar Live by Sanchar Live
September 19, 2024
in ଅପରାଧ
0
0
SHARES
6
VIEWS
Facebook
Twitter

Related posts

ଦୀପାବଳି ପୂର୍ବରୁ ରକ୍ତରଞ୍ଜିତ ହେଲା ଭୁବନେଶ୍ୱର

ଦୀପାବଳି ପୂର୍ବରୁ ରକ୍ତରଞ୍ଜିତ ହେଲା ଭୁବନେଶ୍ୱର

November 7, 2026
ଏମିତି ଜ୍ୱାଇଁ କାହାକୁ ନମିଳୁ…

ଏମିତି ଜ୍ୱାଇଁ କାହାକୁ ନମିଳୁ…

November 6, 2026

ସଂଚାର ବ୍ୟୁରୋ: ମୂର୍ତ୍ତି ଭସାଣ ବେଳେ ଦୁଇ ଗୋଷ୍ଠୀ ମୁଁହାମୁହିଁ। ଛୁରା ମାଡ଼ରେ ଉଭୟ ପକ୍ଷର ୩ ଜଣ ଆହତ। ବାରିପଦାରେ ଗଣେଶ ପୂଜା ଭସାଣବେଳେ ଦୁଇ ଗୋଷ୍ଠୀ ମୁଁହାମୁଁହି ହୋଇଥିଲେ। ଆହତ ଦୁଇ ଜଣ ହେଲେ ପିଆରଏମ ହସ୍ପିଟାଲର ସିକ୍ୟୁରୀଟି ଗାର୍ଡ ଚୈତନ୍ୟ ମୁଖୀ ଓ ଅଜୁ ମୁଖୀ। ବୁଧବାର ରାତି ପ୍ରାୟ ୧୦ସମୟରେ ଶୁନଗଡ଼ିଆ ଅଞ୍ଚଳରେ ଗଣେଶ ପୂଜା ମୂର୍ତ୍ତି ଭସାଣି ବେଳେ ରାସ୍ତା ଜାମ ହେବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁଁହାମୁହିଁ ହୋଇଥିଲେ। ଯାହାକୁ ନେଇ ଶୁନଗଡ଼ିଆ ଅଞ୍ଚଳର ଆକାଶ ମୁଖୀ ଓ କୁନ୍ଦନ ମୁଖୀ ତାଙ୍କ ସାଙ୍ଗମାନଙ୍କ ସହିତ ଦୁଇ ଜଣଙ୍କୁ ଛୁରା ମାଡ଼ କରିଥିଲେ। ଏହାକୁ ନେଇ ଅନ୍ୟ ଗୋଷ୍ଠୀ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ। ଯାହା ଫଳରେ ସମୁଦାୟ ୩ଜଣ ଆହତ ହୋଇଛନ୍ତି। ଏନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ପରେ ଆହତଙ୍କୁ ଚିକିତ୍ସା ଲାଗି ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି

Tags: baripadaknife attack

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଦୀପାବଳି ଆପଣଙ୍କ ପାଇଁ କେମିତି? ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ରାଶିଫଳ
  • ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ
  • ମୋଜା ପିନ୍ଧି ଶୋଉଥିଲେ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.