Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ସୁସ୍ଥ ରହିବା ପାଇଁ ଚାହୁଁଥିଲେ, ଖାଦ୍ୟରେ ସାମିଲ୍ କରନ୍ତୁ ଖଜୁରୀ

Sanchar Live by Sanchar Live
March 13, 2025
in ଜୀବନ ଶୈଳୀ
0
ସୁସ୍ଥ ରହିବା ପାଇଁ ଚାହୁଁଥିଲେ, ଖାଦ୍ୟରେ ସାମିଲ୍ କରନ୍ତୁ ଖଜୁରୀ
0
SHARES
8
VIEWS
FacebookTwitter

ସୁସ୍ଥ ରହିବା ପାଇଁ କିଏ ବା ନ ଚାହାଁନ୍ତି । ଶରୀର ସୁସ୍ଥ ରହିଲେ ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ । ସୁସ୍ଥ ରହିବାକୁ ହେଲେ ମଣିଷ ବହୁତ ପ୍ରକାର କାର୍ଯ୍ୟ କରିଥାଏ । କାହିଁନା ଯଦି ଶରୀର ଥରେ ଖରାପ ସୁସ୍ଥ ହେବ ପାଇଁ ସମୟ ଲାଗିଥାଏ । ଯାହା ଫଳରେ ଆମ ଶରୀର ଦିନକୁ ଦିନ ଦୁର୍ବଳ ହୋଇଯାଏ । ଦୁର୍ବଳ ହେବା କାରଣରୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ । ଏହି ସ୍ଥିତିରେ ଆପଣ କିପରି ସୁସ୍ଥ ରହିବେ ଏବଂ କ’ଣ ଖାଇବା ଦ୍ବାରା ସ୍ୱାସ୍ଥ୍ୟ ଭଲ ରହିବ ଆସନ୍ତୁ ଜାଣିବା ।

ମଣିଷ ବଞ୍ଚିବା ପାଇଁ ବହୁତ ପ୍ରକାରର ଖାଦ୍ୟ ଖାଇଥାନ୍ତି । କିନ୍ତୁ ଆପଣଙ୍କୁ ଜାଣିବା ଦରକାର୍ ଯେ ଖାଇବାରେ ପୁଣି ଖାଇବା ଅଛି । ସବୁ ଖାଇବା ଶରୀରକୁ ସୁଟ୍ କରିନଥାଏ । ଯାହା ଫଳରେ ଅନେକ ସମସ୍ୟା ସାମ୍ନାକୁ ଆସିଥାଏ । ଯେମିତିକି ଗ୍ୟାସ୍, ଏସିଡିଟି ଇତ୍ୟାଦି ହେବା ଆରମ୍ଭ ହୋଇଥାଏ । କିନ୍ତୁ ସୁସ୍ଥ ରହିବା ପାଇଁ ଆପଣଙ୍କୁ ଖାଦ୍ୟରେ କିଛି ଡ୍ରାଏ ଫ୍ରୁଟ୍ସ ସାମିଲ୍ କରିବା ପଡିବ । ଯାହାକୁ ଖାଇଲେ ଖାଲି ଶରୀର ନୁହେଁ ବରଂ ତ୍ୱଚ୍ଛାରେ ମଧ୍ୟ ଫାଇଦା ମିଳିବ । ତେବେ ଆସନ୍ତୁ ଜାଣିବା ସେହି ଡ୍ରାଏ ଫ୍ରୁଟସର ନାମ କ’ଣ ।

ଏହି ଡ୍ରାଏ ଫ୍ରୁଟ୍ସର ନାମ ହେଉଛି- ଖଜୁରୀ’ । ଏହାକୁ ଖାଇବା ଫଳରେ ଅନେକ ଲାଭ ମିଳିଥାଏ । ଶୀତ ଦିନରେ ଏହି ଡ୍ରାଏ ଫ୍ରୁଟ୍ସକୁ ଖାଇବା ଉଚିତ୍ କାରଣ ଏହା ଶରୀରକୁ ବହୁତ ଗରମ ରଖିଥାଏ । ଏହା ସହ ଏଥିରେ ଭିଟାମିନ୍ ଡି’, କ୍ୟାଲସିୟମ ଭରପୂର ମାତ୍ରାରେ ରହିଥାଏ । ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଡ୍ରାଏ ଫ୍ରୁଟ୍ସ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଖଜୁରୀ ଖାଇବା ଦ୍ବାରା ଆମ ଶରୀରକୁ କେଉଁ ପ୍ରକାରର ଫାଇଦା ମିଳିଥାଏ ।

୧. ସ୍କିନ୍ ଗ୍ଲୋ : ପ୍ରକୃତରେ ସ୍କିନକୁ ଚମକାଇଥାଏ ଏହି ଡ୍ରାଏ ଫ୍ରୁଟ୍ସ । ଶୀତ ଦିନରେ ସମସ୍ତଙ୍କ ଫେସ୍ ଡ୍ରାଏ ହୋଇଯାଏ ଏବଂ ଚର୍ମକୁ ନଷ୍ଟ କରିଦିଏ । ଏପରି ସ୍ଥିତିରେ ଆପଣ ଯଦି ଖଜୁରୀ ଖାଆନ୍ତି ତେବେ ଏହା ଫେସ୍ ପାଇଁ ବହୁତ ଲାଭ ଦାୟକ ହେବାସହ ସ୍କିନ୍ ଗ୍ଲୋ କରିବା ଆରମ୍ଭ ହେବ ।

୨. ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ : ଖଜୁରୀରେ ଅଧିକ ପରିମାଣରେ ଫାଇବାର ଥିବା କାରଣରୁ ଏହା ଖାଦ୍ୟକୁ ବହୁତ ଶୀଘ୍ର ହଜମ କରିବାରେ ସାହାଯ୍ୟ କରିଥାଏ । ଏହାସହ ଏହାର ସ୍ଵାଦ ବହୁତ ଭଲ ହୋଇଥିବାରୁ ଏହାକୁ ଖାଇବାରେ କିଛି ଅସୁବିଧା ହୋଇ ନଥାଏ । ଛୋଟ ଛୁଆଙ୍କଠାରୁ ବଡ ଲୋକ ପର୍ଯ୍ୟନ୍ତ ଏହି ଡ୍ରାଏ ଫ୍ରୁଟ୍ସଟିକୁ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି ।

୩. ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରେ : ଶୀତ ଦିନରେ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁବର୍ଳ ହେଉଛି ସେହିମାନେ ଖଜୁରୀ ଖାଇବାକୁ ଭୁଲନ୍ତୁ ନାହିଁ । ଏହାସହ ପ୍ରତ୍ୟକ ଦିନ ଖଜୁରୀ ଖାଇବା ଅଭ୍ୟାସ୍ କରନ୍ତୁ । ଦେଖିବେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି କିପରି ଡେଭଲପ୍ କରିବ ।

ପ୍ରତିଦିନ ଆପଣ ୪-୫ଟି ଖଜୁରୀ ଖାଇବା ନିହାତି ଆବଶ୍ୟକ । ଏହାକୁ ଯଦି କ୍ଷୀରରେ ମିଶାଇ ପିଅନ୍ତି ତେବେ ଏହା ଶରୀରକୁ ଦ୍ବିଗୁଣ ଅଧିକ ଫାଇଦା ମିଳିବ । ଏହି ପିଇବା ଦ୍ୱାରା ନିଦ ମଧ୍ୟ ଭଲ ହୋଇଥାଏ । ଯଦି ଆପଣ ନିଜକୁ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି ତେବେ ନିଜ ଖାଦ୍ୟରେ ଖଜୁରୀକୁ ସାମିଲ୍ କରନ୍ତୁ ।

Tags: Khajurilifestyle
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ ଆଜି ଦିନଟି କାହା ପାଇଁ କେମିତି ?

ଜାଣନ୍ତୁ ଆଜି ଦିନଟି ଆପଣଙ୍କ ପାଇଁ କେମିତି?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର
  • ଦୁର୍ଗାପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.